Browsing Category

Technology

All technology related news will be uploaded in this

୧୦ଟି ନୂଆ ୱାଶିଂ ମେଶିନ୍ ଭାରତରେ ଲଞ୍ଚ କଲା ସାମସଙ୍ଗ

ସାମସଙ୍ଗ ଭାରତୀୟ ବଜାରରେ ତା’ର ନୂଆ ୱାଶିଂ ମେଶିନ୍ ରେଞ୍ଜକୁ ଲଞ୍ଚ କରିଛି । ସାମସଙ୍ଗ ୧୦ଟି ନୂଆ ୱାଶିଂ ମେଶିନ୍ ଲଞ୍ଚ କରିଥିବା ବେଳେ ସେଥିରେ ଏଆଇର ସପୋର୍ଟ ରହିଛି । କମ୍ପାନୀ ବେସପୋକ ଏଆଇ ସହିତ ଏଗୁଡ଼ିକୁ ଲଞ୍ଚ କରିଛି, ଯାହାର କ୍ଷମତା ୧୨ କେଜି ରହିଛି ।ସବୁଠାରୁ ବଡ଼ କଥା ହେଉଛି, ଏହି…

ବଢିଲା ୟୁଟ୍ୟୁବର ପ୍ରିମିୟମ ପ୍ଲାନର ମୂଲ୍ୟ

ଭାରତର ୟୁଟ୍ୟୁବ ୟୁଜର୍ସଙ୍କୁ ସମସ୍ୟାରେ ପକାଇଛି। ଏଥିରେ ଭାରତର ୟୁଟ୍ୟୁବ ୟୁଜର୍ସଙ୍କୁ ୟୁଟ୍ୟୁବର ପ୍ରିମିୟମ ପ୍ଲାନର ଫାଇଦା ଉଠାଇବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।୨୦୧୯ ପରେ ଏପରି ପ୍ରଥମଥର ହୋଇଛି ଯେ, ୟୁଟ୍ୟୁବ ପ୍ରିମିୟମର ସବସ୍କ୍ରିପସନ ପ୍ଲାନର ମୂଲ୍ୟ ପ୍ରଥମଥର ବଢାଯାଇଛି।…

ଭାରତରେ ଲଞ୍ଚ ହେଲା ଭିଭୋ ଟି୩

ଭିଭୋ ଟି୩ ପ୍ରୋକୁ ଭାରତରେ ଲଞ୍ଚ କରାଯାଇଛି। ଏହି ଫୋନର ଚର୍ଚ୍ଚା ଗତ କିଛି ଦିନରୁ ଚାଲିଆସୁଛି, ଯାହାକୁ ବର୍ତ୍ତମାନ ଲଞ୍ଚ କରାଯାଇଛି। ଏହି ଫୋନର ମୂଲ୍ୟ ୨୪ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇଛି। ଆସନ୍ତୁ ଏହି ଫୋନ ବିଶେଷ ସ୍ପେସିଫିକେସନ୍ସ, ଭ୍ୟାରିଆଣ୍ଟସ, ପ୍ରାଇସ ଏବଂ ଅଫର୍ସ ବିଷୟରେ…

ଆରମ୍ଭ ହେବ ୬ଜି ସେବା

ଦେଶରେ ୫ଜି ପରେ ୬ଜି ସେବା ପାଇଁ କେନ୍ଦ୍ର ଟେଲିକମ୍‌ ମନ୍ତ୍ରଣାଳୟ ପ୍ରସ୍ତୁତ ହେଉଛି। ଶନିବାର ଏଭଳି ଏକ ଖବର ସାମ୍‌ନାକୁ ଆସିଛି। ଭାରତୀୟ ଟେଲିକମ୍‌ କମ୍ପାନୀଗୁଡ଼ିକ ସମସ୍ତ ୬ଜି ପେଟେଣ୍ଟରେ ୧୦ ପ୍ରତିଶତ ଅଂଶଧନ ହାସଲ କରିବାକୁ ଏବଂ ଆଗାମୀ ୩ ବର୍ଷ ମଧ୍ୟରେ ବିଶ୍ୱ ମାନଦଣ୍ଡରେ ଷଷ୍ଠାଂଶ…

