Trending
- ୨୦୨୬ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ
- ଓଡ଼ିଶାରେ ୫୧୮୨ଟି ମୋବାଇଲ୍ ଟାୱାର ସ୍ଥାପନ କରାଯିବ, ଉପକୃତ ହେବେ ୭୧୫୭ଟି ଗାଁର ବାସିନ୍ଦା
- ନେତାଙ୍କ ଘରୁ ବାହାରିଲା ୫୫ଟି ଗ୍ୟାସ୍ ସିଲିଣ୍ଡର
- ଚଳିତ ବର୍ଷ ହେବନି ପାୱାରକଟ୍ – ମନ୍ତ୍ରୀ ସୁରେଶ ପୂଜାରୀ
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ କଲେ ୧୧୦ ବର କନ୍ୟା
- IAS ସ୍ତରରେ ଅଦଳବଦଳ,ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ମିଳିଲା ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ
- ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ରେ ସ୍ୱାକ୍ଷର କଲେ ଲୋକସଭା ଓ ରାଜ୍ୟସଭା ସାଂସଦ
- ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଟିଂ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶ୍ବାସ ଆଜି ସଂକଟରେ-ରାଜ୍ୟ ମହିଳା ଆୟୋଗ
- ନିୟମିତ ହେଲା ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ରେଳସେବା
- ବଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି
Browsing Category
Odisha
All about all odisha state news updates
ସି.ଏମ୍. କିଷାନ ଯୋଜନାର ଶୁଭାରମ୍ଭ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ପ୍ରତିକ୍ଷିତ ସି.ଏମ୍. କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁରସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ…
ଚିକିଟି ପରେ ଦିଗପହଣ୍ଡିରେ ବିଷମଦ ନେଲା ଜୀବନ
ଦିଗପହଣ୍ଡି: ଚିକିଟି ପରେ ଦିଗପହଣ୍ଡି ଭୀଷ୍ମଗିରି ଗ୍ରାମ ପ୍ରେମନଗରର ଜଣେ ଯୁବକ କେ. କ୍ରିଷ୍ଣା ପାତ୍ର(୪୦) ବିଷାକ୍ତ ମଦ ପିଇ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ ହୋଇଛି। କ୍ରିଷ୍ଣା ଗତକାଲି ଛେଳି ଚରାଇବା ପାଇଁ ଗଞ୍ଜାମ-ଗଜପତି ସୀମାନ୍ତ ଅଞ୍ଚଳ ବିଚ୍ଛାପାଟ ଗ୍ରାମକୁ ଯାଇଥିଲେ। ସେଠାରେ ସେ…
ସୁଭଦ୍ରା ଯୋଜନାକୁ ନେଇ ନୂଆ ଦ୍ଵନ୍ଦ୍ଵ
ସୁଭଦ୍ରା ଯୋଜନାକୁ ନେଇ ନୂଆ ଦ୍ଵନ୍ଦ୍ଵ। ମୋ ସେବାକେନ୍ଦ୍ରରେ ମହିଳା ହିତାଧିକାରୀ ନିଜ ଆଧାରା ଓ ବ୍ୟାଙ୍କ ଆକାଉଣ୍ଟରେ ଫର୍ମ ଦାଖଲ କଲେ ଅନ୍ୟ ରାଜ୍ୟ ଅର୍ଥାତ ତ୍ରିପୁରା, ଆନ୍ଧ୍ର, ରାଜସ୍ଥାନ, ଗୁଜରାଟ, ସିକ୍କିମ ଆଦି ଗ୍ରାମ୍ୟ ଓ ନେସେନାଲ ବ୍ୟାଙ୍କର ଆଇଡି ଦର୍ଶାଉଛି। ଏପରି ଘଟଣାକୁ ନେଇ…
ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ, ଶେଷ ହିତାଧିକାରୀ ଯାଏ ଚାଲିବ ପଞ୍ଜୀକରଣ
