Browsing Category

Odisha

All about all odisha state news updates

୧୬ ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ, ଅଭିଯୋଗ ଶୁଣି ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଲେ…

ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୋମବାର ୧୬ ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଖାଲି ସମସ୍ୟା ଶୁଣିନାହାଁନ୍ତି ତାହାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ମଧ୍ୟ ପ୍ରତିଶ୍ରୁତି…

ବରଗଡ଼ ଧନୁଯାତ୍ରା ଉଦଯାପିତ, ମହୋଦଧିରେ ବୁଡ଼ ପକାଇ ସେ ନିଜର ପାପକ୍ଷୟ କରିବେ କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ…

ବରଗଡ଼ ଧନୁଯାତ୍ରା ଉଦଯାପିତ ।   ଯାତ୍ରା ଶେଷ ହେବା ପରେ ପୁରୀ ଯାଇଛନ୍ତି କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର। ସେ  ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି। ଏହାପରେ ମହୋଦଧିରେ ବୁଡ଼ ପକାଇ ସେ ନିଜର ପାପକ୍ଷୟ କରିବେ। ଶେଷରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ…

ଆମ ବସ୍‌’ ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଆଯିବା ସହିତ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା…

ରାଜ୍ୟ ସରକାରଙ୍କ ‘ଆମ ବସ୍‌’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଆଯିବ। ବିଶେଷକରି ଆମ ବସ୍‌ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ।…

ଆଜି ଭୁବନେଶ୍ବରରେ ଆରମ୍ଭ ହୋଇଛି ପଥ ଉତ୍ସବ , ଶୀତୁଆ ସକାଳରେ ସାଂକୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଖାଦ୍ୟର ମଜା…

ଆଜି ଭୁବନେଶ୍ବରରେ ଆରମ୍ଭ ହୋଇଛି ପଥ ଉତ୍ସବ । ଉତ୍ସବ ମୁଖର ଜନପଥ । ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀ ବାସିନ୍ଦା। ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରାଢଙ୍ଗରେ ପାଳନ କରାଯାଉଛି। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ “ପଥ ଉତ୍ସବ"…

ରୁପାଲି ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା, ଅଟୋକୁ ଧକ୍କା ଦେଲା ଦ୍ରୁତଗାମୀ ‘ଆମ ବସ୍’ଜଣେ ମୃତ ଅନ୍ୟଜଣେ ଗୁରୁତର

ଭୁବନେଶ୍ୱରର ବ୍ୟସ୍ତବହୁଳ ରୁପାଲି ଛକରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ ‘ଆମ ବସ୍’ ଏକ ଅଟୋକୁ ପଛରୁ ଜୋରରେ ଧକ୍କା ଦେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍‌ ମାଡ଼ରେ ଅଟୋଟି…

ଆଜି ଆଧୁନିକ ଓଡ଼ିଶାର ନିର୍ମାତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ

ଆଜି ଆଧୁନିକ ଓଡ଼ିଶାର ନିର୍ମାତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ । ଜାନକୀ ବଲ୍ଲଭ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ବର୍ଷବ୍ୟାପୀ ଜନ୍ମ ଶତବାର୍ଷିକୀ ପାଳନ କରାଯିବ । ଆଜି ଦିନ ୧୧ଟାରେ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆରେ ସମାରୋହ…

ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହ

ବହୁ ଜନ ହିତାୟ ବହୁ ଜନ ସୁଖାୟ ହେବ ମୋର ମନ୍ତ୍ର । ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବା ପରେ ଏମିତି କହିଛନ୍ତି ଦେଓରଞ୍ଜନ କୁମାର ସିଂହ । ଶୁକ୍ରବାର ଉନ୍ନୟନ କମିଶନର ଭାବେ ବିଧିବଦ୍ଧ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହ । ମୁଖ୍ୟ ଶାସନ ସଚିବ ଭାବରେ…

ହୋଟେଲ ପବ୍ ବାହାରେ ଜଗିବ ଟିମ

ଆଜି ନୂଆବର୍ଷ ।  ମଦୁଆଙ୍କ ଉତ୍ପାତ ପାଇଁ ମାନ୍ଦା ନହେଉ ନୂଆବର୍ଷ ସେଲିବ୍ରେସନ। ଏଥିପାଇଁ ବାରମ୍ବାର ସଚେତନତା ପରେ ମଧ୍ୟ ଅମାନିଆଙ୍କ ପାଇଁ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ୨୯ ଟି ସ୍ଥାନରେ ହୋଇଛି ନାକାବନ୍ଦୀ ସାଙ୍ଗକୁ ବ୍ରେଥ ଆନାଲାଇଜରରେ କଡା ଚେକିଂ । ଏଥିପାଇଁ ୩୦ ଟି ବ୍ରେଥ ଆନାଲାଇଜର…

ଅଲବିଦା ୨୦୨୫, ସ୍ୱାଗତ ୨୦୨୬ , ନୂଆବର୍ଷର ଅଭିନନ୍ଦନ

ଡିଜେର ତାଳେ ତାଳେ ନାଚିଲା ଓଡ଼ିଶା ।  ଧୁମ୍‌ଧାମ୍‌ରେ ପାଳିତ ହେଲା 'ଜିରୋ ନାଇଟ୍' ସେଲିବ୍ରେସନ୍ ।  ଅଲବିଦା ୨୦୨୫, ସ୍ୱାଗତ ୨୦୨୬। ଘଣ୍ଟାର କଣ୍ଟା ରାତି ୧୨ଟା ଛୁଇଁବା କ୍ଷଣି ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ନବବର୍ଷର ମାହୋଲ। ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ 'ଜିରୋ ନାଇଟ୍'…

ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର: ଓଡ଼ିଶାର ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର। PUCC ବା ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍ କଡ଼ାକଡ଼ି କରିବା ନିଷ୍ପତ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାଞ୍ଚ ଅବଧିକୁ ଆଉ ମାସେ ବୃଦ୍ଧି କରିଛନ୍ତି। ଏବେ ଆସନ୍ତା ମାର୍ଚ୍ଚ ମାସ…