Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Browsing Category
Odisha
All about all odisha state news updates
ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍
ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍। ଇଡକୋ ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି। ଭୁବନେଶ୍ଵର ସମେତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡ଼ାରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଛି।
ସୂଚନାନୁଯାୟୀ,!-->!-->!-->…
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଇଥିଲା। ଜୟନ୍ତୀ ପଟ୍ଟନାୟକ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା,!-->…
ନିବେଶକଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟକୁ ନିବେଶ ଟାଣିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେଉଛି ରାଜ୍ୟର ସର୍ବବୃହତ୍ ଶିଳ୍ପ ମହାକୁମ୍ଭ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ’ । ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ ନିବେଶକଙ୍କୁ ଆମନ୍ତ୍ରଣ ଲାଗି ମଙ୍ଗଳବାର!-->…
ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଲା ଇକୋନେମିକ୍ସ ଟାଇମସ୍ ଆୱାର୍ଡ
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଆଉ ଏକ ପୁରସ୍କାର ହାତେଇଛି । ଜାତୀୟସ୍ତରରେ ପୁଣି ଥରେ ପ୍ରଶଂସିତ ହୋଇଛି। ୨୦୨୨ରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ଇକୋନେମିକ୍ସ ଟାଇମସ୍ ଆୱାର୍ଡ ପାଇଛି ।ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ,!-->…
ମୋ ବସ୍ ସମ୍ପ୍ରସାରଣ ହେବ
କଟକରୁ ମଞ୍ଚେଶ୍ୱର-ଧବଳେଶ୍ୱର ରୁଟ୍ରେ ଯାଉଥିବା ବସ୍ ଏଣିକି ଘଣ୍ଟିଖାଲ ଷ୍ଟେସନ ଯାଏ ଯିବ । ମଞ୍ଚେଶ୍ୱରରୁ ନାରଙ୍ଗବସ୍ତ, କଖଡ଼ି ହୋଇ ଘଣ୍ଟିଖାଲ ଷ୍ଟେସନକୁ ବସ୍ ଯିବ ଓ ପୁଣି ଓ ଏହି ରୁଟ୍ରେ ଫେରିଯିବ । ପୁଣି କଟକରୁ ଆଗ୍ରାହାଟ ଯାଉଥବା ବସ୍ ଶଙ୍କରପୁର ଦେଇ ମଙ୍ଗରାଜପୁର ରାଜବାଟି ଓ!-->…
କଟକ ବଡ଼ ମେଡିକାଲରୁ ଶିଶୁ କନ୍ୟାକୁ ଚୋରି କରିଥିବା ଦମ୍ପତି ଗିରଫ
କଟକ ବଡ଼ ମେଡିକାଲରୁ ପିଲା ଚୋରି ଘଟଣାରେ ଶିଶୁ କନ୍ୟାକୁ ଚୋରି କରିଥିବା ଦମ୍ପତି ଗିରଫ । ତେବେ ପିଲା ଚୋରି ଘଟଣାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ନିକଲି ଡିସ୍ଚାର୍ଜ ସାର୍ଟିଫିକେଟ୍ ଓ ନକଲି ଗେଟ୍ ପାସ୍ ବ୍ୟବହାର କରି ଶିଶୁ କନ୍ୟାକୁ ଚୋରି କରାଯାଇଥିଲା । କଟକ ସଦର ଥାନା!-->…
ବିଶ୍ୱ ପର୍ଯ୍ୟଟନ ଦିବସ
ରାଜ୍ୟ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ପୁରୀ । ପୁରୀ ସମୁଦ୍ର ବେଳାଭୂମି, କୋଣାର୍କର କୀର୍ତ୍ତି ସବୁବେଳେ ପର୍ଯ୍ୟଟକକୁ ପୁରୀ ଟାଣି ଆଣିଥାଏ । ଓଡ଼ିଶା ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପୁରୀ । ରାଜ୍ୟକୁ ଆସୁଥିବା ଅଧା ବିଦେଶୀ ପର୍ଯ୍ୟଟକ ପୁରୀରେ ଭିଡ଼ ଜମାଉଥିବା ବେଳେ!-->…
ଆଜିଠୁ ୩ଦିନିଆ ରିମାଣ୍ଡରେ ଗୟାର ଔଷଧ ବେପାରୀ
ନକଲି ମେଡିସିନ୍ କାରବାର ଅଭିଯୋଗରେ ଗୟାରୁ ଗିରଫ ହୋଇଥିବା ଶାସ୍ତ୍ରୀନଗର ଜେଲ୍ ପ୍ରେସ୍ କଲୋନୀ ଅଞ୍ଚଳର ଆଲୋକ ମିଶ୍ରା ଓ ରାଞ୍ଚି ଚୁଟିଆ ଅଞ୍ଚଳର ହରିଶ କୁମାରକୁ ପୁଲିସ୍ ଆଜି କଟକ ସଦର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଇଛି । ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଅଧିକ ଜେରା କରି ଆବଶ୍ୟକ!-->…
ବନ୍ଦ ହେଲା ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ
ରାୟଗଡ଼ା: ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ବାଟକୁ ବନ୍ଦ କରିଦେଇଛି ପ୍ରଶାସନ । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ବାଟ ବନ୍ଦ କରିଥିବା ବେଳେ ଏହାକୁ ସ୍ଥାନୀୟ ବାସିନ୍ଦା କିନ୍ତୁ ବିରୋଧ କରିବା ଆରମ୍ଭ କରିଛନ୍ତି ।!-->…
ସଭାପତି ପଦ ବଜାୟ ରଖିଲେ ଅସିତ
ଲଗାତାର ଦ୍ବିତୀୟ ଥର ପାଇଁ ଭୁବନେଶ୍ବର କ୍ଲବ୍ ସଭାପତି ପଦ ଅକ୍ତିଆର କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ। ଗତକାଲି ହୋଇଥିବା କ୍ଲବ୍ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଶ୍ରୀ ତ୍ରିପାଠୀ ତାଙ୍କର ନିକଟତମ!-->…