‘ସୁଭଦ୍ରା’ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡ଼ିବ ସୁଭଦ୍ରା ରଥ। ଶନିବାର ଗଣେଶ ପୂଜା ଅବସରରେ ଭୁବନେଶ୍ଵର ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଭଦ୍ରା ରଥ ଗାଁଠୁ ସହର ଚାରିଆଡେ ବୁଲି…
ପୁରୀ ସମୁଦ୍ର କୂଳରେ ଭାସୁଛି କଣ୍ଟେନ
ପୁରୀ ସମୁଦ୍ର କୂଳରେ ଲାଗିଲା ଅଜଣା କଣ୍ଟେନର । ଗୁରୁବାର ଏହା ପାଣିରେ ଭାସୁଥିବାବେଳେ ଆଜି କୂଳରେ ଲାଗିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବା ପାଇଁ ବେଳାଭୂମୀରେ ଲୋକଙ୍କ ଭିଡ ବଢିବାରେ ଲାଗିଛି । ତେବେ ସବୁଠାରୁ ବଡ ପ୍ରଶ୍ନବାଚୀ ହେଲା ଏହା ଭିତରେ ଅଛି କଣ ? ଏହା ଜାଣିବା ପାଇଁ…
ବିଧାନସଭାରେ ରେଭେନ୍ସା ଝଡ଼
ଆଜି ବିଧାନସଭାରେ ପୁଣି ରେଭେନ୍ସା ପ୍ରସଙ୍ଗ ଉଠିଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ରେଭେନ୍ସା ନାମ ବଦଳାଇବା ପ୍ରସ୍ତାବକୁ ବିରୋଧ କରିଥିଲେ। ବିଜେପି ସଭ୍ୟମାନେ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଶୂନ୍ୟକାଳରେ ବିଜେଡି ସଭ୍ୟ ବ୍ୟୋମକେଶ ରାୟ କହିଥିଲେ, କେନ୍ଦ୍ର ମନ୍ତ୍ରୀ…
ଗାଁ ଗାଁ ଗଡିବ ସୁଭଦ୍ରା ରଥ
ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଗୁରୁବାର ସଂଧ୍ୟା ସୁଦ୍ଧା କାର୍ଯ୍ୟ ଅଗ୍ରଗତି କିପରି ରହିଛି , ସେ ସଂପର୍କରେ ରାଜସ୍ୱ ଆୟୁକ୍ତ,ଜିଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନରଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଭାସୀ ବୈଠକ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି…
ବର୍ଷକୁ ଛାତ୍ରୀଛାତ୍ରଙ୍କୁ ୫ ହଜାର ଦେବେ ସରକାର
ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ। ଏସ୍ସି/ଏସ୍ଟି ଛାତ୍ରୀଛାତ୍ରଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ମିଳିବ। କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ୧୫୬ କୋଟି ଖର୍ଚ୍ଚ…
ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ରୀ
ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ତାଙ୍କ ନାମ ରିତିକା ବୋଲି ସୂଚନା ରହିଛି।
ସୂଚନା ଅନୁଯାୟୀ, ଛାତ୍ରୀଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଜୀବନ ହାରିଥିବା ସୂଚନା ରହିଛି। ଗତକାଲି…
ପୁଲିସ୍ ଭ୍ୟାନକୁ ଧକ୍କା ଦେଲା ଆମ୍ବୁୁଲାନ୍ସ , ହୋମ୍ଗାର୍ଡ ପ୍ରାଣ ହରାଇଲେ
ପୁଲିସ୍ ଭ୍ୟାନକୁ ଧକ୍କା ଦେଲା ଆମ୍ବୁୁଲାନ୍ସ , ହୋମ୍ଗାର୍ଡ ପ୍ରାଣ ହରାଇଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଉଦଳା ବାରିପଦା ପେଟ୍ରୋଲ ପମ୍ପ ନିକଟରେ । ସୋମବାର ବିଳମ୍ବିତ ରାତିରେ ଏକ ପୁଲିସ୍ ଭ୍ୟାନକୁ ୧୦୮ ଆମ୍ବୁୁଲାନ୍ସ ଧକ୍କା ଦେଇଥିଲା ଏଥିରେ ଜଣେ ହୋମଗାର୍ଡଙ୍କର ଗୁରୁତର ଆହତ…