Browsing Category

Technology

All technology related news will be uploaded in this

ଆଇଫୋନ୍‌ ପ୍ରତି ହ୍ୟାକିଂ ବିପଦ

କିଛି ମାସ ପୂର୍ବେ ବିରୋଧୀ ଦଳର କେତେକ ନେତାଙ୍କ ଆଇଫୋନ୍ ହ୍ୟାକ୍ ଲାଗି ଉଦ୍ୟମ ହୋଇଥିବା ନେଇ ସେମାନଙ୍କୁ ପାଖକୁ ସତର୍କ ମେସେଜ୍ ଆସିଥିଲା। ସେବିଷୟରେ ସେମାନେ ଅବଗତ କରିବା ପରେ ତାହାକୁ ରାଜନୈତିକ ବୟାନ ଭାବି କେହି ଗମ୍ଭୀରତାର ସହ ନେଇନଥିଲେ। କିନ୍ତୁ ଏବେ ଦେଶରେ ନିର୍ବାଚନ ଋତୁ…

ପାନାସୋନିକ୍‌ର ନୂତନ ଏସି ରେଞ୍ଜ

ଦେଶର ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ ତଥା ବିବିଧ ଟେକ୍ନୋଲୋଜି କମ୍ପାନୀ ପାନାସୋନିକ୍‌ ଲାଇଫ୍‌ ସଲ୍ୟୁସନ୍ସ ଇଣ୍ଡିଆ (ପିଏଲ୍‌ଏସ୍‌ଆଇଏନ୍‌ଡି)ର ନୂତନ ଏୟାର କଣ୍ଡିସନର(ଏସି)ର ୨୦୨୪-ଲାଇନ ଅପର ଉନ୍ମୋଚନ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର…

ବିନା ବାଧାରେ ମହାକାଶ ଯାତ୍ରା ସମ୍ଭବ ହେବ!

ଆମ ପୃଥିବୀର ଆକାଶରେ ଅନଆଇଡେଣ୍ଟିଫାଏଡ୍ ଫ୍ଲାଇଙ୍ଗ ଅବଜେକ୍ଟ (ୟୁଏଫଓ) ଚିହ୍ନଟ ହୋଇଥିବା ନେଇ ଅନେକ ଥର ଚର୍ଚ୍ଚା ହୋଇଛି । ଏନେଇ ବୈଜ୍ଞାନିକମାନେ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିଥାନ୍ତି । ତାହା କେତେଦୂର ସତ ସେନେଇ ମଧ୍ୟ ଆଲୋଚନା ହୋଇଛି । ରହସ୍ୟମୟୀ ଉଡ଼ନ୍ତା ବସ୍ତୁ ଜରିଆରେ ସେମାନେ…

ଟେକ୍ନୋ ଜାତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା

ଉଚ୍ଚ ଶିକ୍ଷା କ୍ଷେତ୍ରର ଏକ ପରିଚିତ ନାମ ଟେକ୍ନୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ପକ୍ଷରୁ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ଶିକ୍ଷା ପାଇଁ ‘ଟେକ୍ନୋ ଜାତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୪’କୁ ଚଳିତ ମାସ ୧୨ ତାରିଖରେ ଆୟୋଜନ କରାଯିବ। କର୍ଣ୍ଣ ଫେରିଙ୍କ ରିପୋର୍ଟ ଅନୁସାରେ ପ୍ରଯୁକ୍ତି ଓ…

ଏପିଏସ୍‌ଇଜେଡ୍‌ର ନୂଆ ମାଇଲଖୁଣ୍ଟ

ଚଳିତ ମଧ୍ୟ ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ସ୍ପେଶିଆଲ ଇକୋନମିକ୍‌ ଜୋନ ବା ଏପିଏସ୍‌ଇଜେଡ୍‌ ପଣ୍ୟ ପରିବହନରେ ଉଲ୍ଲେଖନୀୟ ସଫଳତା ହାସଲ ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀ ବିଶ୍ୱବ୍ୟାପୀ ୪୨୦ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିବା ବେଳେ ଘରୋଇ କ୍ଷେତ୍ରରେ…

