Browsing Category

Odisha

All about all odisha state news updates

ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଆସନ୍ତା ଜୁନ୍‌ ୧୧ ତାରିଖରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦଭାବନା ଗୃହରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ଏସପି, ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ…

ପୁନଃବାସ ହେବେ ୧୯ ମଠ

ପୁନଃବାସ ହେବେ ୧୯ ମଠ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠମନ୍ଦିର ପାଇଁ ପୁରୀ ସହରରେ ଜାଗା ଚିହ୍ନଟ। ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ସମସ୍ତ ୧୯ ଟି ମଠ ଏହି ପ୍ରକ୍ରିୟାକରଣ ରେ ସାମିଲ ରହିବେ । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତ…

+2 ନାମଲେଖା ପାଇଁ ଆଜିଠୁ ଆବେଦନ ଆରମ୍ଭ

+2 ନାମଲେଖା ପାଇଁ ଆଜିଠୁ ଆବେଦନ । ଆଜିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ । ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆଜି ଦିନ ୨ଟାରୁ ଆରମ୍ଭ ହେବ ପ୍ରକ୍ରିୟା । ୩୦ ତାରିଖ ଦିନ ୧୧ ଟା ୪୫ ସୁଦ୍ଧା ଆବେଦନ ଶେଷ ହେବ । ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ବାହାରିବ ।…

ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ନୂଆଦିଲ୍ଲୀରେ ଚାରିଦିନିଆ ଗସ୍ତ ଆରମ୍ଭ କରିବେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ସରକାରର ପ୍ରଥମ ବର୍ଷର କାର୍ଯ୍ୟଦକ୍ଷତା ରିପୋର୍ଟ ଉପସ୍ଥାପନ କରିବେ ଏବଂ ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରିବେ। ଏହି…

୨୭ ରେ ଆସୁଛି ଲଘୁଚାପ

ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡା, ବରଗଡ଼, ସମ୍ବଲପୁର ଓ ଦେଓଗଡକୁ ବାଦ ଦେଲେ ଅନ୍ୟ ୨୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି। ସେପଟେ ଆସନ୍ତା ୨୪…

କରୋନା ଭାଇରସ୍‌ର ନୂଆ ରୂପ JN-1 ଭାରିଆଣ୍ଟ

କରୋନାର ଭୟାବହତା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଡରାଇଲାଣି ଭୂତାଣୁ ଭୟ । କରୋନାର JN-1 ଭାରିଆଣ୍ଟକୁ ନେଇ ଏସିଆ ମହାଦେଶରେ ହଲ୍‌ଚଲ୍ । ୨୦୨୦ରେ କରୋନା ଭୂତାଣୁ ଅନେକଙ୍କ ଜୀବନ ନେଇଛି । ଲୋକଙ୍କ ଜୀବିକାରେ ମଧ୍ୟ ବାଧା ସୃଷ୍ଟି କରିଥିଲା । ବର୍ତ୍ତମାନ ଚୀନ, ସିଙ୍ଗାପୁର, ହଂକଂ ଓ…

ପିଆଜ ଉତ୍ପାଦନ ପରେ ଦର ହ୍ରାସ

ମହାରାଷ୍ଟ୍ରରେ ବମ୍ପର ପିଆଜ ଫସଲ ଏଥର ଅମଳ ହୋଇଛି ।  ବଜାରରେ ହଠାତ୍ ଅତ୍ୟଧିକ ଯୋଗାଣ ଯୋଗୁଁ ପିଆଜର ଦର ତୀବ୍ର ଭାବେ ହ୍ରାସ ପାଇଛି। ଫେବୃଆରୀରେ ପାଇକାରୀ ଦର ପ୍ରତି କିଲୋ ୩୫-୪୦ ଟଙ୍କା ଥିବାବେଳେ ମେ’ରେ ଏହା ୭-୧୭ ଟଙ୍କାକୁ ଖସିଛି। ଖୁଚୁରା ଦର ମଧ୍ୟ ୪୫ ଟଙ୍କାରୁ ୨୫-୩୦ ଟଙ୍କାକୁ ହ୍ରାସ…

ଆରବ ସାଗରରେ ଲଘୁଚାପ

ଆରବ ସାଗରରେ ଲଘୁଚାପ ।  ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ୨୧ ମେ ୨୦୨୫ ତାରିଖରେ ପୂର୍ବ-ମଧ୍ୟ ଆରବ ସାଗରରେ ଦକ୍ଷିଣ ମହାରାଷ୍ଟ୍ର ଏବଂ ଗୋଆ ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ନିମ୍ନ ଓ ମଧ୍ୟମ ସ୍ତରୀୟ ମେଘ ଏବଂ ତୀବ୍ର ଘୂର୍ଣ୍ଣବଳୟ ଦେଖାଯାଇଛି। ଏହି…

ଓଡ଼ିଶାରେ କରୋନା ଭାଇରସ

ଓଡ଼ିଶାରେ କରୋନା ଭାଇରସ  । ରାଜ୍ୟରେ କୋଭିଡ୍-୧୯ ମାମଲାରେ କିଛି ବୃଦ୍ଧି ଦେଖାଦେଇଛି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଗତ କିଛି ସପ୍ତାହରେ ନୂଆ ମାମଲା ଚିହ୍ନଟ ହୋଇଛି, ଯଦିଓ ଏହା ପୂର୍ବ ତରଙ୍ଗ ତୁଳନାରେ କମ୍ ତୀବ୍ର। ସରକାର ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଜନସାଧାରଣଙ୍କୁ ମାସ୍କ…

ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବାହାରିଛି। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଫଳ-୨୦୨୫ ପ୍ରକାଶିତ ହୋଇଛି। ଏଥର ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ। ଝିଅଙ୍କ ପାସ୍ ହାର ୮୭.୨୪…