Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Technology
All technology related news will be uploaded in this
ଉଡ଼ନ୍ତା ଇଲେକ୍ଟ୍ରିକ ଟ୍ୟାକ୍ସି
‘ଇପ୍ଲେନ୍ କମ୍ପାନି’ ୨୦୨୫ ମାର୍ଚ୍ଚ ସୁଦ୍ଧା ଉଡ଼ନ୍ତା ଟ୍ୟାକ୍ସିର ଏକ ମଡେଲ ଆଣିବା ଯୋଜନା ରଖିଛି। ସହରାଞ୍ଚଳର ଟ୍ରାଫିକ୍ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ। ଆଇଆଇଟି ମାଡ୍ରାସର ଇନକ୍ୟୁବେଟରରୁ ଆରମ୍ଭ ହୋଇଥିବା ଏହି କମ୍ପାନି ଆଗାମୀ ଦିନରେ ଡ୍ରୋନ୍ର ବାଣିଜ୍ୟିକ ସେବା ଆରମ୍ଭ…
ଶସ୍ତାରେ ମିଳିବ E-ସ୍କୁଟର
ଓଲା ଇଲେକ୍ଟ୍ରିକ୍ ସ୍କୁଟରକୁ ଟକ୍କର ଦେବା ପାଇଁ ବଜାଜ୍ ଅଟୋ ଆସନ୍ତା ମାସରେ ଏହାର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟମାନ ଥିବା ଚେତକ ଇଲେକ୍ଟ୍ରିକ୍ ସ୍କୁଟରର ଏକ ଶସ୍ତା ମଡେଲ କମ୍ପାନୀ ପ୍ରଦାନ କରିବ।ଏଥିରେ କିଛି ବୈଶିଷ୍ଟ୍ୟର ଅଭାବ ମଧ୍ୟ ଥାଇପାରେ।…
ହ୍ୱାଟ୍ସଆପ୍ର ବଡ଼ ଚେତାବନୀ
ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ କହିଛି ଯେ ଯଦି ମେସେଜ ଏନକ୍ରିପସନ ଭାଙ୍ଗିବାକୁ ବାଧ୍ୟ କରାଯାଏ ତେବେ ଏହା ଭାରତ ଛାଡିପାରେ । ଏନକ୍ରିପ୍ସନ୍ ମାଧ୍ୟମରେ ପଠାଯାଇଥିବା ଏକ ମ୍ୟାସେଜ୍ କେବଳ ପଠାଇଥିବା ଲୋକ ଏବଂ ପାଇଥିବା ଲୋକ ପଢ଼ିପାରିବେ । ହ୍ୱାଟ୍ସଆପର ଜଣେ ଓକିଲ ଦିଲ୍ଲୀର ଏକ ଅଦାଲତରେ…
ଗୁଗୁଲ ମିଟରେ ଆସିଲା କମାଲ ଫିଚର
ଆଜିକାଲି ଗୁଗୁଲ ମିଟରେ ଘରେ କାମ କରୁଥିବା ସମସ୍ତ କର୍ମକର୍ତ୍ତା ଏବଂ ସ୍କୁଲ-କଲେଜର ଷ୍ଟୁଡେଣ୍ଟସଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି । ଏହି ଆପ ଜରିଆରେ ଦେଶ-ଦୁନିଆର କୋଣ ଅନୁକୋଣରେ ଘରେ ବସି ସହଜରେ ଭିଡିଓ ଏବଂ ଅଡିଓ କଲ ଜରିଆରେ ଲୋକେ ଯୋଗାଯୋଗ କରିପାରୁଛନ୍ତି । ଗୁଗୁଲ ଏହି ଆପରେ ଏକ…
ଆସିଗଲା ଜିଓ ସିନେମାର ପ୍ରିମିୟମ ପ୍ଲାନ୍,
ରିଲାଏନ୍ସ ଜିଓ ଏକ ନୂଆ ସବସ୍କ୍ରିପସନ ପ୍ଲାନ୍ ‘ଜିଓ ସିନେମା ପ୍ରିମିୟମ’ ଘୋଷଣା କରିଛି । ଏହି ନୂଆ ପ୍ଲାନର ପ୍ରାରମ୍ଭିକ ମାସିକ ମୂଲ୍ୟ ୨୯ ଟଙ୍କା ରହିଛି । ଏହି ନୂଆ ‘ଜିଓ ସିନେମା ପ୍ରିମିୟମ’ ପ୍ଲାନ ଜରିଆରେ ୟୁଜର୍ସଙ୍କୁ ୪କେ ପର୍ଯ୍ୟନ୍ତ ଗୁଣବତ୍ତାରେ ଆଡ୍ ଫ୍ରି ଅନୁଭବ ମିଳିବ । ଏହା ସହିତ…
ଚର୍ଚ୍ଚାରେ ‘୨ଜି ସ୍ପେକ୍ଟ୍ରମ’
୨୦୧୨ ମସିହା ‘୨ଜି ସ୍ପେକ୍ଟ୍ରମ’ ଆବଣ୍ଟନ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ସଂଶୋଧନ ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି। ଉକ୍ତ ରାୟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ନିଲାମ ଜରିଆରେ ସ୍ପେକ୍ଟ୍ରମ ସମ୍ବଳର ଆବଣ୍ଟନ କରାଯିବ। ୨୦୧୨ ରାୟରେ ମଧ୍ୟ ସୁପ୍ରିମକୋର୍ଟ ଉପା…
ଏସି ଏବଂ ସିଲିଂ ଫ୍ୟାନ୍ ଲଗାଉଛନ୍ତି ?