ବିଦେଶୀ ଛାଡ଼ି ଦେଶୀ ବ୍ରାଣ୍ଡ୍‌ କିଣୁଛନ୍ତି

ଯୁଗ ବଦଳିଛି। ବିଦେଶୀ ଜିନିଷ ସବୁଠୁ ଭଲ। ଏହି ଧାରଣା ବଦଳିବାରେ ଲାଗିଛି। ଏହି ଧାରାରେ ପରିବର୍ତ୍ତନ ଆଣିବାର ନେତୃତ୍ବ ନେଇଛନ୍ତି ଦେଶର ଯୁବପିଢ଼ି। ସେମାନେ ବିଦେଶୀ ବ୍ରାଣ୍ଡ୍‌ ଛାଡ଼ି ଏବେ ଦେଶୀ କମ୍ପାନିର ଜିନିଷ କିଣିବା ପ୍ରତି ଆଗ୍ରହ ଦେଖାଇଛନ୍ତି। କେତେକ ନିର୍ଦ୍ଦିଷ୍ଟ ବର୍ଗ ଯଥା…

ମାଇକ୍ରେସଫ୍ଟ ଦେଲା ଚେତାବନୀ

ଟେକ୍ନୋଲଜି କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ ହେବାକୁ ଥିବା ନିର୍ବାଚନକୁ ନେଇ ଚେତାବନୀ ଜାରି କରିଛି। ମାଇକ୍ରେସଫ୍ଟ କହିଛି, ଚାଇନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ୍ଟେଣ୍ଟକୁ ବ୍ୟବହାର କରି ଭାରତ, ଆମେରିକା ଓ ଦକ୍ଷିଣ କୋରିଆ ନିର୍ବାଚନରେ ବିଘ୍ନ ସୃଷ୍ଟି କରିପାରେ। ଏହାପୂର୍ବରୁ ଚାଇନା,…

ବେଦାନ୍ତ ଆଲୁମିନିୟମର ନୂଆ ମାଇଲଖୁଣ୍ଟ

ବେଦାନ୍ତ ଆଲୁମିନିୟମ ସମ୍ପ୍ରସାରଣ ଯୋଜନାରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ୩ ମିଲିୟନ ଟନ (ଏମ୍‌ଟିପିଏ)ର ଆଲୁମିନିୟମ ଉପତ୍ାଦନ କ୍ଷମତା ବିଶିଷ୍ଟ ଶ୍ରେଷ୍ଠ ୩ଟି ବିଶ୍ୱସ୍ତରୀୟ ସଂସ୍ଥାଙ୍କ ମଧ୍ୟରେ ରହିବା ଲାଗି ଚାଲିଥିବା ସମ୍ପ୍ରସାରଣ ପ୍ରୟାସ ମଧ୍ୟରେ…

ଆସୁଛି ଟେସ୍‌ଲା ଟିମ୍

କିଛି ଦିନ ପୂର୍ବରୁ ଭାରତ ସରକାର ନୂତନ ବୈଦ୍ୟୁତିକ ଯାନ ନୀତି (ଇଭି ପଲିସି) ଘୋଷଣା କରିଥିଲେ। ସେବେଠାରୁ ଅଗ୍ରଣୀ ଇଭି କମ୍ପାନୀ ଟେସ୍‌ଲା ଭାରତ ଆସିବାର ସମ୍ଭାବନା ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଭାରତରେ ଟେସଲାର ପ୍ରବେଶ ନିଶ୍ଚିତ ହୋଇଛି। ଟେସଲାର ଏକ ଟିମ୍ ଏପ୍ରିଲ ଶେଷରେ ଭାରତ ଆସିବାକୁ…

ବଢ଼ିଲା ୪୧% ଇଲେକ୍ଟ୍ରିକ୍ ଯାନ

ଇଲେକ୍ଟ୍ରିକ୍ ଯାନ (ଇଭି) ଉପରେ କେନ୍ଦ୍ର ସରକାର ଦେଉଥିବା ସବ୍‌ସିଡି କମ୍ କରିବା ପରେ ମଧ୍ୟ ତାହାର ଗ୍ରହଣୀୟତା ପ୍ରଭାବିତ ହୋଇନାହିଁ। ୨୦୨୩-୨୪ ଆର୍ଥିକ ବର୍ଷରେ ଇଭି ବିକ୍ରିରେ ୪୧ ପ୍ରତିଶତ ବୃଦ୍ଧି ଘଟିଛି। ଏହି ବର୍ଷ ୧୬ ଲକ୍ଷରୁ ଅଧିକ ଇଭି ବିକ୍ରି ହୋଇଛି। ୨୦୨୨-୨୩ରେ ଦେଶରେ ୧୧ ଲକ୍ଷ…