Trending
- ଅବସର ଗ୍ରହଣ ଘୋଷଣା କଲେ ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବଡ଼ ମହାସ୍ନାନ’ ନୀତି: ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଦର୍ଶନ ବନ୍ଦ
- ଇଣ୍ଡୋନେସିଆରେ ପହଞ୍ଚିଲା ଭାରତୀୟ ନୌସେନାର ପ୍ରଶିକ୍ଷଣ ସ୍କ୍ୱାଡ୍ରନ୍
- ଜୁନ୍ ଶେଷ ସୁଦ୍ଧା ନୂଆ ପୌରାଞ୍ଚଳରେ ନିର୍ବାଚନ
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
- ଓଡ଼ିଶାରେ ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
- ନିତିନ ନବୀନ ହେଉଛନ୍ତି ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ – ପ୍ରଧାନମନ୍ତ୍ରୀ ମୋଦୀ
- ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି – ବିଏମସି ମେୟର ସୁଲୋଚନା ଦାସ
- ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେଲେ ନୀତିନ ନବୀନ
Browsing Category
Odisha
All about all odisha state news updates
ବନ୍ଦ ହେବ ଡ୍ୟାନ୍ସ ବାର୍
ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ଆଗକୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡ୍ୟାନ୍ସ ବାର୍ ବନ୍ଦ କରାଯିବ। ଗୃହରେ ଅବକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସ୍କୁଲ, କଲେଜ, ମନ୍ଦିର ପାଖରେ ଆଉ…
ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜୁଛି ବିବାଦ
ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଚଳିତବର୍ଷ ନିର୍ବାଚନ ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଛାତ୍ର ସଙ୍ଗଠନ ପ୍ରତିବାଦ ଆରମ୍ଭ କରିଛନ୍ତି। ଛାତ୍ର କଂଗ୍ରେସ ପରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନିର୍ବାଚନ ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ…
ଆଜି ପୁଣି ଖୋଲିବ ରତ୍ନଭଣ୍ଡାର
ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍ଓପି ଅନୁସାରେ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର କରାଯିବ। ଅପରାହ୍ନ ୧ଟାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ସ୍ଥାନାନ୍ତର ସରିବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ କିନ୍ତୁ ଆନନ୍ଦ…
ଆଜି ଖୋଲିବ ରତ୍ନଭଣ୍ଡାର
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜି ପୁଣି ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ରତ୍ନଭଣ୍ଡାର ଖୋଲୁଥିବାରୁ ଦିନ ୧ ଟା ପରେ ଆଜି ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ଥାନାନ୍ତରଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଭକ୍ତ ନିଜ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ । ରତ୍ନଭଣ୍ଡାରରେ…
ଖଲ୍ଲିକୋଟରେ ବାଜି ମାରିଲା ବିଜେପି,କେନ୍ଦ୍ରାପଡ଼ାରେ ବିଜେଡି
ଭୁବନେଶ୍ବର: ପୁଣି ଦେଖାଗଲା ବିଜେପି ବିଜେଡ଼ି ଟକ୍କର | ବିଜେଡ଼ି ହାତରୁ ଆସନ ଛଡାଇନେଲା ବିଜେପି | ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ପଦବି ବଜାୟ ରଖିବାରେ ସଫଳ ହୋଇଥିଲେ କିନ୍ତୁ ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଛଡାଇନେଇଛି ବିଜେପି। ତେବେ ବିଜେଡି ସମର୍ଥିତ…
ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ୍ ମିସାଇଲ ପୃଥ୍ବୀ-୨ର ପରୀକ୍ଷଣ
ବାଲେଶ୍ବର: ଚାନ୍ଦିପୁର ଠାରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପୃଥ୍ବୀ-୨’ର ଗୁରୁବାର ସଂଧ୍ୟାରେ ପରୀକ୍ଷଣ ହୋଇଥିବା ସୂଚନା ମିଳିଛି। ଆଇଟିଆର୍ର ୩ ନମ୍ବର ଲଞ୍ଚ୍ପ୍ୟାଡରୁ ସଂଧ୍ୟା ୭ଟା ୪୫ ମିନିଟ୍ ସମୟରେ ଏହି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରକୁ ଉତ୍କ୍ଷେପଣ କରାଯାଇଥିଲା। ଏହାର…
ନାଳରେ ଭାସିଯାଇ ନାବାଳକ ମୃତ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁର ସହରରେ ନାଳରେ ଭାସିଯାଇ ନାବାଳକ ସାଇରାମ ପାତ୍ର (୧୦)ର ମୃତ୍ୟୁ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଗତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା…
ସିମ୍ ବକ୍ସ ମାମଲା : ମାଷ୍ଟରମାଇଣ୍ଡ ଆସାଦୁର ଜମାନର ଫଟୋ ଜାରି କରିଛି କମିଶନରେଟ ପୁଲିସ
ସିମ୍ ବକ୍ସ ମାମଲାରେ ସାମ୍ନାକୁ ଆସୁଛି ସାଂଘାତିକ ତଥ୍ୟ। ଏହି ମାମଲାରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି, ରାଜୁ ମଣ୍ଡଳକୁ ରିମାଣ୍ଡରେ ନେବା ପରେ କମିଶନରେଟ ପୁଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଏହି ଘଟଣାର ମାଷ୍ଟରମାଇଣ୍ଡ…
ବେଆାଇନ ମଦ ଭାଟି ଉପରେ ଚାଲିବ ବୁଲଡ଼ୋଜର
ବେଆଇନ ମଦ କାରବାର ବିରୋଧରେ ଖୁବଶୀଘ୍ର ଆକ୍ସନ ମୋଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଆସିବେ। ଚିକିଟି ମଦ ମୃତ୍ୟୁ ଘଟଣାରେ ଜଣଙ୍କୁ ବଦଳି ଓ ଦୁଇ ଜଣଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି।ଗଞ୍ଜାମ ମଦ ମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ…
ସମରଝୋଳ ଦୁର୍ଘଟଣା
ଗଞ୍ଜାମ ସମରଝୋଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ସହ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଏବଂ ଗୁରୁତର ଆହତଙ୍କୁ ୧ଲକ୍ଷ ଲେଖାଏଁ ସହାୟତା ରାଶି ଦେବାକୁ ନିର୍ଦେଶ ଦେଇଛନ୍ତି। ଏପରିକି ଆହତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ…