Trending
- ଝିରଘାଟି ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ ୧୦ ମାଓବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ
- ଶଙ୍ଖ ନଦୀରେ ବଡ଼ ଅଘଟଣ , ନଦୀରେ ବୁଡ଼ିଗଲେ 6 ନାବାଳିକା, 3 ମୃତ 3 ଉଦ୍ଧାର
- ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ,ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ବୟସ ହୋଇଥିବ ସେମାନେ କରିବେ ଆବେଦନ
- ଫ୍ରିଜ୍ ବିସ୍ଫୋରଣରେ ପରିବାରର ୪ ମୃତ,ବଞ୍ଚିଗଲେ ୨
- ଦାରା ସିଂଙ୍କ ଆଗୁଆ ଜେଲ୍ ମୁକ୍ତି ଆଶା କ୍ରମଶଃ କ୍ଷୀଣ,ପରବର୍ତ୍ତୀ ଶୁଣାଣି ପାଇଁ ଆଗାମୀ ସେପ୍ଟେମ୍ବର ୧୭ ତାରିଖ ସ୍ଥିର
- କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଘରେ ପହଞ୍ଚି ଗଣେଣଙ୍କ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
- ନୂଆଁଖାଇ କେବଳ ଏକ ପର୍ବ ନୁହେଁ ,ଏହା ଆମର ମାଟି, ସଂସ୍କୃତି, ଚାଲିଚଳଣୀ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ନୂଆ ଧାନକୁ ପ୍ରଥମେ ଦେବୀଙ୍କୁ ସମର୍ପଣ, ପରେ ପରିବାର ସହ ନବାନ୍ନ ଭକ୍ଷଣ
- ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା,ବସିଛି ସ୍ୱତନ୍ତ୍ର ତିହାରୀ ହାଟ ହାଟ
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
Browsing Category
Odisha
All about all odisha state news updates
ଚଳିତବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି
ରାଜଧାନୀରେ ଆଜି ସନ୍ଧ୍ୟାରେ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି ମିଳିଛି । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନହରକଣ୍ଟା, ଝାରପଡ଼ା,…
ଜାମସେଦପୁରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ରାଜ୍ୟପାଳ ରଘୁବର ଦାସ
ଜାମସେଦପୁର: ନବରାତ୍ରି ପୂଜା ବେଳେ ଝାଡ଼ଖଣ୍ଡରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି । ନିଜ ପରିବାର ଏବଂ ନାତୁଣୀଙ୍କ ସହିତ ରଘୁବର ଦାସ ବିଭିନ୍ନ ପୂଜାମଣ୍ଡପ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ । ପୂଜା ମଣ୍ଡପ ବୁଲିବା ବେଳେ ସ୍ଥାନୀୟ ବେପାରୀଙ୍କ ସହ ମଧ୍ୟ…
ଶାରଦୀୟ ଦୁର୍ଗାପୂଜା: ଆଜି ବିଜୟା ଦଶମୀ
ଶାରଦୀୟ ଦୁର୍ଗାପୂଜାରେ ଉତ୍ସବମୁଖର ଓଡ଼ିଶା । ଆଜି ଅନ୍ତିମ ପର୍ବ, ବିଜୟା ଦଶମୀ ପାଇଁ ଚାରିଆଡ଼େ ଗହଳି। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ ବିଜୟା ଦଶମୀ। ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର। ରାଜ୍ୟର ସମସ୍ତ ପୂଜା ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ରାଜଧାନୀର ସବୁ…
