Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Odisha
All about all odisha state news updates
ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା
କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଶାମୁକା ପଡିଆରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । କୋଣାର୍କ ଜମିଜମା ସମସ୍ୟା ଓ ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାର କୈାଣସି ପଦକ୍ଷେପ ନେଉନଥିବାରୁ ଅପରାଜିତା ସମାଲୋଚନା କରିଛନ୍ତି ।!-->…
୨୪ ଘଣ୍ଟାରେ ବାହାରିଲେ ୧୦୪୩ କରୋନା ପଜିଟିଭ ଚିହ୍ନଟ
ହଜାର ଡେଇଁଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୧୦୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୯ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୩୪ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
ଅରୁଣ, ଗାୟତ୍ରୀ, ସୁଜାତା ,କିଏ ବିଜେଡିର ଉତ୍ତରାଧିକାରୀ ନେତା ?
ଓଡ଼ିଶାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ 5 ଥର ଜିତି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଖୋଜା ଚାଲିଛି । ବିଶେଷ କରି ତିନୋଟି ନାମକୁ ନେଇ ବିଜେଡି ଦଳରେ ଯେତିକି ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ସେତିକି ଚର୍ଚା ହେଉଛି ।
ମୁଖ୍ୟମନ୍ତ୍ରୀ!-->!-->!-->!-->!-->!-->!-->…
ଆସନ୍ତାକାଲିଠୁ ମାଗଣା ବୁଷ୍ଟର ଡୋଜ୍
ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣକୁ ନେଇ ପାରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦!-->…
୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କୋଭିଡ୍ ପଜିଟିଭ
କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ରାଜ୍ୟରେ ଗତ 24 ଘଂଣା ମଧ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ଶହ ଟପିଛି।
https://twitter.com/IPR_Odisha/status/1547424133499465729
ଗୋଟେ ସପ୍ତାହ ମଧ୍ୟରେ ସଂକ୍ରମଣ ହାର ବଢ଼ି ବଢ଼ି ଚାଲିଛି । ୨୪ ଘଣ୍ଟା ମଧ୍ୟରା!-->!-->!-->!-->!-->!-->!-->!-->!-->…
ବିଜୟଶଙ୍କରଙ୍କ ଅଡୁଆ ବଢ଼ିଲା, କ୍ରାଇମବ୍ରାଞ୍ଚ କରିବ ତଦନ୍ତ
ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି । ବିଜୟଶଙ୍କରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏଣିକି ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍ । ଏନେଇ ଜଗତସିଂହପୁର ଏସପି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛି । ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ଆଣିଥିବା ଅଭିଯୋଗର!-->…
ମହିଳାଙ୍କୁ ଏସିଡ ମାଡ କଲେ ଦୃବୁର୍ତ୍ତ
କଟକ: ମହିଳାଙ୍କୁ ଏସିଡ ମାଡ କରି ଫେରାର ହୋଇଯାଇଛନ୍ତି ଦୃବୁର୍ତ୍ତ । ଆଠଗଡ-ତିଗିରିଆ ନୂଆପାଟଣାରେ ଜଣେ ମହିଳାଙ୍କୁ ସକାଳୁ ଏସିଡ ମାଡ଼ କରାଯାଇଛି । ଆଜି ଭୋର ୪ଟା ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ମହିଳା ଜଣଙ୍କ ଘରୁ ବାହାରକୁ ଆସିବା କ୍ଷଣି ହଠାତ୍ ତାଙ୍କୁ କେହି ଦୃବୁର୍ତ୍ତ ଏସିଡ!-->…
ରତ୍ନ ସିଂହାସନକୁ ଫେରିଲେ ମହାପ୍ରଭୁ
ପୁରୀ: ଶ୍ରୀବିଗ୍ରହମାନେ ରତ୍ନସିଂହାସନକୁ ଫେରିଛନ୍ତି । ଅଧିଷ୍ଠିତ ହେବା ପୂର୍ବରୁ ସିଂହାସନ ମାର୍ଜନା କରାଯାଇଥିଲା । ଚନ୍ଦନ, କର୍ପୂର, ଚୁଆ, କେଶର ଆଦି ସୁଗନ୍ଧିତ ଦ୍ରବ୍ୟରେ ରତ୍ନସିଂହାସନ ମାର୍ଜନା ହେବା ପରେ ଠାକୁରଙ୍କ ପହଣ୍ଡି ଆରମ୍ଭ ପୂର୍ବରୁ ରତ୍ନବେଦି ମାର୍ଜନା କରାଯିବାର!-->…
120 ମିଶନ ଫେଲ୍ ପରେ ଏକନାଥ ଅନୁସନ୍ଧାନରେ ବିଜେପି
ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଓଡ଼ିଶାରେ ପଦ୍ମ ଫୁଟିବ ଫୁଟିବ ବୋଲି ଫୁଟିପାରୁନି । ମୋଦିଙ୍କ ଲୋକପ୍ରିୟତାର ସଫଳ ଉପଯୋଗ ଓଡ଼ିଶା ମାଟିରେ ରାଜ୍ୟ ନେତାମାନେ କରିବାରେ ବିଫଳ ହୋଇଛନ୍ତି । 2019 ନିର୍ବାଚନ ପୂର୍ବରୁ 120 ମିଶନ ଫେଲ ମାରିବା ପରେ ଓଡ଼ିଶା ଶାସନକୁ ଅକ୍ତିଆର କରିବା!-->!-->!-->…
ଆଜି ରସଗୋଲା ଦିବସ: ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ
ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ଲକ୍ଷ୍ମୀ ଠାକୁରାଣୀ ରାଗିଛନ୍ତି । ମହାଲକ୍ଷ୍ମୀଙ୍କ ରାଗକୁ ପ୍ରଶମିତ କରିବା ପାଇଁ ଆଜି ରସଗୋଲା ଖୁଆଇବେ ମହାପ୍ରଭୁ । ଆଜି ରସଗୋଲା ଭୋଗ ଲାଗିହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟବିଜୟ ଦ୍ୱାର ନିକଟରେ!-->!-->!-->!-->!-->…