Browsing Category

Odisha

All about all odisha state news updates

ଚାରିଦିନିଆ ଓଡ଼ିଶା ଗସ୍ତରେ ଆର୍‌ ବି ଆଇ ଗଭର୍ନର

ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ( ଆର୍‌ ବି ଆଇ) ଗଭର୍ନର ଶକ୍ତିକାନ୍ତ ଦାସ। ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି। ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି। ଉଭୟ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ ଭାବବିହ୍ବଳ …

୧୭ରେ ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ସୋମବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ୧୭ ସୁଦ୍ଧା ଚୟନ ଯୋଗ୍ୟ ହତାଧିକାରୀଙ୍କୁ ପ୍ରଥମ…

ବନ୍ଦ ହେଲା ହୀରାକୁଦ ଡ୍ୟାମ

ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଇତିମଧ୍ୟରେ ଅବପାତର ରୂପ ନେଇଛି। ଏଥିଯୋଗୁ ରାଜ୍ୟର କିଛି ଅଞ୍ଚଳରେ…

ବିଧାନସଭାରେ ସୁଭଦ୍ରା ଝଡ଼

ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ପାଳନ ହୋଇ ନ ଥିବା ଅଭିଯୋଗରେ ଏହି ହୋହଲ୍ଲା ହୋଇଛି। ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ପ୍ରଥମେ ଗୃହରେ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା କରିଥିଲେ । ପରେ…

ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ

ଓଡ଼ିଆଙ୍କର ବାର ମାସରେ ୧୩ ପର୍ବ। ବର୍ତ୍ତମାନ ପାର୍ବଣର ଋତୁ ଆରମ୍ଭ ହୋଇସାରିଛି। ତେବେ ଆଗକୁ ଆସୁଛି ଦୁର୍ଗାପୂଜା। ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେକୁ ସଂପୂର୍ଣ୍ଣ ଭାବେ ମନାକରାଯାଇଛି।ଚଳିତବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବନି। ଏହାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ପୋଲିସ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଇଓଙ୍କୁ ଗିରଫ

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଇଓଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଗତକାଲି ଚଢ଼ଉ ବେଳେ ବିଇଓଙ୍କ ୩ଟି ବହୁତଳ କୋଠା ଠାବ ହୋଇଥିଲା। ଏହାଛଡ଼ା ତାଙ୍କ ଘରୁ ସାଢ଼େ ୬ ଲକ୍ଷ ସହ…

ଆନନ୍ଦବଜାର ଜଗିଲେ ଅବସରପ୍ରାପ୍ତ ସେନା

ଆଜିଠୁ ସେମାନେ ଆନନ୍ଦବଜାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ସାଦା ପୋଷାକରେ ୨୦ ଜଣ ମୁତୟନ ହୋଇଛନ୍ତି।ଏମାନେ ଆନନ୍ଦବଜାରରେ ଶୃଙ୍ଖଳା ବୁଝିବେ। ୨୦ ଜଣ ଦୁଇଟି ସିଫ୍ଟରେ କାମ କରିବେ। ସକାଳ ୬ଟାରୁ ୧୦ ଜଣ ଦିନ ୨ଟାରୁ ଆଉ ୧୦ ଜଣ ସିଫ୍ଟ କରିବେ। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ…

ଆଜିଠୁ ‘ସୁଭଦ୍ରା’ ଯୋଜନା ଆରମ୍ଭ

ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପାଇଁ ପ୍ରାୟତଃ ସମସ୍ତ ଜିଲ୍ଲାରେ ଆବେଦନ ଫର୍ମ ଉପଲବ୍ଧ ହୋଇସାରିଛି। ଯେଉଁଠି ଉପଲବ୍ଧ ହୋଇପାରି ନାହିଁ, ଖୁବ୍‌ ଶୀଘ୍ର ପହଞ୍ଚି ଯିବ ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତିର ସହିତ କହିଛନ୍ତି। ସେପ୍ଟେମ୍ବର ୧ ତାରିଖ ଠାରୁ ସୁଭଦ୍ରା ଯୋଜନାରେ…

ଚିନ୍ତାରେ ପ୍ରେମୀ ଆମିଷ

କିଏ କହିଲେଣି ଅଣ୍ଡା ଖାଇବାକୁ ଡର ଲାଗୁଛି ତ ଆଉ କିଏ ପରାମର୍ଶ ଦେଲେଣି, କିଛି ଦିନ ପାଇଁ ଚିକେନ୍ ଛାଡ଼ି ଦେବାକୁ। ଆମିଷ ପ୍ରେମୀ ଚିନ୍ତାରେ, ବ୍ୟବସାୟୀ ବି ଘାଟାରେ। ପଡ଼ୋଶୀ ପୁରୀ ଜିଲ୍ଲାରେ ବାର୍ଡ ଫ୍ଳୁ ବ୍ୟାପିବା ପରେ ରାଜଧାନୀବାସୀଙ୍କୁ ଚେତାଇ ଦେଇଛି ପ୍ରଶାସନ। ଚିକେନ୍ ଖାଇବାକୁ ବାରଣ ସହ…

ଆଜି ବିଏମ୍‌ସିର ସ୍ବାୟତ୍ତ ଶାସନ ଦିବସ

ବିଏମ୍‌ସି ପାଳିବାକୁ ଯାଉଛି ସ୍ବାୟତ୍ତ ଶାସନ ଦିବସ। ଏଥିପାଇଁ ଚାଲିଥିବା‌ ଜୋରଦାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଏଥର ଉଦ୍‌ଘାଟନ ପାଇଁ କେତେକ ୱାର୍ଡ ଅଫିସ, ରାସ୍ତା, ନଳାକୁ ଛାଡ଼ିଦେଲେ କୌଣସି ବଡ଼ ପ୍ରକଳ୍ପ ବିଏମ୍‌ସି ହାତରେ ନାହିଁ। ଏଣୁ ଏହାକୁ ପ୍ରକଳ୍ପ ନିକଟରେ…