Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Sports
All sports related news will be uploaded
TTEରୁ OSD ହେଲେ ସ୍ୱପ୍ନିଲ
ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ସ୍ୱପ୍ନିଲଙ୍କୁ ରେଳ ବିଭାଗ ଦେଲା ବଡ ଗିଫ୍ଟ । ଟିଟିଇରୁ ଓଏସଡି ହେଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା । ତେବେ ଏଥର ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ସ୍ୱପ୍ନିଲ କୁସାଲେ । ଆଉ ଏହାପରେ ରେଳ ବିଭାଗରେ ଟିଟିଇରୁ ତାଙ୍କୁ ଓଏସଡି ଭାବେ…
ଆଜିଠୁ ଭାରତ-ଶ୍ରୀଲଙ୍କା ଟକ୍କର
ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରୀଲଙ୍କା ୦-୩ରେ ଭାରତଠୁ ପରାଜିତ ହେବା ପରେ ଶୁକ୍ରବାରଠୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାଗ୍ୟ ପରୀକ୍ଷା କରିବ। କିନ୍ତୁ ଶୃଙ୍ଖଳା ଆରମ୍ଭରୁ ଶ୍ରୀଲଙ୍କାକୁ ବଡ଼ ଝଟ୍କା ଲାଗିଛି। ଘରୋଇ ଦଳ ଏବେ ଆହତ ଓ ଅସୁସ୍ଥ ସମସ୍ୟା ଭିତରେ ଗତି କରୁଛି।…
ପ୍ୟାରିସ୍ ଅଲିମ୍ପିକ୍ସ
ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ୨ଟି କାଂସ୍ୟ ପଦକ ମିଳିଛି। ଆହୁରି ଏକାଧିକ କ୍ରୀଡ଼ାରେ ଭାରତର ପଦକ ଆଶା ବଳବତ୍ତର ରହିଛି। ଭାରତର ଅଲିମ୍ପିକ୍ସ ଅଭିଯାନରେ ଗୁରୁବାର ଭାରତୀୟ ପ୍ରତିଯୋଗୀମାନେ ଏକାଧିକ କ୍ରୀଡ଼ାରେ ଅଂଶଗ୍ରହଣ କରିବେ।
ପୂର୍ବାହ୍ନ ୧୧ଟା : ପୁରୁଷ ୨୦ କିମି ଚାଲି ଫାଇନାଲ-…
୭୧ ବର୍ଷ ବୟସରେ କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ। ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ…
ପ୍ୟାରିସ୍ ଅଲିମ୍ପିକ୍ସ: କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି ଭାରତୀୟ ହକି ଦଳ
ଭାରତୀୟ ହକି ଦଳ ଚଳିତ ପ୍ୟାରିସ୍ ଅଲିମ୍ପିକ୍ସର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ଭାରତ ଗ୍ରୁପ୍ ବି’ ମ୍ୟାଚ୍ରେ ମଙ୍ଗଳବାର ଆୟର୍ଲାଣ୍ଡକୁ ୨-୦ ଗୋଲ୍ରେ ହରାଇବା ଏବଂ ଏହି ଗ୍ରୁପ୍ରେ ଆର୍ଜେଣ୍ଟିନାଠାରୁ ନ୍ୟୁଜିଲାଣ୍ଡ ହାରିବା ହର୍ମନପ୍ରୀତ ସିଂହଙ୍କ ଦଳର କ୍ବାର୍ଟରଫାଇନାଲ୍…
ପ୍ୟାରିସ ଅଲିମ୍ପିକ୍ସ : ପଦକ ତାଲିକାରେ ଭାରତ ୨୬ ତମ ସ୍ଥାନରେ
ପ୍ୟାରିସ ଅଲିମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତର ଯାତ୍ରା ଉତ୍ଥାନ ପତନ ଦେଇ ଗତି କରୁଛି। ଭାରତୀୟ ଖେଳାଳିମାନେ ଶୁଟିଂ, ତିରନ୍ଦାଜୀ, ହକି ଏବଂ ବ୍ୟାଡମିଣ୍ଟନ ଭଳି କ୍ରୀଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ତୃତୀୟ ଦିନ ପର୍ଯ୍ୟନ୍ତ ଦଳ କେବଳ ଗୋଟିଏ ପଦକ ଜିତିଛି ଏବଂ ପଦକ ତାଲିକାରେ…
ଅଲିମ୍ପିକ୍ସରେ ଇତିହାସ ରଚିଲେ ମୋନିକା
ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଟେବୁଲ ଟେନିସ୍ ଖେଳାଳି ମୋନିକା ବାତ୍ରା ଟେବୁଲ ଟେନିସରେ ଇତିହାସ ସୃଷ୍ଟି କରିଛନ୍ତି। ୩୨ର ରାଉଣ୍ଡରେ ମୋନିକା ଫ୍ରେଞ୍ଚ ପ୍ୟାଡଲର ପ୍ରୀତିକା ପାୱାଡେଙ୍କ ସହ ମୁହାଁମୁହିଁ ହୋଇଥିଲେ। ମୋନିକା ପାୱାଡେଙ୍କୁ କ୍ଲିନ୍ସୁଇପ୍ କରିଥିଲେ। ଏହା ପରେ ସେ ୧୬…
ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍ ଗୀତାକୁ ଦେଇଛନ୍ତି – ଶୁଟର ମନୁ ଭାକର
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍ ଗୀତାକୁ ଦେଇଛନ୍ତି। ଟୋକିଓ ବିଫଳତା ପରେ ସେ ନିୟମିତ…
ଭାରତକୁ ମିଳିପାରେ ୩ ସ୍ବର୍ଣ୍ଣ
ପ୍ୟାରିସ ଅଲମ୍ପିକ୍ସରେ ଗତକାଲି ଭାରତକୁ ତାହାର ପ୍ରଥମ ପଦକ ମିଳିସାରିଛି । ମହିଳା ସୁଟର ଏହି ପଦକ ଭାରତ ପାଇଁ ଜିତିଛନ୍ତି । ଯାହା କାଂସ୍ୟ ଭାବରେ ଆସିଛି । ଏହିକ୍ରମରେ ଭାରତକୁ ଆଜି ଗୋଟିଏ କିମ୍ବା ୨ ଟି ନୁହେଁ ବରଂ ୩ ଟି ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ରହିଛି । ଏଥିରେ ଦୁଇଟି ପଦକ…
ଶ୍ରୀଲଙ୍କା କୁ ଘାଇଲା କଲା ଭାରତୀୟ ବୋଲର
ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ବୋଲର ପୁଣି ଥରେ ଚମକିଛନ୍ତି।ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂରେ ଘାଇଲା ହୋଇ ଏକଦା ଦୃଢ଼ ସ୍ଥିତିରେ ଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ କେବଳ ୧୬୧ ରନ୍ କରିଛି। ଅଳ୍ପକେ ହ୍ୟାଟ୍ରିକ୍ରୁ ବଞ୍ଚିତ ହୋଇଥିବା…