ପୋକୋ ଲଞ୍ଚ କଲା ନିଜର ପ୍ରଥମ ଟାବଲେଟ୍

ଭାରତୀୟ ବଜାରକୁ ପୋକେ ନିଜର ପ୍ରଥମ ଟାବଲେଟ୍ ନେଇ ଆସିଛି । ସାଓମୀର ଏହି ସବ-ବ୍ରାଣ୍ଡ ଏକ ଦମଦାର ଟାବଲେଟରେ ୧୦୦୦୦ଏମଏଏଚର ଶାନଦାର ବ୍ୟାଟେରୀ ସୁବିଧା ରହିଛି । କମ୍ପାନୀ ପକ୍ଷରୁ ଟାବଲେଟର ଡିଜାଇନ ଓ ଡିସପ୍ଲେର ସ୍ପେସିଫିକେସନ୍ସ ମଧ୍ୟ ଶେୟାର କରାଯାଇଛି । ଏହି ଡିଭାଇସ୍ କେବଳ ୱାଇ-ଫାଇ…

ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ୍ ମିସାଇଲ ପୃଥ୍ବୀ-୨ର ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର ଠାରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପୃଥ୍ବୀ-୨’ର ଗୁରୁବାର ସଂଧ୍ୟାରେ ପରୀକ୍ଷଣ ହୋଇଥିବା ସୂଚନା ମିଳିଛି। ଆଇଟିଆର୍‌ର ୩ ନମ୍ବର ଲଞ୍ଚ୍‌ପ୍ୟାଡରୁ ସଂଧ୍ୟା ୭ଟା ୪୫ ମିନିଟ୍‌ ସମୟରେ ଏହି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା। ଏହାର…

ଚନ୍ଦ୍ରଯାନ ୪ ଓ ୫ ଅଭିଯାନ ଆରମ୍ଭ

ଦିଲ୍ଲୀର ନେସ୍‌ନାଲ୍‌ ମିଡିଆ ସେଣ୍ଟର୍‌ ଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଚନ୍ଦ୍ରଯାନ-୩ ଏକ ମାଇଲଖୁଣ୍ଟ ଥିଲା, ଏହାପରେ ଚନ୍ଦ୍ରଯାନ ୪ ଓ ୫ ଅଭିଯାନ ଆରମ୍ଭ କରାଯିବ ।୨୦୨୩ ଅଗଷ୍ଟ ୨୩ ତାରିଖରେ…

୨୦୩୦ ଶେଷ ସୁଦ୍ଧା ଦେଶରେ ଏସି ବଜାର ଦୁଇଗୁଣା ହେବ

ଏବେ ଦେଶର ଏସି ବଜାର ୧.୪ କୋଟି ଥିବାବେଳେ ୨୦୩୦ ମସିହା ବେଳକୁ ଏହା ୩ କୋଟିରେ ପହଞ୍ଚିବ ବୋଲି ବ୍ଲୁ ଷ୍ଟାର୍‌ର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ୍‌ ଆକଳନ କରିଛନ୍ତି। ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଅସହ୍ୟ ତାତି ଅନୁଭୂତ ହୋଇଥିଲା। ଏଥିସହିତ ଆଇପିଏଲ୍‌ ସାଙ୍ଗକୁ ସାଧାରଣ ନିର୍ବାଚନ…

ଭାରତରେ ଭିଭୋ ଟି୩ ପ୍ରୋ ୫ଜି ଲଞ୍ଚ କରିବ

 ଅଗଷ୍ଟ ୨୭ରେ ଭାରତରେ ଭିଭୋ ଟି୩ ପ୍ରୋ ୫ଜି ଲଞ୍ଚ କରିବ ।ଏନେଇ ଭିଭୋ ଇଣ୍ଡିଆ ୱେବସାଇଟରେ କମ୍ପାନୀ ପକ୍ଷରୁ ଏକ ମାଇକ୍ରୋସାଇଟ ପ୍ରସ୍ତୁତ କରାଯାଇ ସେଠାରେ ଏହି ହ୍ୟାଣ୍ଡସେଟର କିଛି ଫିଚର୍ସ ବିଷୟରେ କୁହାଯାଇଛି । କମ୍ପାନୀ ଏହାର ଡିଜାଇନ ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଛି । ଏଥିରେ…

ଧମାଲ କଲା ଜିଓ

ପୁଣି ଥରେ ରିଲାଏନ୍ସ ଜିଓ ଧମାଲ କରିଛି । ଏହା ମଧ୍ୟରେ ଜିଓ ୨୦୦ ଟଙ୍କାରୁ କମ୍ ଦାମ୍ ବିଶିଷ୍ଟ ଏକ ନୂଆ ପ୍ଲାନ୍ ଲଞ୍ଚ କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ଲାନକୁ ରିଚାର୍ଜ କଲେ ଗ୍ରାହକମାନେ କମ୍ ଦାବିରେ ୫ଜି ସୁବିଧା ଉଠାଇ ପାରିବେ । ୧୯୮ ଟଙ୍କିଆ ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ…