Trending
- ମୋହନା ବିଧାୟକ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ସୋ’ କଜ୍ ନୋଟିସ୍ ଜାରି କଲା ପିସିସି ଶୃଙ୍ଖଳା କମିଟି,ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ
- ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ,ନିର୍ଦ୍ଦେଶନାମା ଜାରି କଲା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ
- ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା,ଏପ୍ରିଲ ୯, ୨୩ ଓ ୨୯ରେ ହେବ ନିର୍ବାଚନ, ମେ ୪ ତାରିଖରେ ଭୋଟ ଗଣତି
- PNG ଥିଲେ LPG ସଂଯୋଗ ରଖିବା ପାଇଁ ଅନୁମତି ଦିଆଯିବ ନାହିଁ – ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ
- ବାଣିଜ୍ୟିକ ସିଲିଣ୍ଡର ଯୋଗାଣ ପୁଣି ଆରମ୍ଭ – ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା
- ସରକାରଙ୍କ କୌଣସି ପ୍ରସ୍ତାବକୁ ଆମେ ସ୍ବୀକାର କରିବୁ ନାହିଁ ବୋଲି ସେ ସ୍ପଷ୍ଟ କଲେ ମାଓବାଦୀ ଡିଭିଜନ ସଚିବ ରାଣୀତା
- ସୀମାନ୍ତ ଅଞ୍ଚଳଗୁଡ଼ିକୁ ଦେଶର ସବୁଠାରୁ ପଛୁଆ ଗାଁ ଭାବରେ ଦେଖୁଥିଲେ କଂଗ୍ରେସ – ପ୍ରଧାନମନ୍ତ୍ରୀ ମୋଦୀ
- ୨୦୨୬ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ
- ଓଡ଼ିଶାରେ ୫୧୮୨ଟି ମୋବାଇଲ୍ ଟାୱାର ସ୍ଥାପନ କରାଯିବ, ଉପକୃତ ହେବେ ୭୧୫୭ଟି ଗାଁର ବାସିନ୍ଦା
- ନେତାଙ୍କ ଘରୁ ବାହାରିଲା ୫୫ଟି ଗ୍ୟାସ୍ ସିଲିଣ୍ଡର
Browsing Category
Odisha
All about all odisha state news updates
ମଲ୍ରେ ଆଦାୟ ହେବ ପାର୍କିଂ ଫି
ଏବେ ଗାଡ଼ି ରଖିବା ପାଇଁ ଆଦାୟ ହେବ ପାର୍କିଂ ଫି । ଏହି ନିୟମକୁ ବିଏମସି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏଭଳି ନିଷ୍ପତ୍ତି ନେବାର କାରଣ ଦର୍ଶାଇ ବିଏମସି କହିଛି ଯେ, କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀ ଓ ବଡ଼ ବଡ଼ିଆ ଏହାକୁ ପାର୍କିଂ ଭାବେ ବ୍ୟବହାର କରୁଛନ୍ତି । ଏଥିରେ ମଲ୍ ସହ ତାଙ୍କ…
ପୁରୀ ଓ କେନ୍ଦ୍ରାପଡ଼ା ପାଇଁ ବିଜେଡି ପ୍ରସ୍ତୁତ
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାସେ ବାକି ରହିଛି । ବିଜେଡି ଉଭୟ ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଲଢ଼ିବା ପାଇଁ ଦଳୀୟ ନେତାଙ୍କୁ ଗ୍ରୀନ୍ ସିଗନାଲ ଦେଇଥିବାବେଳେ ରାଜ୍ୟ ବିଜେପି ମଧ୍ୟ ଅନୁରୂପ ଭାବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା…
ଆଜିର ରାଶିଫଳ
ଅଦ୍ୟ ମାର୍ଚ୍ଚ ମାସ ୧୯ ତାରିଖ ୨୦୨୪ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- ଶୁକ୍ଳପକ୍ଷ
ତିଥି- ଦଶମୀ ରାତ୍ରି ଘ ୧୨/୨୭ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ
ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୮/୫୫ ପର୍ଯ୍ୟନ୍ତ ତଦନ୍ତେ…
