Browsing Category

Sports

All sports related news will be uploaded

ଅରେଞ୍ଜ-ପର୍ପଲ କ୍ୟାପ୍‌କୁ ନେଇ ଏହି ୨ ବୋଲରଙ୍କ ମଧ୍ୟରେ ଲଢେଇ

ଆଇପିଏଲ୍‌ ୨୦୨୪ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୫ଟି ମ୍ୟାଚ ପରେ ଟୁର୍ନାମେଣ୍ଟରେ ପ୍ଲେ ଅଫ ମ୍ୟାଚ ଆରମ୍ଭ ହେବ। ଅରେଞ୍ଜ୍‌ ଏବଂ ପର୍ପଲ କ୍ୟାପ ପାଇଁ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଟୁର୍ନାମେଣ୍ଟରେ ଟପ-୪ରେ ପହଞ୍ଚିବା ପାଇଁ ଦଳ ମଧ୍ୟରେ ଏକ ପ୍ରତିଯୋଗିତା ଅଛି। ଅରେଞ୍ଜ୍‌…

ଦୁଇଟି ମ୍ୟାଚର ଫଳାଫଳ ବଦଳାଇପାରେ ସ୍ଥିତି

 ଚଳିତ ସିଜିନର ଆଇପିଏଲ ପ୍ଲେଅଫ୍ ଲଢ଼େଇ ରୋଚକ ମୋଡ଼ରେ ପହଞ୍ଚିଛି। ପ୍ଳେଅଫ୍ ପୂର୍ବରୁ ଆଉ ମାତ୍ର ୬ଟି ମ୍ୟାଚ ଖେଳିବାକୁ ବାକି ରହିଛି । ତେବେ ଏଭଳି ସ୍ଥିତିରେ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟପ-୪ରେ ପହଞ୍ଚିବା ମୁସ୍କିଲ ହୋଇଯିବ । ତେଣୁ ଦିଲ୍ଲୀ ପ୍ଲେଅଫ୍…

ଗୁଜରାଟ ବିଦା, ଆରସିବିକୁ ଫାଇଦା

ଗୁଜରାଟ ଟାଇଟାନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆଇପିଏଲ ୨୦୨୪ର ୬୩ତମ ମ୍ୟାଚ ଖେଳାଯିବାର ଥିଲା। କିନ୍ତୁ ଏହି ମ୍ୟାଚ୍‌କୁ ବର୍ଷା ଧୋଇଦେଇଥିଲା। ଏହି ବାତିଲ ହୋଇଥିବା ମ୍ୟାଚ ସହିତ ଗୁଜରାଟକୁ ପ୍ଲେ ଅଫ ରେସ୍‌ରୁ ହଟାଇ ଦିଆଯାଇଥିଲା। ଗୁଜରାଟ ବାଦ୍‌ ପଡିଥିବାରୁ ରୟାଲ ଚ୍ୟାଲେଞ୍ଜର୍ସ…

୨୦୦ ରନ୍‌କୁ ବହୁତ ବଡ଼ 

ଚଳିତ ଆଇପିଏଲ୍‌ରେ ଅନେକ ମ୍ୟାଚ୍‌ଗୁଡ଼ିକର ସ୍କୋର ୩୦୦ ପାଖାପାଖି ହୋଇଯାଉଛି। ହେଲେ ରନ୍‌ର ପାହାଡ଼ ଛିଡ଼ା ହୋଇପାରୁଥିବା ଘଟଣାଗୁଡ଼ିକର କାରଣ ‘ଇମ୍ପାକ୍ଟ ପ୍ଲେୟର’ ବୋଲି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ତଥା ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏକ ସାକ୍ଷାତକାରରେ…

ଟସ୍ ଜିତିଲା ରାଜସ୍ଥାନ

ଆଇପିଏଲ୍‌ର ୬୧ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍(ସିଏସକେ) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…

ବିଶ୍ବକପ୍‌ରେ କୋହଲି ଓପନିଂ କରନ୍ତୁ: ଗାଙ୍ଗୁଲି

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଦଳର ପ୍ରଥମ ପର୍ଯ୍ୟାୟ ଗସ୍ତ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ। ବିଶ୍ବକପ୍‌ ଦଳରେ ଥିବା ଯେଉଁ ଖେଳାଳିମାନେ ଆଇପିଏଲ୍‌ ପ୍ଲେଅଫ୍‌କୁ ଯୋଗ୍ୟତା ଅର୍ଜନ ନକରିପାରିବେ, ସେମାନେ ତୁରନ୍ତ ଆମେରିକା ଗସ୍ତ କରିବେ। ପ୍ରଥମ ପର୍ଯ୍ୟାୟରେ କିଛି…

ଖୁବ୍ ଶୀଘ୍ର ନୂତନ କୋଚ୍ ପାଇଁ ବିଜ୍ଞାପନ ପ୍ରକାଶ କରିବ ବିସିସିଆଇ

ବିସିସିଆଇ ଖୁବ ଶୀଘ୍ର ଏକ ନୂତନ କୋଚ୍ ପାଇଁ ଏକ ବିଜ୍ଞାପନ ପ୍ରକାଶ କରିବ। ବୁଧବାର ମୁମ୍ବାଇରେ ବିସିସିଆଇ ସଚିବ ଜୟ ଶାହା ଏହା ପ୍ରକାଶ କରିଛନ୍ତି।ବିସିସିଆଇ ସଚିବ କହିଛନ୍ତି, “ରାହୁଲଙ୍କ କାର୍ଯ୍ୟକାଳ ଜୁନ୍ ପର୍ଯ୍ୟନ୍ତ ରହିଛି। ତେଣୁ ଯଦି ସେ ଭାରତୀୟ ଦଳ ସହିତ ଆଗକୁ ରହିବାକୁ ଚାହୁଁଛନ୍ତି,…

କେ.ଏଲ ରାହୁଲଙ୍କ ଉପରେ ରାଗି ଉଠିଲେ

ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମ୍ୟାଚରେ ଲକ୍ଷ୍ନୌ ଟିମ୍‌କୁ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୧୦ ୱିକେଟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।…

ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ ସହରରେ ଏହି ମଶାଲ ପ୍ରବେଶ କରିବ। ଏପ୍ରିଲ ୧୬ ତାରିଖରେ ଦକ୍ଷିଣ ଗ୍ରୀସ୍‌ର ଏଥେନ୍ସରେ ଥିବା ପୁରାତନ ଗେମ୍ସ ଭେନ୍ୟୁରେ ମଶାଲରେ ଅଗ୍ନି ସଂଯୋଗ…

ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଜର୍ସି ଲଞ୍ଚ୍‌

ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର ଜର୍ସି ବିଶ୍ୱ କ୍ରୀଡ଼ା ପୋଷାକ ବ୍ରାଣ୍ଡ ଆଡିଡାସ ଦ୍ୱାରା ନିର୍ମିତ। ବର୍ତ୍ତମାନ ‘ଆଡିଡାସ ଇଣ୍ଡିଆ’ ଇନଷ୍ଟାଗ୍ରାମରେ ଗ୍ରାଫିକ୍ସ ମାଧ୍ୟମରେ ଭାରତୀୟ ଦଳର ଜର୍ସି…