Browsing Category

Odisha

All about all odisha state news updates

ବିବାହ ପ୍ରମାଣପତ୍ର ଦେଇ ପାରିବେନି ନୋଟାରି

ବିବାହ ପ୍ରମାଣପତ୍ର ନୋଟାରି ପବ୍ଲିକ୍ ଜାରି କରିବ‌ା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ବିବାହ ସଂପର୍କିତ ପ୍ରମାଣପତ୍ର ଜାରି ନ କରିବାକୁ ଆଇନ ବିଭାଗ ନୋଟାରିମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏଥିସହିତ ଏହି ପ୍ରସଂଗରେ ସୁପ୍ରିମକୋର୍ଟ, ଓଡ଼ିଶା ହାଇକୋର୍ଟ ଓ ଅନ୍ୟ…

ଜୟନାରାୟଣଙ୍କ ମାନସିକ ସ୍ଥିତି ଠିକ ନାହିଁ

ଭୁବନେଶ୍ବର: ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି  ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । କୋଲକାତାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସକ୍‌ ଟ୍ରିଟମେଣ୍ଟକୁ ଡରି ଲୁଚିକି ପଳାଇ ଆସିଛନ୍ତି । ଚିକିତ୍ସା ସମ୍ପୂର୍ଣ୍ଣ ହୋଇନି, ତେଣୁ ପ୍ରତିଦିନ କିଛି ନା କିଛି ବାଉଳି…

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ପ୍ରତି ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି । ଏହି ନାରାରେ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ କେନ୍ଦୁଝର ଜିଲ୍ଲାରେ ୧୪୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର…

ତାରା ହରାଇଲେ ସାଢ଼େ ୪ଲକ୍ଷ ଟଙ୍କା

ଜୟପୁର: ସାଇବର ଅପରାଧି ବିଧାୟକ ତାରା ବାହିନୀପତିଙ୍କଠାରୁ ଠକି ନେଇଛନ୍ତି ୪ଲକ୍ଷ ଟଙ୍କା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିଜେ ସାଇବର ଅପରାଧିଙ୍କ ଶିକାର ହୋଇ ଟଙ୍କା ହରାଇଛନ୍ତି ବୋଲି କରିଛନ୍ତି। ମୁଣ୍ଡରେ ହାତ ବାଡେଇ ହେବା ସହ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରି ସାଇବର…

ବସ୍‌ କର୍ମଚାରୀ ମାନଙ୍କ ସହ 5T ସଚିବଙ୍କ ଆଲୋଚନା

ଭୁବନେଶ୍ୱର: ଅକ୍ଟୋବର ୧୨ ରୁ ଦକ୍ଷିଣାଞ୍ଚଳର ୬ଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ । ଏହି ଅବସରରେ ଲକ୍ଷ୍ମୀ ଯୋଜନାର ବସ୍ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି ଫାଇଭ-ଟି ସଚିବ । ୩-ଏସ୍ ସୁରକ୍ଷା, ସୁବିଧା ଓ ସମ୍ମାନ ଉପରେ 5T ସଚିବ…

୧୯୬୨କୁ କଲ୍‌ କରନ୍ତୁ, ଅସୁସ୍ଥ ପ୍ରାଣୀଙ୍କୁ ଚିକିତ୍ସା କରନ୍ତୁ

ଭୁବନେଶ୍ବର: ଟୋଲ୍‌ ଫ୍ରି ନମ୍ବର ୧୯୬୨କୁ କଲ କରନ୍ତୁ, ଅସୁସ୍ଥ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନରେ ସହାୟକ ହୁଅନ୍ତୁ। ରାଜ୍ୟର ୧୧ଟି ସହରାଞ୍ଚଳରେ ପ୍ରାଣୀ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମୋବାଇଲ୍‌ ପ୍ରାଣୀ ଚିକିତ୍ସା ୟୁନିଟ୍‌ ମାଧ୍ୟମରେ ଏହି ସେବା ଯୋଗାଇ…