Trending
- ଚଳିତ ବର୍ଷ ହେବନି ପାୱାରକଟ୍ – ମନ୍ତ୍ରୀ ସୁରେଶ ପୂଜାରୀ
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ କଲେ ୧୧୦ ବର କନ୍ୟା
- IAS ସ୍ତରରେ ଅଦଳବଦଳ,ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ମିଳିଲା ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ
- ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ରେ ସ୍ୱାକ୍ଷର କଲେ ଲୋକସଭା ଓ ରାଜ୍ୟସଭା ସାଂସଦ
- ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଟିଂ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶ୍ବାସ ଆଜି ସଂକଟରେ-ରାଜ୍ୟ ମହିଳା ଆୟୋଗ
- ନିୟମିତ ହେଲା ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ରେଳସେବା
- ବଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି
- ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
Browsing Category
Odisha
All about all odisha state news updates
ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ବର୍ଷା
ଭୁବନେଶ୍ବର : ଆଜି ସାରା ରାଜ୍ୟକୁ ମୌସୁମୀ ଛୁଇଁଛି। ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବମୋଟ୍ ୨୧.୩ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯%…
ଆମେରିକାରେ ଯିବ ଅଲୋଡ଼ା ଶିଶୁକନ୍ୟା ଲିଲିୟାନା
କଟକ: ୪ ବର୍ଷ ତଳେ ବୁଦାମୂଳେ ପଡ଼ିଥିବା ଅଲୋଡ଼ା ପଡିଥିବା ଶିଶୁଟି ଏବେ ଯିବ ଆମେରିକା । ଲିଲିୟାନାକୁ ନନ୍ଦନକାନନ ନିକଟ ଏକ ବୁଦାମୂଳେ ତା ଜନ୍ମକଲା ମାଆ ଫୋପାଡ଼ି ଦେଇ ଚାଲିଯାଇଥିଲା । କୁନି ଝିଅକୁ କାମୁଡି ରକ୍ତାକ୍ତ କରି ଦେଇଥିଲେ ବୁଲା କୁକୁର। ହେଲେ ସେଦିନ ମୃତ୍ୟୁକୁ ଜିତିଥିବା କୁନି…
ଆଜି ହେରା ପଞ୍ଚମୀ: ମହାଲକ୍ଷ୍ମୀ ଯିବେ ଗୁଣ୍ଡିଚା ମନ୍ଦିର
ପୁରୀ: ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ତେଣୁ ମହାଲକ୍ଷ୍ମୀ ପ୍ରଭୁଙ୍କ ଦର୍ଶନ ଅଭିଳାଷରେ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତେବେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ…
ଯୁଗଳ କିଶୋର ଷଡଙ୍ଗୀଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ପୁରସ୍କାର
ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ପୁରସ୍କାର ଘୋଷଣା । ଓଡ଼ିଶାର ଯୁଗଳ କିଶୋର ଷଡଙ୍ଗୀ ପାଇବେ ଚଳିତ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ପୁରସ୍କାର । ଗଳ୍ପ ପୁସ୍ତକ ‘ଜେଜେଙ୍କ ଗପ ଗଣ୍ଠିଲି’ ପାଇଁ ସେ ସମ୍ମାନିତ ହେବେ । ଯୁଗଳ ଟିଟିଲାଗଡ଼ର ସିନ୍ଦେକେଲାର ବାସିନ୍ଦା…
ଲିଙ୍ଗରାଜ ମନ୍ଦିରର ବଦଳିବ ରୂପରେଖ :ଜୁନ୍ ୨୮ରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରର ବଦଳିବ ରୂପରେଖ । ଆସନ୍ତା ଜୁନ୍ ୨୬ରୁ ଆରମ୍ଭ ହେବ କାମ । ଏହାପୂର୍ବରୁ ପ୍ରଭୁ ଲିଙ୍ଗରାଜ ମନ୍ଦିର ଯାଇ ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଯଜ୍ଞ ହେବାକୁ ଥିବା ସ୍ଥାନକୁ ଯାଇ…
ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର’ : ବିଜେଡି
ଭୁବନେଶ୍ୱର : ରାଜ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡକୁ ନେଇ ବିଜେପିକୁ କଡା ଜବାବ ଦେଇଛି ବିଜେଡି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ର ବୟାନ ଆଶ୍ଚର୍ଯ୍ୟକର ବୋଲି…
ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ
ନବରଙ୍ଗପୁର: ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଙ୍କ ସଂପତ୍ତି ଦେଖି ଭିଜିଲାନସ ଟେରା ହୋଇଯାଇଛି । ତାଙ୍କର ଭୁବନେଶ୍ବର ଘରୁ ବିଡା ବିଡା ଟଙ୍କା ଜବତ କରିଛି ଭିଜିଲାନସ । ଭିଜିଲାନସ ଆଖିରୁ ଖସିଯିବା ପାଇଁ ପରିବାର ଲୋକେ ପଡୋଶୀଙ୍କ ଛାତକୁ ଟଙ୍କା ବିଡା ପକାଇଥିଲେ…
ନବରଙ୍ଗପୁର ଗସ୍ତରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ
ନବରଙ୍ଗପୁର:ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ । ବିଭାଗୀୟ ଅଧିକାରୀଙ୍କ ଠାରୁ ସନ୍ତୋଷ ଜନକ ଉତର ନପାଇ ବିଗିଡିଲେ କେନ୍ଦ୍ରମନ୍ତ୍ରୀ । ଗତକାଲି ସନ୍ଧ୍ୟାରେ ସର୍ଟିକ ହାଉସରେ ପହଞ୍ଚିବା ପରେ ସମୀକ୍ଷା ବୈଠକ କରିଥିଲେ ।ଆରଡି,…
ବାଲେଶ୍ବର ସାଧାରଣ ଲୋକଙ୍କ ସହଯୋଗ କାମନା କଲେ 5T ସଚିବ ଭିକେ ପାଣ୍ଡିଆନ
ବାଲେଶ୍ୱର: ବାଲେଶ୍ବର ଟାଉନ ସହଦେବଖୁଣ୍ଟାର ଉତ୍କଳ ବାଳାଶ୍ରମରେ ସାଧାରଣ ଲୋକଙ୍କ ସହ କଥା ହେଲେ 5T ସଚିବ । ଚାଷୀ ଓ ଜଳସେଚନ ପାଇଁ ଥିବା ଦାବି ଶୀଘ୍ର ପୂରଣ ହେବ । ଧର୍ମାନୁଷ୍ଠାନର ଉନ୍ନତି ଓ କମ୍ୟୁନିଟି ସେଣ୍ଟର ପାଇଁ ଦାବି ସପ୍ତାହକରେ ପୂରଣ ହେବ । ୩୦ ତାରିଖ ସୁଦ୍ଧା…
ଏକତରଫା ପ୍ରେମରୁ ନାରକୀୟ କାଣ୍ଡ
ଭୁବନେଶ୍ୱର: ସୈତାନ ସିକ୍ୟୁରିଟି ଗାର୍ଡର ନାରକୀୟ କାଣ୍ଡ । ଏକତରଫା ପ୍ରେମରୁ ଯୁବତୀଙ୍କୁ ଭୁଷିଲା ଛୁରି । ନିଜ ଅଫିସର କର୍ମଚାରୀଙ୍କୁ ଭୁଷିଲା ଛୁରି । କଟକ ବଡ଼ ମେଡିକାଲରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀଙ୍କ ନାଁ ବିଜୟିନୀ ସାହୁ, ଘର ଜଗତସିଂହପୁର । ମଞ୍ଚେଶ୍ୱର ଥାନା ଜିଜିପି…