Trending
- ଆଜି ଠୁ ଭକ୍ତ ନିବାସରେ ଲାଗୁ ହେବ ହେବ ନୂଆ ପାର୍କିଂ ଫି
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
Browsing Category
Sports
All sports related news will be uploaded
ଇଂଲଣ୍ଡକୁ ଭେଟିବ ଟିମ ଇଣ୍ଡିଆର ନୂଆ ଦଳ
ପ୍ରଥମ ଟେଷ୍ଟ ପରାଜୟ ପରେ ଲଗାତାର ୩ଟି ମ୍ୟାଚ ଜିତି ଟେଷ୍ଟ ସିରିଜ ବିଜୟୀ ହୋଇଛି ରୋହିତ ସେନା । ଏବେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟକୁ ଅପେକ୍ଷା ରହିଛି । ତେବେ ଏହି ମ୍ୟାଚ ପାଇଁ ଦଳରେ ଅନେକ ପରିବର୍ତ୍ତନ କରିପାରେ ଭାରତର ଟିମ ମ୍ୟାନେଜମେଣ୍ଟ । ଏହି ଦଳରେ ଅଧିନାୟକ ରୋହିତ ଶର୍ମା ବିଶ୍ରାମ…
ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରୀଡ଼ା କଂପ୍ଲେକ୍ସ
ବାରବାଟୀ ଷ୍ଟାଡିୟମ୍ର ନବକଳେବରଠାରୁ ଆରମ୍ଭ ହୋଇଛି ଏହାର ଅଭିଯାନ। ଐତିହ୍ୟସମ୍ପନ୍ନ ବାରବାଟୀ ଷ୍ଟାଡିୟମ୍ର ରୂପଭେକକୁ ବଦଳାଇ ଦେବା ସହ ସିଟ୍ ସଂଖ୍ୟାକୁ ୬୦,୦୦୦ ବିଶିଷ୍ଟ କରିବା ଲକ୍ଷ୍ୟରେ ପ୍ରସ୍ତୁତ ପୁନଃବିକାଶ ପ୍ରକଳ୍ପକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଛନ୍ତି।…
ଆଇପିଏଲ ଖେଳି ନ ପାରନ୍ତି କୋହଲି
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରୁ ବିରାଟ କୋହଲି ବାହାରେ ଅଛନ୍ତି। ପ୍ରଥମେ ସେ ଏହି ୫ ମ୍ୟାଚ ଟେଷ୍ଟ ସିରିଜର ଦୁଇଟି ମ୍ୟାଚ ମଧ୍ୟରୁ ବାଦ ପଡିଥିଲେ ଏବଂ ପରେ ଶେଷ ତିନୋଟି ମ୍ୟାଚ ପାଇଁ ମଧ୍ୟ ଦଳରେ ସାମିଲ ହୋଇନଥିଲେ। ବିରାଟ କୋହଲି ଗତ କିଛି ଦିନ ହେବ କ୍ରିକେଟ…
ଘରୋଇ ମାଟିରେ ଭାରତ ବନାଇଲା ରେକର୍ଡ
ଭୁବନେଶ୍ବର: ରାଞ୍ଚିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚ୍ ଜିତିଛି ଭାରତ । ଘରୋଇ ମାଟିରେ ଭାରତ ଚତୁର୍ଥ ପାଳିରେ ୨୦୦ରୁ କମ ରନର ବିଜୟ ଲକ୍ଷ୍ୟ ହାସଲ କରିବାରେ ରେକର୍ଡ କରିଛି ।ରାଞ୍ଜିରେ ଭାରତ ଇଂଲଣ୍ଡକୁ ହରାଇ ୩-୧ରେ ୫ ଟିକିଆ ସିରିଜକୁ କବଜା କରିଛି । ଚତୁର୍ଥ ଦିନରେ ୧୯୨…
ରୋଚକ ମୋଡ଼ରେ ଭାରତ
ତୃତୀୟ ଦିନରେ ବଡ଼ ଧରଣର ଓଲଟପାଲଟ କରି ରାଞ୍ଚି ଟେଷ୍ଟ୍କୁ ନିୟନ୍ତ୍ରଣକୁ ନେଇଛି ଭାରତ। ଯୁବ ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲଙ୍କ ଧମାକାଦାର ଅର୍ଦ୍ଧଶତକ ପରେ ଆର୍ ଅଶ୍ବିନ ଓ କୁଲଦୀପ ଯାଦବଙ୍କ ଶାଣିତ ସ୍ପିନ୍ରେ ବଳିୟାନ ହୋଇ ମ୍ୟାଚ୍ ଓ ଶୃଙ୍ଖଳାକୁ ନିଜ ନାଁରେ କରିବାର ଦ୍ବାର ଦେଶରେ…
ବଡ଼ ସଙ୍କଟରୁ ମୁକୁଳିଲା ଭାରତ
ରାଞ୍ଚିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୦୭ ରନରେ ଅଲଆଉଟ୍ ହୋଇଯାଇଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୨୧୯ ରନ୍ ସଂଗ୍ରହ କରିଥିବା ବେଳେ ଆଜି ଆଉ ୮୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ଦଳର ନୂଆ…
ଶେଷ ବଲ୍ରୁ ବିଜୟ
ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୭୧ ରନ କରିଥିଲା। ଜବାବରେ ମୁମ୍ବାଇ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରି ନେଇଥିଲା। ଶେଷ ବଲ୍ରୁ…
ଜିତିବା ଲକ୍ଷ୍ୟରେ ଭାରତ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍ ଦୁଇ ଦଳଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। କାରଣ ଭାରତ ଏବେ ୨-୧ରେ ଶୃଙ୍ଖଳାରେ ଆଗୁଆ ଥିବା ବେଳେ ରାଞ୍ଚିରେ ଜିତିଲେ ଶୃଙ୍ଖଳା କବ୍ଜା କରିନେବ। ତେଣୁ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବା…
ଭଙ୍ଗାହେବ ବାରବାଟୀ ଷ୍ଟାଡିୟମ୍
ଓଡ଼ିଶା କ୍ରିକେଟ୍ର ପରିଚୟ କଟକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ। ବର୍ତ୍ତମାନର ଷ୍ଟାଡିୟମକୁ ସଂପୂର୍ଣ୍ଣ ଭାଂଗି ଦିଆଯାଇ ସେହି ସ୍ଥାନରେ ସମସ୍ତ ଅତ୍ୟାଧୁନିକ ସୁବିଧା ଥିବା ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ। ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଷ୍ଟାଡିୟମକୁ ନୂଆ…
ସଚିନଙ୍କ ପଛରେ ସଚିନ
ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ବହୁତ ବଡ଼ ପ୍ରଶଂସକ ଥିବାରୁ ବାପା ଶ୍ରଦ୍ଧାରେ ତାଙ୍କ ନା ରଖିଥିଲେ ‘ସଚିନ’। ସେହି କୁନି ସଚିନ ଆଜି ବଡ଼ ହୋଇଛି। ତେନ୍ଦୁଲକରଙ୍କ ପଦାଙ୍କ ଅନୁସରଣ କରି କ୍ରିକେଟ୍ ପିଚ୍ରେ କମାଲ କରୁଛି। ଡାହାଣ ହାତୀ ବ୍ୟାଟିଂ ସହ ତେନ୍ଦୁଲକରଙ୍କ ଭଳି ଡାହାଣହାତୀ…