Trending
- ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଟିଂ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶ୍ବାସ ଆଜି ସଂକଟରେ-ରାଜ୍ୟ ମହିଳା ଆୟୋଗ
- ନିୟମିତ ହେଲା ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ରେଳସେବା
- ବଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି
- ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
Browsing Category
Odisha
All about all odisha state news updates
ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆ ଗଲା କୁଆଡ଼େ ?
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ଦୁଇ ବର୍ଷ ଭିତରେ ଅନେକ ପ୍ରଶ୍ନ ଉଠିଲାଣି । ଏହି ମାମଲା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତଦନ୍ତରେ ରହିଥିବା ଘଟଣାକୁ କିଏ ଲୁଚାଉଛି କି ? ଏନେଇ ରାଜନୀତି ଜୋର ଧରିଥିବା ବେଳେ ବିଭିନ୍ନ ଛିଦ୍ର ସବୁ ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି।…
ସଂଗଠନକୁ ସୁଦୃଢ କରିବା ଲାଗି ପଶ୍ଚିମ ଓଡ଼ିଶାରୁ ଅଭିଯାନ ଆରମ୍ଭ କରିବେ ନବୀନ
ନିର୍ବାଚନ ସରିବାର ୭ ମାସ ପରେ ବିଜେପି ସରକାର ଗୋଟିକ ପରେ ଗୋଟିଏ ଯୋଜନା ଘୋଷଣା କରି ଏହାର ଶକ୍ତି ମଜଭୁତ କରୁଛି। ଅନ୍ୟପକ୍ଷରେ ସବୁଠୁ ଅଧିକ ଚର୍ଚ୍ଚାରେ ଥବା ମୁଖ଼୍ୟ ବିରୋଧୀ ବିଜେଡ଼ିର ଆଗାମୀ କାର୍ଯ୍ୟକ୍ରମ ନେଇ ଅନେକଙ୍କ ଭିତରେ ସଂଶୟ ଦେଖାଦେଇଛି। ତେବେ ଏଭଳି ସ୍ଥିତିରେ ଦଳର ମୁଖିଆ ନବୀନ…
ଦକ୍ଷିଣ ବସ୍ତର ଜଂଗଲ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର
୧୮ ମାଓବାଦୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ମାଓ ସଙ୍ଗଠନ । ଟପ୍ ମାଓନେତା ଦାମୋଦରଙ୍କ ସମେତ ୧୮ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଦକ୍ଷିଣ ବସ୍ତର ଜଂଗଲ ଏନକାଉଣ୍ଟରରେ ୧୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହି ଏନକାଉଣ୍ଟରରେ ୧୮ ସାଥି ମୃତ୍ୟୁ ବରଣ କରିଥିବା ନେଇ ଏକ…
ଚିଲିକାରେ କମିଲା ପକ୍ଷୀଙ୍କ ସଂଖ୍ୟା
ଚିଲିକାରେ କମିଲା ପକ୍ଷୀଙ୍କ ସଂଖ୍ୟା । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ମିଳିତ ଆନୁକୂଲ୍ୟରେ ଚିଲିକା ଏବଂ ପକ୍ଷୀ ଅଭୟାରଣ୍ୟ ନଳବଣରେ ପକ୍ଷୀ ଗଣନା ହୋଇଛି । ରିପୋର୍ଟ ଅନୁସାରେ ସମଗ୍ର ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀଙ୍କ ସମାଗମ…
କୋରାପୁଟ ବନଖଣ୍ଡର ୬ଟି ରେଂଜର ୨୫ଟି ସ୍ଥାନରେ ହୋଇଥିବା ପକ୍ଷୀ ଗଣନାରେ ୪୦ ରକମର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ
କୋରାପୁଟ ବନଖଣ୍ଡର ୬ଟି ରେଂଜର ୨୫ଟି ସ୍ଥାନରେ ହୋଇଥିବା ପକ୍ଷୀ ଗଣନାରେ ୪୦ ରକମର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ କରାଯାଇଛି। ୬ଟି ରେଞ୍ଜର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ ସ୍କ୍ବାର୍ଡ ଆଦି ଏହି ଗଣନାରେ ସାମିଲ ହୋଇଥିଲେ। କୋରାପୁଟ ବନାଞ୍ଚଳର କୋଲାବ ଜଲଭଣ୍ଡାର,…
ଆସନ୍ତା ୨୧ ରେ ୧୨ ଘଣ୍ଟିଆ ବରଗଡ ବନ୍ଦ ଡାକରା
ବରଗଡ ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କୁ ନ୍ୟାୟ ଦାବୀ ନେଇ ସର୍ବ ଦଳୀୟ ବୈଠକ ବସିଛି । ଏଥିରେ ଆସନ୍ତା ୨୧ ତାରିଖ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବରଗଡ ବନ୍ଦ ଡାକରା ଦିଆଯାଇଛି । ବର୍ତ୍ତମାନ ମଧ୍ୟ ଘଟଣାରେ ପୁଲିସ ଅନ୍ଧାରରେ ବାଡି ବୁଲାଉଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ବରଗଡ ନାଗରିକ କମିଟି…
୨୦୩୬ ସୁଦ୍ଧା ଓଡିଶାକ ହେବ ସମୃଦ୍ଧ ରାଜ୍ୟ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଆମ ସରକାର ମାତ୍ର ସାତ ମାସ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଆମ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନର ବିଭନ୍ନ ଆହ୍ୱାନର…
ରଘୁରାଜପୁର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ
ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ ବୁଲି ଥିଲେ। ଲୋକଙ୍କ ଘରେ ପଟ୍ଟଚିତ୍ର ଡେମୋ ଦେଖିବା ସହ ଆଲୋଚନା କରିଥିଲେ। ମ୍ୟୁଜିୟମ ସହ ପ୍ରଦର୍ଶନୀ ପଡ଼ିଆରେ…
ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ଚଢାଉ: ସେପଟେ ଗୁଳିମାଡ଼କୁ ନେଇ ଜୋରଧରିଲା ରାଜନୀତି
ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଆଜି ବି ଚଢାଉ କରାଯାଇଛି। ସମ୍ବଲପୁର ସ୍ଥିତ ଘର ଓ ଅଫିସ ଏବଂ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ୍ ଜାରି ରହିଛି। କାଲି ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ବିଭାଗ। ସେପଟେ ନବ…
କୋଇଲା ହପର୍ ଭୁଶୁଡିବା ଘଟଣା : ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର
ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର୍ ଭୁଶୁଡିବା ଘଟଣାରେ ନିଖୋଜ ଥିବା ସମସ୍ତ ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ପ୍ରଥମେ ଦୁଇ ଜଣଙ୍କ ମୃତଦେହ ମିଳିଥିବାବେଳେ ପରବର୍ତ୍ତୀ ସମୟରେ ଆଉ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଦୀର୍ଘ ୩୬…