Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Technology
All technology related news will be uploaded in this
ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ
ଡିଜିଟାଲ ଯୁଗରେ ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ । ଯେଉଁଥିରେ କୌଣସି ଶିକ୍ଷାଗତ ଯୋଗ୍ୟତା ଦରକାର ପଡେନି । ନିଜ ନିଜର ଦକ୍ଷତା ବଳରେ ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ୟୁଟ୍ୟୁବର୍ସ । ରିପୋର୍ଟ କହୁଛି ପ୍ରାୟ ୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ…
ଭାରତରେ ଲଞ୍ଚ ହେଲା‘ଆଇକ୍ୟୁଓଓ ଜେଡ୯ ଲାଇଟ୍’
ଭାରତରେ ସବୁଠାରୁ ଶସ୍ତା ୫ଟି ଫୋନ୍ ‘ଆଇକ୍ୟୁଓଓ ଜେଡ୯ ଲାଇଟ୍’ ଲଞ୍ଚ କରିଛି । ଏହାର ଦାମ୍ ବହୁତ କମ୍ ରହିଥିବା ବେଳେ ଏଥିରେ ଅନେକ ଦମଦାର ଫିଚର୍ସ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୦,୪୯୯ ଟଙ୍କା ରଖାଯାଇଥିବା ବେଳେ ଏଥିରେ ୫୦୦୦mAh ବ୍ୟାଟେରୀ, ୧ ଟିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡ…
ବିଏସଏନଏଲ ସହ ଚୁକ୍ତି କରିବା ଟାଟା
ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଜିଓର ରିଚାର୍ଜ ପ୍ଲାନ ମୂଲ୍ୟ ବୃଦ୍ଧି ପରେ ଲୋକମାନେ ବିଏସଏନଏଲ ଆଡକୁ ମୁହାଁଇବା ଆରମ୍ଭ କରିଛନ୍ତି | କେବଳ ଏତିକି ନୁହେଁ, ଏୟାରଟେଲ ଏବଂ ଜିଓ ବ୍ୟବହାରକାରୀମାନେ ଅଧିକରୁ ଅଧିକ ମୋବାଇଲ୍ ନମ୍ବରକୁ ବିଏସଏନଲକୁ ପୋର୍ଟ କରୁଛନ୍ତି | ଏହା ବ୍ୟତୀତ ସୋସିଆଲ…
ପେଟିଏମକୁ ବଡ଼ ଝଟକା
ପେଟିଏମକୁ ବଡ଼ ଝଟକା ଲାଗିଛି । ବର୍ତ୍ତମାନ ଏହି କମ୍ପାନୀରେ ଟଙ୍କା ନିବେଶ କରୁଥିବା ଜାପାନର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସଫ୍ଟବ୍ୟାଙ୍କ ନିଜକୁ ଏଥିରୁ ଦୁରେଇ ଦେଇଛି । ସଫ୍ଟବ୍ୟାଙ୍କ ପେଟିଏମର ପ୍ୟାରେଣ୍ଟ କମ୍ପାନୀ ୱାନ୯୭ କମ୍ୟୁନିକେସନରେ ନିଜର ସଂପୂର୍ଣ୍ଣ ପାର୍ଟନରସିପ ବିକ୍ରି କରିଛି । ସୂତ୍ର…
ଏକ୍ସ ଆଣୁଛି ନୂଆ ଫିଚର
ଏଲନ ମସ୍କଙ୍କ ଅନେକ ବିବାଦୀୟ ବିବୃତ୍ତି ଏବଂ ଆଗାମୀ ଫିଚର ଟେଷ୍ଟିଙ୍ଗକୁ ନେଇ ଲୋକେ ସର୍ବଦା ଉତ୍ସାହିତ ଥାଆନ୍ତି । ଏକ୍ସ ନୂଆ ଫିଚରର ଟେଷ୍ଟିଙ୍ଗ କରୁଛି ଯାହାର ନାମ Downvote।ଏହି ଫିଚରରେ ଏକ୍ସ ରିପ୍ଲାଏକୁ ଡିସଲାଇକ କରିବାର ପ୍ରଣାଳୀ ଏକ୍ସପେରିମେଣ୍ଟ କରାଯାଉଛି ଯାହାକି ଡାଉନବୋଟ ଅର୍ଥାତ…
ସବୁଠୁ ଶସ୍ତା ପ୍ଳାନ୍
ଭାରତର ସମସ୍ତ ଟେଲିକମ କମ୍ପାନୀ ସେମାନଙ୍କର ରିଚାର୍ଜ ପ୍ଳାନ୍ ମୂଲ୍ୟ ବଢ଼ାଇଛନ୍ତି। ଚଳିତ ମାସ ଆରମ୍ଭରେ କମ୍ପାନୀ ଗୁଡ଼ିକ ନୂଆ ମୂଲ୍ୟ ଲାଗୁ କରିଛନ୍ତି। ପ୍ରାୟ ଅଢେଇ ବର୍ଷ ପରେ କମ୍ପାନୀଗୁଡ଼ିକ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହା ସାଧାରଣ ଲୋକଙ୍କ ପାକେଟ ଉପରେ ପ୍ରଭାବ…
ହ୍ୱାଟ୍ସଆପର ନୂଆ ଫିଚର
ହ୍ୱାଟ୍ସଆପ ନିଜ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଲଞ୍ଚ କରିଛି, ଯାହା ଅଜଣା ହ୍ୱାଟ୍ସଆପ ଗ୍ରୁପ ସହ ଜଡିତ ସୂଚନାକୁ ପ୍ରାଇଭେଟ ରଖିବ । ଏହି ନୂଆ ଫିଚର ର ମୋଟିଭ ୟୁଜର୍ସଙ୍କୁ ଫ୍ରଡ ଗ୍ରୁପରୁ ବଞ୍ଚାଇବାକୁ ପଡିବ । ଯେଉଁଥିରେ ତାଙ୍କୁ ଅଚାନକ ଆଡ କରାଯାଏ ।ମେଟାର ହ୍ୱାଟ୍ସଆପ ହେଡ Will Cathcart…
ସାମସଙ୍ଗର ନୂଆ ଫ୍ଲିପ ଫୋନ ଲଞ୍ଚ କଲା
ଆଜି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ କରାଯାଇଥିବା ନିଜର ଏକ ଇଭେଣ୍ଟରେ ସାମସଙ୍ଗ ନିଜର ନୂଆ ଫ୍ଲିପ ଫୋନ ଲଞ୍ଚ କରିଛି । ଏହି ଫୋନର ନାମ Samsung Galaxy Z Flip 6 । ଏହି ଫୋନରେ କମ୍ପାନୀ ଷ୍ଟ୍ରଙ୍ଗ ହିଞ୍ଜ, ଅନେକ Galaxy AI ଫିଚର୍ସ ସହ ଅନେକ ଅନ୍ୟ ଫିଚର୍ସ ମଧ୍ୟ ଦେଇଛି । ଏହି…
ଇଲେକ୍ଟ୍ରିକ କାର୍ ଲଞ୍ଚ୍ କରିବ ଟାଟା ମୋଟର୍ସ
ଲଗାତାର ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ଯାନ ଉପରେ ଫୋକସ କରୁଛି । କମ୍ପାନିର ପୋର୍ଟଫୋଲିଓରେ ପୂର୍ବରୁ ୪ଟି ଇଲେକ୍ଟ୍ରିକ୍ କାର୍ ଥିବା ବେଳେ ଏବେ କମ୍ପାନି ଆଉ ଏକ ଇଲେକ୍ଟ୍ରିକ୍ କାର୍ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହାର ନାମ ରହିଛି କର୍ଭ । ଟାଟା ମୋଟର୍ସ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ…
ସିନେମା ଓ ସୋ’ ଦେଖୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ବିକଳ୍ପ ଆଣିଛି ଭୋଡାଫୋନ-ଆଇଡିଆ
କୌଣସି ଟେଲିକମ୍ ଅପରେଟରଙ୍କ ସବୁଠାରୁ ଶସ୍ତା ପ୍ଲାନ୍ ୧୦୦ ଟଙ୍କାରୁ କମ୍ ନାହିଁ। ଏଭଳି ସ୍ଥିତିରେ ଭୋଡାଫୋନ୍-ଆଇଡିଆ (ଭି) ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରକାରର ପ୍ଲାନ୍ ଦିଆଯାଉଛି, ଯେଉଁଥିରେ ଇଣ୍ଟରନେଟ୍ ଡାଟା ସହ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ ପ୍ରଦାନ କରାଯାଉଛି। ଭାରତରେ ସିନେମା ଓ ସୋ’…