Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Sports
All sports related news will be uploaded
କୁସ୍ତି ଜିତିଗଲା ମୁଁ ହାରିଗଲି ଭିନେଶ
ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତକାଲି ନିରାଶ ହେବା ପରେ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ କୁସ୍ତି ଜଗତରୁ ସବୁଦିନ ପାଇଁ ଭିନେଶ ବିଦାୟ…
ଅଲିମ୍ପିକ୍ସ ହକି ସେମିରେ ଭାରତ ପରାସ୍ତ
ଦୀର୍ଘ ୪୪ ବର୍ଷ ପରେ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ଭାରତୀୟ ପୁରୁଷ ହକି ଦଳ ଯେଉଁ ଆଶା ରଖିଥିଲା , ତାହା ମଉଳି ଯାଇଛି। ମଙ୍ଗଳବାର ପ୍ୟାରିସ୍ ଅଲିମ୍ପିକ୍ସରେ ସେମିଫାଇନାଲରେ ଭାରତକୁ ୩-୨ ଗୋଲରେ ଜର୍ମାନୀ ପରାସ୍ତ କରିଛି। ବ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିଲା ଏବଂ ଉଭୟ ଦଳ ଆକ୍ରମଣାତ୍ମକ…
ଫାଇନାଲରେ ନୀରଜ
ପୁଣି ଥରେ ଭାରତୀୟ ଆଥଲେଟିକ୍ସ ପାଇଁ ଅନେକ ରେକର୍ଡ ସୃଷ୍ଟି କରିଥିବା ନୀରଜ ଚୋପ୍ରା ଦ୍ୱିତୀୟ ଅଲିମ୍ପିକ୍ସରେ ନିଜ ଜାଭେଲିନ ଜରିଆରେ ଇତିହାସ ରଚିବାକୁ ଯାଉଛନ୍ତି । ହରିୟାଣାର ଏହି ୨୬ ବର୍ଷୀୟ ଖେଳାଳି ଅଲିମ୍ପିକ୍ସ ୨୦୨୪ ଯୋଗ୍ୟତା ପର୍ଯ୍ୟାୟରେ ଚମତ୍କାର ଜାଭେଲିନ୍ ଫିଙ୍ଗି ଫାଇନାଲରେ ପ୍ରବେଶ…
ଅଲିମ୍ପିକ୍ସ 2024- ହକି ସେମିଫାଇନାଲରେ ବିଶ୍ୱ ବିଜେତା ଜର୍ମାନୀ ସହ ଆଜି ମହାମୁକାବିଲା
କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍। ଫାଇନାଲ୍ ଟିକେଟ୍ ପାଇଁ ଆଜି ଜର୍ମାନୀ ସହ ହେବ କଡା ଟକ୍କର । ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଟିମର ତାରକା ଡିଫେଣ୍ଡର ଅମିତ ରୋହିଦାସ ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ଗ୍ରେଟ୍…
ହେବାକୁ ଯାଉଛି ଆଇପିଏଲ ୨୦୨୫ର ମେଗା ନିଲାମ
ଆଇପିଏଲ ୨୦୨୫ର ମେଗା ନିଲାମ ହେବାକୁ ଯାଉଛି। ଆଜ୍ଞା ହଁ, ସମସ୍ତ ଦଳରେ ବଡ ପରିବର୍ତ୍ତନ ଦେଖାଯିବ। ଅନେକ ଦଳ ଏପରିକି ଷ୍ଟାର ଖେଳାଳିଙ୍କୁ ମୁକ୍ତ କରି ନିଲାମକୁ ପଠାଇବେ। ଏହି ସମୟରେ, ଏହିପରି ଖେଳାଳି ମେଗା ନିଲାମରେ ମଧ୍ୟ ପ୍ରବେଶ କରିପାରିବେ, ଯାହାଙ୍କୁ ସମସ୍ତ ୯ଟିମ କିଣିବାକୁ ରେସ ଲଗାଇବେ…
ଫେଲ୍ ମାରିଲା ଟିମ୍ଇଣ୍ଡିଆ
ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍କୁ ୩୨ରନ୍ରେ ଜିତି ନେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୪୦ ରନ୍ କରିଥିଲା। ଜବାବରେ ଭାରତ ୪୨.୨ ଓଭରରେ ୨୧୦ ରନ୍ କରି ଅଲଆଉଟ ହୋଇଥିଲା। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା…
ଇଂଲଣ୍ଡର ହେଡ କୋଚ ଦାୟିତ୍ୱ ନେବେ ରାହୁଲ
ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେବାର ଦାବି ନ ଥମୁଣୁ, ଏବେ ଦ୍ରାବିଡ ଇଂଲଣ୍ଡର ହେଡ କୋଚ ହେବେ ବୋଲି ଚର୍ଚ୍ଚା ହେଉଛି । ଇଂଲଣ୍ଡ ଓ ୱେଲସ କ୍ରିକେଟ ବୋର୍ଡ ନିଜର ଏକଦିବସୀୟ ଓ ଟ୍ୱେଣ୍ଟି- ଟ୍ୱେଣ୍ଟି ଫର୍ମାଟରେ ନୂଆ କୋଚର ସନ୍ଧାନରେ ରହିଛି । ଏହି ତାଲିକାରେ ‘ଦି ୱାଲ’ ରାହୁଲଙ୍କ ନାମ…
ପ୍ୟାରିସ ଅଲିମ୍ପିକ୍ସ : ପୁରୁଷ ହକିରେ ସେମିଫାଇନାଲକୁ ଗଲା ଭାରତ
ସୁପରସଣ୍ଡେରେ ଭାରତୀୟ ହକି ଟିମର ସୁପର ସୋ’। ରୋମାଞ୍ଚକର ମ୍ୟାଚରେ ଗ୍ରେଟ୍ ବ୍ରିଟେନକୁ ସୁଟଆଉଟରେ ହରାଇ ପ୍ୟାରିସ ଅଲିମ୍ପିକ୍ସରେ ସେମିଫାଇନାଲରେ ପହଞ୍ଚିଛି ଭାରତ । ୬୦ ମିନିଟରେ ସ୍ଥିତି ୧-୧ରେ ବରାବର ରହିବାରୁ ପେନାଲ୍ଟି ସୁଟଆଉଟର ସାହାରା ନିଆଯାଇଥିଲା । ସୁଟଆଉଟରେ ଭାରତ, ବ୍ରିଟେନକୁ…
ଆଜି ମୁହାଁମୁହିଁ ନୋଭାକ – କାର୍ଲୋସ୍ ହେବେ
ବିଶ୍ଵବ୍ୟାପୀ କୋଟି କୋଟି ଦର୍ଶକ ଜୋକୋଭିଚ୍ ବନାମ ଅଲକାରାଜ୍ ଅଲିମ୍ପିକ୍ସ ଫାଇନାଲ୍ ଲାଇଭ୍ ମ୍ୟାଚ୍ ଦେଖିବାକୁ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି। ଭାରତରେ ମଧ୍ୟ ଏହା ଲାଇଭ୍ ଟେଲିକଷ୍ଟ ହେବ। ରବିବାର ଦିନ ସାଢେ ତିନିଟାରୁ ମ୍ୟାଚ୍ ଆରମ୍ଭ ହେବ।ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ହୋଇଥିବା…
ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ଟାଇ
ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଶୃଙ୍ଖଳାରେ ଭାରତ ପ୍ରଥମ ମ୍ୟାଚ୍କୁ ଅଳ୍ପକେ ହାତଛଡ଼ା କରିଛି। ଶ୍ରୀଲଙ୍କାର ୨୩୦ ରନ୍କୁ ପିଛା କରି ଭାରତ ମଧ୍ୟ ସମାନ ସ୍କୋରରେ ଅଟକିଯାଇଛି। ପ୍ରଥମ ମ୍ୟାଚ୍ ଟାଇ ରହିବାରୁ ଏବେ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଭାରତକୁ ନିହାତି ବିଜୟ ଆବଶ୍ୟକ ହେଉଛି।…