Browsing Category

Odisha

All about all odisha state news updates

ପ୍ରଶିକ୍ଷଣ ନେବା ପରେ ମିଳିବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି ପରିବହନ ବିଭାଗ। ଏଣିକି ପ୍ରଶିକ୍ଷଣ ନେବା ପରେ ମିଳିବ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) । ବହୁଦିନରୁ ଏନେଇ ଆଲୋଚନା ହେଉଥିଲା । ସଡ଼କ ସୁରକ୍ଷା ଓ ଫାଷ୍ଟ୍‌ଏଡ୍‌ ଆଦିରେ ସାମାନ୍ୟ

ଶାଶୁଘର ଚାବି ଫେରାଇଲେ ବର୍ଷା ପ୍ରିୟଦର୍ଶିନୀ

ଶାଶୁଘର ଚାବି ଫେରାଇଲେ ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ଆଜି ଚାବି ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ପରିବାର ଅଦାଲତରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ହୋଇଛି।ନଭେମ୍ୱର ୨ ତାରିଖ ସୁଦ୍ଧା ଚାବି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଚାବି ଅନୁଭବ କିମ୍ବା ତାଙ୍କ

ଟ୍ରାଙ୍କୁଲାଇଜ ହେଲା ଦନ୍ତା

ଭୁବନେଶ୍ବର: ଗତକାଲି ଦିନ ସାରା ପିପିଲିରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀକୁ ଏନକାଉଁଟର । ରାତିରେ ରାଜଧାନୀମୁହାଁ ହୋଇଥିଲା। ରାଜଧାନୀର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀଟି ବୁଲିବାକୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।  ରାତି ସାରା ହାତୀ ପିଛା ଧାଇଁ ଧାଇଁ ହାଲିଆ ହୋଇ ପଡ଼ିଥିବା ବନ ବିଭାଗ

୧୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆସି ପହଂଚିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ହେବ । ଓଡିଶା ଗସ୍ତ ବେଳେ ସେ ରାଜଭବନରେ ଅବସ୍ଥାନ କରିବେ । ପରେ

ଆସନ୍ତାକାଲି ଧାମନଗର ଉପନିର୍ବାଚନ ଭୋଟ୍ ଗ୍ରହଣ, ସୁରକ୍ଷା ବ୍ୟବସ୍ଥା କଡାକଡି

ଧାମନଗର ଆସନ୍ତାକାଲି ହେବ ଧାମନଗର ଉପନିର୍ବାଚନ ଭୋଟ୍ ଗ୍ରହଣ । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଇଭିଏମ୍, ଭିଭିପାଟ୍ ସହ ଅନ୍ୟ ସାମଗ୍ରୀ ନେଇ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି। ଗତକାଲି ୨୧୮ଟି ବୁଥକୁ ପୁଲିଂ ପାର୍ଟି ଚାଲି ଯାଇଥିବା ବେଳେ ଆଜି ୩୪ଟି ବୁଥକୁ ପୁଲିଂ ପାର୍ଟି

ପଞ୍ଚୁକରେ ଦର୍ଶନ ବ୍ୟବସ୍ଥା,୫ ଦିନରେ ୫ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଦୁଇଦିନ ପରେ ପଞ୍ଚୁକ। ଏଥିପାଇଁ ପୁରୀରେ ମାସେ ଧରି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ପଞ୍ଚୁକକୁ ଅପେକ୍ଷା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ହବିଷ୍ୟାନ୍ନ ସେବନ କରୁଛନ୍ତି। ଦୈନିକ ଚଉରା ମୂଳେ ରାଈଦାମୋଦର ପୂଜା କରୁଛନ୍ତି । ତେବେ ପଞ୍ଚୁକ ୫ ଦିନ କାର୍ତ୍ତିକ

ଆଜି ପବିତ୍ର ଅଁଳା ନବମୀ,ଧାଡ଼ି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବଳ ଭିଡ ହୋଇଛି। ଦୁଇବର୍ଷ ହେଲେ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରିପାରିନଥିଲେ । ଆଜି ମନ୍ଦିରରେ ମା’ ରାଧାରାଣୀଙ୍କ ପାଦ ଦର୍ଶନ କରିବା ପାଇଁ ପୁରୀ ଜିଲ୍ଲାର କେବଳ ନୁହଁନ୍ତି ବାହାର ରାଜ୍ୟରୁ ମଧ୍ୟ

ସାକ୍ଷୀଗୋପାଳ ମନ୍ଦିରରେ ୩ ଥାକିଆ ବ୍ୟାରିକେଡ୍‌ ନିର୍ମାଣ

ପବିତ୍ର ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନ କରୁଛନ୍ତି ଭକ୍ତ । ପ୍ରଶାସନ ପକ୍ଷରୁ ମନ୍ଦିର ଚର୍ତୁପାଶ୍ୱର୍ ସଫା କରାଯିବା ସହିତ ସିଂହଦ୍ୱାର ମୁଖଶାଳା ଆଦିକୁ ରଙ୍ଗ କରାଯାଇଛି । ଶ୍ୟାମ କୁଣ୍ଡ, ରାଧା କୁଣ୍ଡ ପରି ତୀର୍ଥ

ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ତେବେ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପରେ ଆଜି ପ୍ରକୃତି ପ୍ରେମୀ ପର୍ଯ୍ୟଟକ ଶିମିଳିପାଳ ଯାଇପାରିବେ। ପର୍ଯ୍ୟଟକମାନେ ଆଜି ସକାଳ

ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

ଗୁଜୁରାଟ ଟ୍ରାଜେଡି ପରେ ଚେତିଛି ଓଡିଶା ପ୍ରଶାସନ । ଧବଳେଶ୍ୱର ଝୁଲା ପୋଲରେ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି । ଆଜି ଏହି ଝୁଲା ପୋଲର ସୁରକ୍ଷା ଯାଞ୍ଚ କରିବ ଟେକନିକାଲ ଟିମ । ଏହା ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି ।ଆଗକୁ ବଡଓଷା