ପ୍ରବଳ ଗରମ ଗୁଳୁଗୁଳିରୁ ମୁକ୍ତି ପାଇବାକୁ କିଛି ଲୋକ ଏକା ସାଙ୍ଗରେ ଫ୍ୟାନ୍ ଓ ଏସି ଚଲାଇ ଥାଆନ୍ତି । କିନ୍ତୁ କିଛି ଲୋକଙ୍କ ମତରେ ଏସି ଚାଲୁଥିବା ସମୟରେ ସିଲିଂ ଫ୍ୟାନ୍ ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ସିଲିଂ ଫ୍ୟାନ୍ ଗରମ ପବନକୁ ତଳକୁ ଠେଲି ଥାଏ ।କିନ୍ତୁ ଯେତେବେଳେ ଏସି ସହିତ…
ଚାଇନା ନାଁରେ ନାସାର ସାଂଘାତିକ ଅଭିଯୋଗ
ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରି କହିଛନ୍ତି ଯେ, ସେମାନେ (ଚାଇନା) ମହାକାଶରେ ଏକ ଗୁପ୍ତ ସାମରିକ କାର୍ଯ୍ୟକ୍ରମ ଚଳାଉଛନ୍ତି, ଯାହା ଦ୍ୱାରା ସେମାନେ ଚନ୍ଦ୍ରରେ ନିଜର କବ୍ଜା…
ଗୁଗୁଲ୍ ପେ ଏବଂ ଫୋନ୍ ପେ’ରେ ଯୋଡି ହୋଇପାରିବେନି ନୂଆ ଗ୍ରାହକ ?
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ନିୟମ କରିଛି ଯେ, କୌଣସି ଥାର୍ଡ ପାର୍ଟି ପେମେଣ୍ଟ ୱାଲେଟର ୟୁପିଆଇ କାରବାରରେକ ୩୦ ପ୍ରତିଶତରୁ ଅଧିକ ଅଂଶ ରହିବ ନାହିଁ । ଯଦି କୌଣସି ପେମେଣ୍ଟ ୱାଲେଟର ଅଂଶ ୩୦ ପ୍ରତିଶତରୁ ଅଧିକ, ତେବେ ଏହାକୁ ହ୍ରାସ କରିବା ପାଇଁ ବ୍ୟବସ୍ଥା…
ଭାରତରେ ଓପନଏଆଇ କଲା ପ୍ରଥମ ନିଯୁକ୍ତି
ଓପନଏଆଇ ଭାରତରେ ନିଜର ପ୍ରଥମ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । କମ୍ପାନୀ ଟ୍ରୁକଲରରେ ଜନସମ୍ପର୍କ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରଜ୍ଞା ମିଶ୍ରଙ୍କୁ ଏହାର ପ୍ରଥମ କର୍ମଚାରୀ ଭାବରେ ନିଯୁକ୍ତ କରିଛି ।ସେ ଏହି ମାସ ଶେଷରୁ ଦାୟିତ୍ୱ ଗ୍ରହଣ କରିପାରନ୍ତି । ରିପୋର୍ଟ ଅନୁଯାୟୀ, ପ୍ରଜ୍ଞା…