Browsing Category

Odisha

All about all odisha state news updates

ଲିଙ୍ଗରାଜଙ୍କ ନୀତି ବିଭ୍ରାଟ

ଭୁବନେଶ୍ବର: ଦୁଇଦିନ ପରେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ନୀତି ସ୍ବାଭାବିକ ହୋଇ ପାରିଲା ନାହିଁ। ବୁଧବାର ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି। ନୀତିକାନ୍ତି ଠିକ୍‌ କରିବା ପାଇଁ ଦେବୋତ୍ତର କମିସନରଙ୍କ ପ୍ରୟାସ ମଧ୍ୟ ସଫଳ ହୋଇନାହିଁ। କମିସନରଙ୍କ ସହ…

ପାଣ୍ଡିଆନଙ୍କୁ ନୂଆ ଭୂମିକାକୁ ନେଇ ବିଜେଡି ନେତାଙ୍କ ପ୍ରଂଶସା

ଭୁବନେଶ୍ବର: ଆଇଏଏସ ଚାକିରିରୁ ଭି କେ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେବା ଏବଂ ତାଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ତାଙ୍କ କାମ ଓ ପ୍ରଶାସନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ନେତା । ଭି କେ ପାଣ୍ଡିଆନଙ୍କ ଦକ୍ଷତାସଂପନ୍ନ କାର୍ଯ୍ୟଧାରା ଓ ଜନସେବା ମନୋବୃତ୍ତିକୁ…

ସରିଲା ରାଜଧାନୀରେ ଭସାଣ ଉତ୍ସବ

ଭୁବନେଶ୍ବର: ସରିଛି ରାଜଧାନୀରେ ଭସାଣ ଉତ୍ସବ । ଏନେଇ ରାଜଧାନୀରେ ଲାଗିଥିଲା ଲୋକଙ୍କ ଭିଡ଼ । ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ସାଉଣ୍ଡରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା  । ମା’ଙ୍କ ପୂଜାପରେ ଭସାଣି ଦେଖିବାକୁ ରାସ୍ତାର ଦୁଇ କଡ଼ରେ ହଜାର ହଜାର ଲୋକ ଠିଆ ହୋଇଥିଲେ । ସାଧାରଣ…

୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି କାର୍ତ୍ତିକେୟ ପାଣ୍ଡିଆନ

ଭୁବନେଶ୍ବର: ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ୍ । ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ  । ସାଧାରଣ ପ୍ରଶାସନ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି  । ଗତକାଲି…

ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର : ଶେଷରେ ଅବସର ନେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ବ୍ୟାଚର ଆଇଏଏସ ଅଫିସର  ଭିକେ ପାଣ୍ଡିଆନ  । ତାଙ୍କର ପରବର୍ତ୍ତି ନିଷ୍ପତ୍ତି କଣ ହେବ ତାହାକୁ ନେଇ ଚର୍ଚା ଆରମ୍ଭ ହୋଇଛି ।  ନିର୍ବାଚନ ଆଉ ଏକ ବର୍ଷ ଥିବା ବେଳେ  ସ୍ବେଚ୍ଛାକୃତ ଅବସର ନେଲେ ଭି.କେ.…

ପୂଜା ମଣ୍ଡପରେ ୫୦ରୁ ଅଧିକ ଲୁଟ୍‌

ଆପଣ ପୂଜା ବୁଲିବାକୁ ଯାଉଛନ୍ତି ଯଦି ସତର୍କ ହୋଇଯାଆନ୍ତୁ । କାରଣ ଅଭ୍ୟାସଗତ ଅପରାଧୀ ଓ ଲୁଟେରା ଗ୍ୟାଙ୍ଗ ଲୁଟିବାକୁ ଅପେକ୍ଷା କରି ରହିଛନ୍ତି ।  ମା’ଙ୍କ ପୂଜା ଆରମ୍ଭରୁ ଭୁବନେଶ୍ବରରେ ଶତାଧିକ ଲୁଟ ଖବର ସାମାନାକୁ ଆସିଛି । ତେବେ ପୋଲିସ ପାଖରେ ଏନେଇ ଅଧା ଅଭିଯୋଗ ହୋଇଛି ।  ସାରା…

ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟଯାତ୍ରା ରବିବାର ଶାନ୍ତିଶୃଙ୍ଖଳା ତଥା ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଛି। ପ୍ରଥା ଆଗରେ ପୁଣି ମୁଣ୍ଡ ନୁଆଁଇଲା ପ୍ରଶାସନ। ବାରଣ ସତ୍ତ୍ବେ ପଡ଼ିଲା ବଳି।ହଜାରହଜାର…

ରମାଦେବୀ ଜୁନିଅର କଲେଜରେ ରାଗିଂ ଅଭିଯୋଗ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲ ବା ଜୁନିଅର କଲେଜରେ ରାଗିଂ ଅଭିଯୋଗ। ଅଭିଯୋଗ ଆଣିଲେ ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ । କଲେଜ କର୍ତ୍ତୃପକ୍ଷ ଓ ଗଣଶିକ୍ଷା ବିଭାଗରେ ଛାତ୍ରୀ ଅଭିଯୋଗ କରିଛନ୍ତି । ଅଭିଯୋଗର ତଦନ୍ତ ପାଇଁ ଉଚ୍ଚ…