Trending
- ମହାକାଶରେ ଇସ୍ରୋର ଆଉ ଏକ ସଫଳତା,ଶ୍ରୀହରିକୋଟାରୁ GSLV-F18 ରକେଟ୍ ରେ NVS-03 ଉପଗ୍ରହର ସଫଳ ଉତକ୍ଷେପଣ
- ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଏୟାର ଚିଫ୍ ମାର୍ଶଲ ଆଶୁତୋଷ ଦୀକ୍ଷିତ
- ଭୟଙ୍କର ଭୂସ୍ଖଳନରେ ପୋତି ହୋଇ ଯାଇଥିବା ୧୨ଜଣଙ୍କୁ ଖୋଜିବ ହେଲିକପ୍ଟର
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
Browsing Category
Odisha
All about all odisha state news updates
ଆପୋଲରେ ନବ ଦାସଙ୍କ ଇସିଜି ହୋଇଥିବା ନେଇ କୌଣସି ତଥ୍ୟ ମିଳି ପାରୁନି
ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲା । ଆପୋଲୋ ହସ୍ପିଟାଲରୁ ମିଳିଲା ଚିକିତ୍ସା ବାବଦ ଖର୍ଚ୍ଚର ହିସାବ । ମାତ୍ର ୨ ଘଣ୍ଟା ଧରି ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୨ ଲକ୍ଷ ୩୦ ହଜାର ଟଙ୍କା । ଗୁଳି ମାଡ଼ ପରେ ଆପୋଲୋରେ ନବଙ୍କ ସର୍ଜରୀ ହୋଇଛି । ସନ୍ଧ୍ୟା ୫ଟା ୨୬ରୁ ୭ଟା ୩୦ ଯାଏଁ …
ରାସନ ସାମଗ୍ରୀ ସକାଳ ସାତ ଘଟିକାରୁ ୧୦ ଘଟିକା ଏବଂ ସନ୍ଧ୍ୟା ପାଞ୍ଚ ଘଟିକାରୁ ଆଠ ଘଟିକା ମଧ୍ୟରେ ବଣ୍ଟନ କରିବାକୁ ବିଭାଗ…
ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ସକାଳ ସାତ ଘଟିକାରୁ ୧୦ ଘଟିକା…
ଆଜି ବିଧାନସଭା ଆଗରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ,ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ କରିବା ସହ ଟିୟର ଗ୍ୟାସ ମଧ୍ୟ…
ଆଜି ବିଧାନସଭା ଆଗରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ରାଜ୍ୟରେ ବିଗୁଡୁଥିବା ଆଇନଶୃଙ୍ଖଳା ଓ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ କଂଗ୍ରେସ ଆହ୍ୱାନ କ୍ରମେ ଆଜି ହଜାର ହଜାର ଦଳୀୟ କର୍ମୀ ରାଜଧାନୀରେ ଏକତ୍ରୀତ ହୋଇ ବିଧାନସଭା ଘେରିବାକୁ ଯାଉଥିଲେ । ଭିଡ ଏତେ ଥିଲା କି, ପୋଲିସ…
ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏପ୍ରିଲ ୧ରୁ ମିଳିବ ମାଣ୍ଡିଆ ଲଡୁ
ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ରାଜ୍ୟସରକାରଙ୍କ ବଡ଼ ପଦେକ୍ଷପ । ଏପ୍ରିଲ ପହିଲାରୁ ମଧ୍ୟାହ୍ନ ଭୋଜନ ସହ ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ । ସ୍କୁଲର ସମସ୍ତ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ସପ୍ତାହରେ ସୋମବାର,…
ଆଜି କଂଗ୍ରେସର ବିଧାନସଭା ଘେରାଉ
ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କଲେ । ନିଲମ୍ବନ ପରେ ବିଧାନସଭା ଭିତରେ ଓ ବାହାରେ ହାଇଡ୍ରାମା କଲେ । ମାର୍ସଲ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ବି କଲେ । ଆଉ ଏବେ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛି କଂଗ୍ରେସ । ଆଜି କଂଗ୍ରେସ ବିଧାନସଭା ଘେରାଉ…
ବୋଲେରୋକୁ ଧକ୍କା ଦେଲା ହାଇୱା , ଘଟଣାସ୍ଥଳରେ ଚାଲିଗଲା ୩ ବିଦ୍ୟୁତ କର୍ମଚାରୀଙ୍କ ଜୀବନ
ବୋଲେରୋକୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ ଚାଲିଗଲା ୩ ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ଦୁଇ ଜଣ ଆହତ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ସମ୍ବଲପୁର -ସୁବର୍ଣ୍ଣପୁର ରାସ୍ତାର ଉଲୁଣ୍ଡା ଥାନା ମାଟୁପାଲି ଛକରୁ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ୫ଜଣ…
ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀମାନଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ
ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀମାନଙ୍କୁ ଟାର୍ଗେଟ୍ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ବିରୋଧୀ ଦଳ ଆଲୋଚନାରେ ଭାଗ ନେଇଥିଲେ ଭଲ ହୋଇଥାନ୍ତା। ଗୃହ ବିଭାଗ ସରକାରର ଭାବମୂର୍ତ୍ତିକୁ ଉପସ୍ଥାପନ କରେ। ଗୃହ ବିଭାଗର…
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ୍ ହରିଶ୍ ଟଣ୍ଡନ
ଆଜି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ୍ ହରିଶ୍ ଟଣ୍ଡନ । ହାଇକୋର୍ଟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି , ଆଡଭୋକେଟ୍…
ଅବକାରୀ ପୋଲିସର ଚଢ଼ାଉ ୧୦୫ଗ୍ରାମ ବ୍ରାଉନସୁଗାର ଜବତ ବେପାରୀ ଗିରଫ।
ଖୋର୍ଦ୍ଧା ଜିଲ୍ଲାରେ ଧିରେ ଧିରେ ବଢ଼ିବାରେ ଲାଗିଛି ଧଳାଜହର କାରବାର।ଧଳା ଜହର କବଜାରେ ଖୋର୍ଦ୍ଧା ସହର।ଧଳାଜହର ବେପାରୀ ମାନେ ସାହି ସାହିର ଗଳିକନ୍ଦିରେ ସେମାନଙ୍କର ବେପାରକୁ ବେଧଡକ ଭାବରେ ଚଲାଉଛନ୍ତି।ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଧଳାଜହର କାରବାରକୁ ବନ୍ଦ କରିବା ପାଇଁ ଚଢ଼ାଉ…
୨୯ରୁ ପୁଣି କଲବଲ କରିବ ଗ୍ରୀଷ୍ମ ଲହରୀ
୨୯ରୁ ପୁଣି କଲବଲ କରିବ ଗ୍ରୀଷ୍ମ ଲହରୀ। ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡିକୁ ଏ ନେଇ ସତର୍କ କରାଯାଇଛି। ୪ ଦିନରେ ରାଜ୍ୟରେ ୬ ଡିଗ୍ରୀ ଯାଏ ତାପମାତ୍ରା ବଢ଼ିବ। ରାତିର ତାପମାତ୍ରା ୨ ଦିନ ଭିତରେ ୩ ଡିଗ୍ରୀ ଯାଏ ବଢ଼ିବ।
ଳବୈଶାଖୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ପ୍ରବଳ ବର୍ଷା…