ସ୍ମାର୍ଟ ସିଟି ହେବ ସିଲଭର ସିଟି
କଟକ ସହର ସ୍ମାର୍ଟ ସିଟି ଭାବେ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି କଟକକୁ ନୂଆ ରୂପ ଦିଆଯିବ । କଟକ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। ଆଗାମୀ ଦିନରେ କେନ୍ଦ୍ର…
କଟକ ଦୁର୍ଗାପୂଜା ବୁଲିଲେ ମୁଖ୍ୟମନ୍ତ୍ରୀ
ପବିତ୍ର ମହାନବମୀ ଉପଲକ୍ଷେ କଟକ ପ୍ରସିଦ୍ଧ ଦୁର୍ଗାପୂଜା ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩୦ରୁ ଅଧିକ ମଣ୍ଡପ ବୁଲିବା ସହ ନେବେ ମାଆଙ୍କ ଆଶିଷ।ଅପରାହ୍ନ ୪ଟାରେ କେନ୍ଦୁଝର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ଆଜିଠୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଯାଇ ବିଭିନ୍ନ ଦୁର୍ଗାପୂଜା…
ଭସାଣିରେ ରାଜଧାନୀରେ ମଦ ବିକ୍ରି ବନ୍ଦ
ପାର୍ବଣ ପାଇଁ ଆକ୍ସନ ମୁଡରେ ଅବକାରୀ ବିଭାଗ । 13 ତାରିଖ ପର୍ଯ୍ୟନ୍ତ ରାତି 12ଟା ପରେ ରାଜଧାନୀରେ ବିକ୍ରି କରିପାରିବେନି ମଦ । ଭସାଣି ପାଇଁ 14 ତାରିଖ ଦିନ ମଧ୍ୟ ରାଜଧାନୀରେ ମଦ ବିକ୍ରି ବନ୍ଦ । ଭୁବନେଶ୍ବରର ସମସ୍ତ ମଦ ବିକ୍ରୟ ଅନୁମତିପ୍ରାପ୍ତ ମଦ ଦୋକାନ, ବାର୍ ଓ ପବ୍, ରୋସ୍ତୋରାଁଟ,…
ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଂଚଳ ସିଲଭର ସିଟି କଟକ
ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ। ଦୁର୍ଗତୀନାଶିନୀଙ୍କ ଆବାହନରେ ପ୍ରକମ୍ପିତ ହେଉଛି ଗଗନ ପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ…
ବିଶ୍ବ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀରେ ସୁଖୀ ପରିବାର ଉପରେ ଆଲୋଚନା
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ,ପଟିଆ ଭୁବନେଶ୍ବର ପକ୍ଷରୁ ବିଶ୍ବ ନବନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଚିତ୍ର ପ୍ରଦର୍ଶନୀରେ ଆତ୍ମଦର୍ଶନ, ପରାମାତ୍ମା ଦର୍ଶନ, ସୃଷ୍ଟି ଚକ୍ର, ରାଜଯୋଗ ଦର୍ଶନ ଓ ସୁଖୀ ପରିବାର, ଶାନ୍ତି ପରିବାର…
ଆଜି ଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସିବେ। ଗସ୍ତ ଅବସରରେ ସେ ନବମୀ ଓ ଦଶମୀରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଦଶହରା ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୨ ଶନିବାର ଅପରାହ୍ନ…
ରାଉରକେଲାରେ ରାମ ଦୋଳି ଛିଡ଼ି ପଡ଼ିଲା
ଶାରଦୀୟ ଦୁର୍ଗାପୂଜା ପାଇଁ ଇସ୍ପାତନଗରୀ ‘ରାଉରକେଲା’ ଉତ୍ସବମୁଖର ହୋଇ ଉଠିଥିବାବେଳେ ଏକ ଅଘଟଣ ଘଟିଛି । ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ୧୨ ବର୍ଷର ଝିଅ ଦୁର୍ଗାପୂଜା ମେଳା ଦେଖି ବାହାରିଥିଲେ। ସନ୍ଧ୍ୟାରେ ଟେଲିଫୋନ୍ ଭବନରେ ମିଆଁମାର ବୁଦ୍ଧ ମନ୍ଦିର ତୋରଣ ଦେଖିଥିଲେ। ତାପରେ ମାଆଙ୍କ…