Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
Sports
All sports related news will be uploaded
ରସେଲଙ୍କୁ ଶାହରୁଖଙ୍କ ଆଲିଙ୍ଗନ
ଗୁକୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ସହମାଲିକ ତଥା ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ ଦଳର ବିଜୟ ପରେ ପଡ଼ିଆକୁ ଆସି ଅଲ୍ରାଉଣ୍ଡ ପ୍ରଦର୍ଶନ ଦେଇଥିବା ଆନ୍ଦ୍ରେ ରସେଲଙ୍କୁ କୁଣ୍ଢାଇ ପକାଇଥିଲେ। ସନ୍ରାଇଜର୍ସ ବିପକ୍ଷ ଏହି ମ୍ୟାଚ୍ରେ ରସେଲ ୨୫ ବଲ୍ରେ ଅପରାଜିତ ୬୪ ରନ୍ କରିବାରୁ…
ଆଜି ଆରଆର- ଲକ୍ଷ୍ନୌ, ଜିଟି-ଏମଆଇ ଟକ୍କର
ଆରମ୍ଭ ହୋଇ ସାରିଛି IPLର ୨୦୨୪ ସଂସ୍କରଣ । ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଟକ୍କର ହେବ ।ଗତକାଲି ଆଇପିଏଲର ଦ୍ବିତୀୟ…
ପଞ୍ଜାବ କିଙ୍ଗ୍ସ ଜିତିଲା ଟସ୍: ପ୍ରଥମେ ବୋଲିଂ
ଆଇପିଏଲ୍ ୨୦୨୪ର ଦ୍ବିତୀୟ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚଣ୍ଡିଗଡ଼ର ମହାରାଜା ୟଦବିନ୍ଦର ସିଂ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍ ରେ ଖେଳାଯାଉଛି। ପଞ୍ଜାବ କିଙ୍ଗ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନ ଟସ…
ଚେନ୍ନାଇ, ୬ ୱିକେଟ୍ରେ ବେଙ୍ଗାଲୁରୁକୁ ହରାଇଲା
ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ର ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟରୁ ଅଭିଯାନ ଆରମ୍ଭ କରିଛି। ତେବେ ଏହି ମ୍ୟାଚରେ ଓପନିଂ କରିବାକୁ ଯାଇଥିବା ଷ୍ଟାର ଖେଳାଳି ବିରାଟ କୋହଲି ମାତ୍ର ୨୧ ରନ୍ କରି ପାଭିଲିୟନ ଫେରିଥିଲେ । ଏହି ଛୋଟ ଇନିଂସ ବଳରେ…
ଆଜିଠୁ ଆଇପିଏଲ ଆରମ୍ଭ
କିଛି ଘଣ୍ଟା ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍ର ବହୁଚର୍ଚ୍ଚିତ ମହୋତ୍ସବ। ଚେନ୍ନାଇରେ ବାଜିବ ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍’ର ସପ୍ତଦଶ ସଂସ୍କରଣ ବିଗୁଲ। ମ୍ୟାଚ୍ ୮ଟାରୁ ଆରମ୍ଭ ହେବ। ହେଲେ ସଂଧ୍ୟା ସାଢ଼େ ୬ଟାରୁ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ…
ଆଇପିଏଲ୍ରେ କେଉଁଠୁ ଆସେ ଏତେ ଟଙ୍କା?
ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ ଚକାଚକ୍ ରଙ୍ଗ, ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍ ପାଇଁ ଭାରତକୁ ଆସନ୍ତି। ସେଥିପାଇଁ କେତେକ ଲୋକ ଏହାକୁ ଇଣ୍ଡିଆନ ପ୍ରିମିୟର ଲିଗ…
ଆଇପିଏଲ-୨୦୨୪ – ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ କମାଇବାକୁ ଏଥର ନୂଆ ନିୟମ
ଶୁକ୍ରବାରରୁ ଆରମ୍ଭ ହେଉଛି ଆଇପିଏଲର ୧୭ ତମ ସଂସ୍କରଣ । ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ଆଇପିଏଲରେ ବୋଲରଙ୍କ ପ୍ରଭାବ କମୁଥିବାରୁ ଚଳିତ ଆଇପିଏଲରେ ବୋଲରଙ୍କୁ ସୁହାଇବା ପାଇଁ ନୂଆ ନିୟମ ହେବ । ବୋଲରମାନେ ଗୋଟିଏ ଓଭରରେ…
ନାଁ ବଦଳାଇଲା ଆରସିବି
ଆଇପିଏଲ ୨୦୨୪ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ସିଏସ୍କେ ଏବଂ ଆରସିବି ମଧ୍ୟରେ ଖେଳାଯିବ। ହେଲେ ତା’ ପୂର୍ବରୁ ମଙ୍ଗଳବାର ଆରସିବି ଆନୁଷ୍ଠାନିକ ଭାବେ ନିଜ ନାଁ ବଦଳାଇ ଦେଇ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’। ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…
ଆଇପିଏଲ୍ ସିଧାପ୍ରସାରଣରେ ଓଡ଼ିଆ ନାହିଁ
ଶୁଭିବନି ଓଡ଼ିଆ ଭାଷାର ଆଇପିଏଲ୍ ସିଧାପ୍ରସାରଣ। ଏଥିସହ ଓଡ଼ିଆ ଭାଷାରେ କାର୍ଯ୍ୟକ୍ରମ କିମ୍ବା ସ୍କୋରସିଟ୍ ମଧ୍ୟ ମୋବାଇଲ୍ ପରଦାରେ ଆଉ ଦେଖାଯିବନି। ଓଟିଟି ପ୍ଲାଟ୍ଫର୍ମରେ ସିଧାପ୍ରସାରଣ କରିବାକୁ ଥିବା ଜିଓ ସିନେମା ପକ୍ଷରୁ ଆଇପିଏଲ୍ ଧାରାବିବରଣୀକୁ ୯ଟି ଭାଷାରେ ସୀମିତ ରଖାଯାଇଛି।…
ଶୀଘ୍ର ଆର୍ସିବି ଶିବିରରେ ଯୋଗଦେବେ ବିରାଟ
ବିରାଟ କୋହଲି ଆଇପିଏଲ-୨୦୨୪ରେ ଖେଳିବେ କି ନାହିଁ ତାହାକୁ ନେଇ ପ୍ରଶଂସକଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିଲା।ଏବେ ସେ ଖୁବଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶିବିରରେ ଯୋଗଦେବେ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବିରାଟ ପ୍ରାୟ ଦୁଇମାସ ହେବ ବିରତିରେ ଥିଲେ। ଏହି…