ଆଜିର ରାଶିଫଳ
ଅଦ୍ୟ ମାର୍ଚ୍ଚ ମାସ ୧୮ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- ଶୁକ୍ଳପକ୍ଷ
ତିଥି- ନବମୀ ରାତ୍ରି ଘ ୧୦/୫୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀ
ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୦୬/୫୨ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ…
ଆଜି କେନ୍ଦୁଝର ବନ୍ଦ
ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଖଣିରୁ ଗୁହାଳଡିହି ସାଇଡିଂକୁ ରେଳ ସଂଯୋଗ ପ୍ରତିବାଦରେ କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘର ୨୪ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଓ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ଏହି ସାଇଡିଂ ହେଲେ ହଜାର ହଜାର ଟ୍ରକ୍ ମାଲିକ କାମ ହରାଇବେ…
ନବୀନଙ୍କ ଖୋଲା ଚିଠି
୨୦୩୬ରେ ଆମେ ଆମ ପ୍ରିୟ ଓଡ଼ିଶା ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି। ଏହି ସମୟ ସୁଦ୍ଧା ଓଡ଼ିଶାକୁ ସବୁ କ୍ଷେତ୍ରରେ ଦେଶର ଏକ ନମ୍ବର ରାଜ୍ୟ କରିବା। ଏଥି ପାଇଁ ଆମେ ଦୃଢ଼ ସଂକଳ୍ପର ସହ ଆଗକୁ ବଢ଼ୁଛୁ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖି ଏମିତି କହିଛନ୍ତି…
୧୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ରାଜ୍ୟର ୧୪ଟି ଜିଲ୍ଲାକୁ କାଳବୈଶାଖୀ ନେଇ ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ବାଲେଶ୍ୱର ଏବଂ…
ଦୁଇ ନକଲି ଇଡି ଅଧିକାରୀ ଗିରଫ
ଦୁଇ ନକଲି ଇଡି ଅଧିକାରୀଙ୍କୁ ଧରିଲା କ୍ରାଇମବ୍ରାଞ୍ଚ। ଗିରଫ ଦୁଇ ଭାଇ ଢେଙ୍କାନାଳ ଦୋଳମଣ୍ଡପ ସାହିର ତାରିଣୀ ସେନ୍ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର ବୋଲି ସୂଚନା ମିଳିଛି। ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି। ଏମାନେ ନିଜକୁ ଇଡି ଅଧିକାରୀର ପରିଚୟ…
ସିଏଏ ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର
ଆମେରିକା ତଥା ବିଶ୍ୱର ଅନ୍ୟାନ୍ୟ ଦେଶରେ ନାଗରିକତ୍ୱ (ସଂଶୋଧନ) ଅଧିନିୟମ (ସିଏଏ)କୁ ନେଇ ଚାଲିଥିବା ସମାଲୋଚନା ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କଡ଼ଶା ଜବାବ ଦେଇଛନ୍ତି। ସେ କହିଛନ୍ତି, ଏହାକୁ ବିଭାଜନ ପ୍ରସଙ୍ଗରେ ଦେଖିବା ଜରୁରୀ ଅଟେ। ଅନେକ ଦେଶ ନାଗରିକତ୍ୱ ପ୍ରଦାନ…
ନିର୍ବାଚନ ଆଚରଣବିଧି ପାଇଁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
ଦେଶରେ ସାଧାରଣ ନିର୍ବାଚନ ସହିତ ଓଡିଶାରେ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ନିର୍ବାଚନ ଆୟୋଗ ଶନିବାର ଏହି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣବିଧି ଲାଗୁ ହେଇଛି । ଏହି କ୍ରମରେ ନିର୍ବାଚନ ଆଚରଣ ବିଧି ଦୃଷ୍ଟିରୁ…