Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Odisha
All about all odisha state news updates
ପୁଣି ବର୍ଷାରେ ଭିଜିବ ଓଡିଶା
କମିବ ଶୀତ
ମେଟ୍ରୋ ଟିଭି ଓଡିଶା,୨୨/୧ : ବର୍ଷାରେ ପୁଣି ଭିଜିବ ଓଡିଶା । ପୁଣି ବର୍ଷା ପ୍ରଭାବରେ ଓଡିଶାକୁ ଭିଜାଇବ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ । ଏହାର ପ୍ରଭାବରେ ଶନିବାର ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖ ପର୍ଯ୍ୟନ୍ତ!-->!-->!-->!-->!-->…
ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର
ମଶାଣିରେ ପୋତିବା ସମୟରେ ଜୀବିତ ହେଲା ଶିଶୁ
ରଖିଲେ ହରି ମାରିବ କିଏ । ଏହି ଉକ୍ତି ଆଜି ସତ ହେଉଛି । କେବେ ଶୁଣଛନ୍ତି ମୃତ ବ୍ୟକ୍ତି କେବେ ଜୀବିତ ହେବା । କିନ୍ତୁ ହଁ ଏଠି ମୃତ ଶିଶୁପୁତ୍ର ଜଣଙ୍କ ଜୀବିତ ହୋଇ ଉଠିଛନ୍ତି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି ପାରିବା ବଳବନ୍ତ ।!-->!-->!-->…
ଓଡିଆ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
ମେଟ୍ରୋ ଟିଭି ଓଡିଶା,୨୦/୧ : ଓଡିଆ ଫିଲ୍ମ ଜଗତରେ ପୁଣି ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଓଡ଼ିଆ ସିନେମା କ୍ରାନ୍ତିଧାରା ଓ ଟେଲିଫିଲ୍ମ ପ୍ରାୟଶ୍ଚିତରେ ସେ ଉଚ୍ଚକୋଟୀର!-->!-->!-->…
ଆଜିଠୁ ଆରମ୍ଭ ହେଲା ଓଡିଶା ସିଭିଲ ସିର୍ଭିସ ୨୦୨୦ପରୀକ୍ଷା
ମେଟ୍ରୋ ଟିଭି ଓଡିଶା,୨୦/୧ : ଆଜିଠୁ ଆରମ୍ଭ ହୋଇଛି ସିଭିଲ ସିର୍ଭିସ ୨୦୨୦ ପରୀକ୍ଷା । ରାଜ୍ୟରେ ପ୍ରାୟ ୪ହଜାର ୭୫୪ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । କୋଭିଡ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା। ୨ଟି ସିଟିଂରେ ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି । ପ୍ରଥମ ସିଟିଂ!-->!-->!-->…
ଜୀବନ ଯୁଦ୍ଧରେ ହାରିଗଲେ ଧ୍ରୁବାନନ୍ଦ:ଭକ୍ତି ଭଜନରେ ଭକ୍ତଙ୍କୁ କରୁଥିଲେ ବିଭୋର
ମେଟ୍ରୋ ଟିଭି ଓଡିଶା,୧୯/୧: ଭକ୍ତିପୁତ ଭଜନ ଗାଇ ଶ୍ରୋତାଙ୍କୁ ବିଭୋର କରୁଥିବା ଧ୍ରୁବାନନ୍ଦ ଆଉ ନାହାନ୍ତି । ତାଙ୍କ ଭଜନରେ ଫୁଟି ଉଠୁଥିଲା ଜଗନ୍ନାଥଙ୍କ ପ୍ରୀତି ସେବା ଓ ସମର୍ପିତ ଭାବ । ଓଡିଶା ଜନମାନସରେ ଭଜନ ଗାଇ ନିଜକୁ ପ୍ରତିଷ୍ଟିତ କରିଥିବା ଧ୍ରୁବାନନ୍ଦ ସବୁଦିନ ପାଇଁ ଭବ ଭୂମିରୁ!-->…
ଆଉ ପାଖରେ ରହିବନି କୋକୋ
ମେଟ୍ରୋ ଟିଭି ଓଡିଶା,୧୯/୧: ମିଳିଥିବା କୋକୋର ନୂଆ ଠିକଣା ପାଲଟିଲା ନନ୍ଦନକାନନ । ବନବିଭାଗର କର୍ମଚାରୀ ମାନେ ଆସି ତାକୁ ନେଇ ଯାଇଛନ୍ତି । ସେ ଆଉ ନିଜ ମାଲିକଙ୍କ ସହ ରହିବ ନାହିଁ । କଟକ ମଧୁସୂଦନନଗରସ୍ଥିତ ନିଜ ମାଲିକ ସୁସ୍ମିତା ବେହେରାଙ୍କ ଶୁଆ ଥିଲା କୋକୋ । ଆଇନର କଥା କହି କୋକୋକୁ!-->…
ରାସ୍ତା ମଝିରେ ଜଳିଲା ଚଳନ୍ତା କାର୍
ମେଟ୍ରୋ ଟିଭି ଓଡିଶା,୧୯/୧: ରାସ୍ତା ମଝିରେ ଚଳନ୍ତା କାର୍ରେ ଲାଗିଲା ନିଆଁ । କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ମଧୁପାଟଣାରେ ଓଭର ବ୍ରିଜ୍ ଉପରେ ହୁତୁ ହୁତୁ ହୋଇ କାର୍ଟି ଜଳିଯାଇଥିଲା। କାର୍ ଭିତରେ ଦୁଇ ଜଣ ବସିଥିଲେ। ତେବେ କେହି ଆହତ ହୋଇ ନଥିବା ସୂଚନା ମିଳିଛି। ଖବର ପାଇ!-->!-->!-->…
ରାଜ୍ୟରେ କମିବ ଶୀତ
ମେଟ୍ରୋ ଟିଭି ଓଡିଶା,୧୯/୧: ରାଜ୍ୟରେ କମିବ ଶୀତ । ଏବେ ଦିନର ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଲାଣି । ଆଗାମୀ ଦିନରେ ୩ରୁ ୪ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ବାବନା ରହିଛି । ଏବେ ପାଗ ଶୁଖିଲା ରହିଛି ଓ ରାତିରେ ଶୀତର ତାପମାତ୍ରା ଅଧିକ ରହିଛି । ଅଧିକାଂଶ!-->!-->!-->…
ବଲାଙ୍ଗିରରେ ମାଓବାଦୀଙ୍କ ଧମକ ଭୋଟ ବର୍ଜବ କର
ମେଟ୍ରୋ ଟିଭି ଓଡିଶା,୧୮/୧: ଆଗକୁ ଅଛି ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥା । ଏହି ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲ ହେଲାଣି ଓ ନିର୍ବାଚନର ପ୍ରଚାର ପ୍ରସାର ଆରମ୍ଭ ହୋଇଗଲାଣି । ଗାଁ ଗାଁରେ ବୁଲିଲେଣି ପ୍ରାର୍ଥୀ । ଏହି ଭିତରେ ମାଓବାଦୀଙ୍କ ଧମକ ବଲାଙ୍ଗିର ଗ୍ରାମ ଜନସାଧାରଣଙ୍କୁ ଭୟର!-->…
ପରଲୋକରେ ଶାନ୍ତି ଦେବୀ
ମେଟ୍ରୋ ଟିଭି ଓଡିଶା,୧୭/୧: ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ ଘଟିଛି। ରବିବାର ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରବିବାର ତାଙ୍କୁ ସାମାନ୍ୟ ଜ୍ବର ହୋଇଥିବାବେଳେ ବିଳମ୍ବିତ ରାତିରେ ହଠାତ୍!-->!-->!-->…