Browsing Category

Technology

All technology related news will be uploaded in this

ସାମ୍ନାକୁ ଆସିଲା ମହିନ୍ଦ୍ରା ଥାର୍‌ ରକ୍ସ

ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏହାର ବହୁ ପ୍ରତୀକ୍ଷିତ ୫ ଡୋର୍‌ ବିଶିଷ୍ଟ ଥାର୍‌ର ଭିଡିଓ ସାମ୍ନାକୁ ଆଣିଛି। ଏଥିସହିତ ଏହାର ନାମ ମଧ୍ୟ ଥାର୍‌ ରକ୍ସ ଦିଆଯାଇଛି। କମ୍ପାନି ଆସନ୍ତା ଅଗଷ୍ଟ ୧୫ ତାରିଖରେ ଉକ୍ତ ଏସୟୁଭିର ବଜାର ପ୍ରବେଶ କରାଇବ। ଉଲ୍ଲେଖଯୋଗ୍ୟ, ଠିକ୍‌ ୪ ବର୍ଷ ପୂର୍ବେ ଅଗଷ୍ଟ…

ରାଜ୍ୟରେ ବଢ଼ିଲେ ୧.୫୪ ଲକ୍ଷ ମୋବାଇଲ ଗ୍ରାହକ

ଓଡ଼ିଶାରେ ମୋବାଇଲ ଫୋନ ନେଟୱର୍କରେ ୧ ଲକ୍ଷ ୫୪ ହଜାର ୧୪୧ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି। ଏଥିଯୋଗୁ ରାଜ୍ୟରେ ମୋଟ ‌ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୩୮ ଲକ୍ଷ ୭୪ ହଜାର ୬୧୬ରେ ପହଞ୍ଚିଛି। ଏପ୍ରିଲ ମାସରେ ଏମାନଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୨୦ ହଜାର ୪୭୫ ରହିଥିଲା।…

ଜିଓ ଆଣିଲା ଖୁସି ଖବର

ଜୁଲାଇ ମାସର ଆରମ୍ଭରେ ରିଚାର୍ଜ ପ୍ଲାନଗୁଡିକ ବୃଦ୍ଧି କରିବା ପରେ, ବର୍ତ୍ତମାନ ଜିଓ ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ପ୍ଲାନ ଯୋଗାଇବା ପାଇଁ ଯୋଜନା କରୁଛି । ବର୍ତ୍ତମାନ ଜିଓ ଏହାର ୪୮ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଉପହାର ଆଣିଛି । ଗ୍ରାହକଙ୍କ ଖୁସି ପାଇଁ ଜିଓ ଏକ ଶସ୍ତା…

ବଜାରରେ ରୟାଲ ଏନ୍‌ଫିଲ୍ଡର ଗରିଲା ୪୫୦

ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ତଥା ଗ୍ଲୋବାଲ ମୋଟର ସାଇକେଲ ବ୍ରାଣ୍ଡ୍‌ ‘ରୟାଲ ଏନ୍‌ଫିଲ୍ଡ’ର ବହୁ ପ୍ରତୀକ୍ଷିତ ଏବଂ ପ୍ରିମିୟମ ମଡର୍ନ ରୋଡ୍‌ଷ୍ଟର ‘ରୟାଲ ଏନ୍‌ଫିଲ୍ଡ ଗରିଲା୪୫୦’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏକ ଉନ୍ନତ ଚାଳନା ଅନୁଭୂତି ଦେବା ପାଇଁ ଠିକ୍‌ ଭାବେ…

ଆସିଲା ଓପୋର ନୂଆ ରେନୋ ୧୨ ସିରିଜ

ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂଆ ‘ରେନୋ୧୨ ୫ଜି ସିରିଜ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ବଜାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ଫୋନ୍‌ଗୁଡ଼ିକର ଉପଲବ୍ଧତାକୁ ତ୍ୱରାନ୍ବିତ କରିବା ପାଇଁ ବ୍ରାଣ୍ଡ୍‌ର ଏହା ପ୍ରଥମ…

ଏୟାରଟେଲ ଗ୍ରାହକଙ୍କୁ ମହଙ୍ଗା ମାଡ଼ !

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ ପୁଣି ଥରେ ଏହାର କୋଟି ଉପଭୋକ୍ତାଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଜୁଲାଇ ୩ ରେ ଏହାର ରିଚାର୍ଜ ଯୋଜନାର ମୂଲ୍ୟ ବୃଦ୍ଧି କରିଥିଲା।ଜୁଲାଇ ୩ ରୁ ଏୟାରଟେଲ ଏହାର ଯୋଜନାକୁ ପ୍ରାୟ ୨୧ ପ୍ରତିଶତ ମହଙ୍ଗା କରିଛି। ବର୍ତ୍ତମାନ ଏୟାରଟେଲ…

ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ

ଡିଜିଟାଲ ଯୁଗରେ ରୋଜଗାରର ପନ୍ଥା ଦେଖାଉଛି ୟୁଟ୍ୟୁବ । ଯେଉଁଥିରେ କୌଣସି ଶିକ୍ଷାଗତ ଯୋଗ୍ୟତା ଦରକାର ପଡେନି । ନିଜ ନିଜର ଦକ୍ଷତା ବଳରେ ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ୟୁଟ୍ୟୁବର୍ସ । ରିପୋର୍ଟ କହୁଛି ପ୍ରାୟ ୨ ବିଲିୟନରୁ ଅଧିକ ଉପଭୋକ୍ତା ୟୁଟ୍ୟୁବ…

ଭାରତରେ ଲଞ୍ଚ ହେଲା‘ଆଇକ୍ୟୁଓଓ ଜେଡ୯ ଲାଇଟ୍’

ଭାରତରେ ସବୁଠାରୁ ଶସ୍ତା ୫ଟି ଫୋନ୍ ‘ଆଇକ୍ୟୁଓଓ ଜେଡ୯ ଲାଇଟ୍’ ଲଞ୍ଚ କରିଛି । ଏହାର ଦାମ୍ ବହୁତ କମ୍ ରହିଥିବା ବେଳେ ଏଥିରେ ଅନେକ ଦମଦାର ଫିଚର୍ସ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୦,୪୯୯ ଟଙ୍କା ରଖାଯାଇଥିବା ବେଳେ ଏଥିରେ ୫୦୦୦mAh ବ୍ୟାଟେରୀ, ୧ ଟିବି ପର୍ଯ୍ୟନ୍ତ ମାଇକ୍ରୋଏସଡି କାର୍ଡ…

ବିଏସଏନଏଲ ସହ ଚୁକ୍ତି କରିବା ଟାଟା

ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଜିଓର ରିଚାର୍ଜ ପ୍ଲାନ ମୂଲ୍ୟ ବୃଦ୍ଧି ପରେ ଲୋକମାନେ ବିଏସଏନଏଲ ଆଡକୁ ମୁହାଁଇବା ଆରମ୍ଭ କରିଛନ୍ତି | କେବଳ ଏତିକି ନୁହେଁ, ଏୟାରଟେଲ ଏବଂ ଜିଓ ବ୍ୟବହାରକାରୀମାନେ ଅଧିକରୁ ଅଧିକ ମୋବାଇଲ୍ ନମ୍ବରକୁ ବିଏସଏନଲକୁ ପୋର୍ଟ କରୁଛନ୍ତି | ଏହା ବ୍ୟତୀତ ସୋସିଆଲ…

ପେଟିଏମକୁ ବଡ଼ ଝଟକା

ପେଟିଏମକୁ ବଡ଼ ଝଟକା ଲାଗିଛି । ବର୍ତ୍ତମାନ ଏହି କମ୍ପାନୀରେ ଟଙ୍କା ନିବେଶ କରୁଥିବା ଜାପାନର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସଫ୍ଟବ୍ୟାଙ୍କ ନିଜକୁ ଏଥିରୁ ଦୁରେଇ ଦେଇଛି । ସଫ୍ଟବ୍ୟାଙ୍କ ପେଟିଏମର ପ୍ୟାରେଣ୍ଟ କମ୍ପାନୀ ୱାନ୯୭ କମ୍ୟୁନିକେସନରେ ନିଜର ସଂପୂର୍ଣ୍ଣ ପାର୍ଟନରସିପ ବିକ୍ରି କରିଛି । ସୂତ୍ର…