Browsing Category

Sports

All sports related news will be uploaded

୨୮ରୁ ଓଡ଼ିଶାରେ ପୁଣି ହକି ଇଣ୍ଡିଆ ଲିଗ

ହକି ଇଣ୍ଡିଆ ଲିଗ୍ ମ୍ୟାଚର ଚମକରେ ଚମକିବ ରାଉରକେଲା ସମେତ ସୁନ୍ଦରଗଡ଼ । ଖୁବଶୀଘ୍ର ମୈଦାନକୁ ଓହ୍ଲାଇବେ ୮ଟି ଭାରତୀୟ ପୁରୁଷ ହକି ଦଳର ଖେଳାଳି ସାଙ୍ଗକୁ ବିଦେଶୀ ଖେଳାଳୀ । ବଲିଉଡ ତାରକାଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ ମହୋତ୍ସବ ସହିତ ଶୁଭାରମ୍ଭ ହେବ ବୋଲି କହିଛନ୍ତି ହକି ଇଣ୍ଡିଆ…

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଡିସେମ୍ବର ୨୨ରେ ଅର୍ଥାତ୍ ରବିବାର ରାଜସ୍ଥାନର ଉଦୟପୁରରେ ସିନ୍ଧୁ ବିବାହ କରିଛନ୍ତି। ସିନ୍ଧୁଙ୍କ ଭାବିସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ…

ଫେବୃଆରୀ ୨୩ରେ ହେବ ଭାରତ-ପାକିସ୍ତାନ ମହାମୁକାବିଲା

ଫେବୃଆରୀ ୨୩ରେ ହେବ ଭାରତ-ପାକିସ୍ତାନ ମହାମୁକାବିଲା । ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରିଛି । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବାକୁ ନେଇ ଟଣା ଓଟରା ଭିତ ଆଇସିସି ପକ୍ଷରୁ ଭେନ୍ୟୁ ତାଲିକା ପ୍ରକାଶ ପାଇଛି । ପାକିସ୍ତାନରେ ଆଇସିସି…

ଚତୁର୍ଥ ଟେଷ୍ଟ୍ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ବଡ଼ ପଦକ୍ଷେପ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରୁ ମେଲବର୍ଣ୍ଣରେ ଖେଳାଯିବ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ରେ ସମାନ ରହିଛି। ଏଭଳି ସ୍ଥିତିରେ ଏହି ଟେଷ୍ଟ ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍ ପୂର୍ବରୁ କଙ୍ଗାରୁମାନେ ଏକ ବଡ଼ ପଦକ୍ଷେପ…

କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଅଶ୍ଵିନ

ଗାବା ଟେଷ୍ଟ ପରେ ଅବସର ଘୋଷଣା କଲେ ଅଶ୍ଵିନ । କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ରବିଚନ୍ଦ୍ରନ୍‌ ଅଶ୍ଵିନ ଅବସର ନେଇଛନ୍ତି । ଟେଷ୍ଟ କ୍ୟାରିୟରରେ 500ରୁ ଅଧିକ ୱିକେଟ୍‌ ନେଇ ରେକର୍ଡ । 106ଟି ଟେଷ୍ଟ ମ୍ୟାଚ୍ ଖେଳି 537 ୱିକେଟ୍‌ ନେଇଛନ୍ତି ଅଶ୍ଵିନ ।  116ଟି ଦିନିକିଆ ମ୍ୟାଚ୍‌ରୁ 156…

ଗାବାରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର

ବ୍ରିସବେନର ଗାବା ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର ହୋଇଥିଲା। ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତକୁ ୨୭୫ ରନର ଲକ୍ଷ୍ୟ ଦେଇଥିଲା। କିନ୍ତୁ ମ୍ୟାଚର ପଞ୍ଚମ ଦିନରେ ଚା’ ବିରତି ପରେ ମ୍ୟାଚ ଆରମ୍ଭ ହୋଇପାରିଲା ନାହିଁ। ବର୍ଷା ଏବଂ କମ ଆଲୋକକୁ…

5 ଟି ଓ୍ବିକେଟ ନେଇ ଇତିହାସ ରଚିଲେ ବୁମରା

ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ବ୍ରିସବେନର ଗାବା ଷ୍ଟାଡିୟମରେ ଖେଳା ଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶନିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ବର୍ଷା ଯୋଗୁ…

ହାଇବ୍ରିଡ୍ ମଡେଲରେ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ

ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବନି ଭାରତ। ଉଭୟ ବିସିସିଆଇ ଓ ପିସିବି ମଧ୍ୟରେ ଏହାକୁ ନେଇ ସହମତି ହୋଇଛି। ଚାମ୍ପିୟନ୍ସ ଟ୍ରଫିର ୧୦ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ଲିଗ୍ ଷ୍ଟେଜରେ ଭାରତ ତା’ର ତିନୋଟି ମ୍ୟାଚ୍ ଦୁବାଇରେ ଖେଳିବ। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ…

ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଲେ ମସ୍କ

୩୨ ବର୍ଷୀୟ ଲିରେନ୍ ବିଶ୍ବ ଚାମ୍ପିଅନସିପ୍‌ର ଟାଇଟଲଧାରୀ ଥିଲା ବେଳେ ୧୮ ବର୍ଷୀୟ ଗୁକେଶ ତାଙ୍କ ଚ୍ୟାଲେଞ୍ଜର୍ ଥିଲେ। ୧୪ ରାଉଣ୍ଡ ବିଶିଷ୍ଟ ବିଶ୍ବ ଚାମ୍ପିଅନ୍‌ସିପ୍ ମ୍ୟାଚ୍‌ରେ ଉଭୟ ଖେଳାଳି ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ୬.୫ ଲେଖାଏଁ ପାଇ ବରାବର ସ୍ଥିତିରେ ଥିଲେ। ତେବେ ଶେଷ ରାଉଣ୍ଡକୁ…

ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କଲେ ସ୍ମୃତି ମନ୍ଧାନା

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତୀୟ ଓପନର ସ୍ମୃତି ମନ୍ଧାନା ଶତକ ହାସଲ କରିଥିଲେ ମଧ୍ୟ ୧୦୫ ରନ୍ ରେ ବୋଲିଂ କରି ପ୍ୟାଭିଲିୟନ୍ ଫେରିଛନ୍ତି । ପର୍ଥରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୯୯ ରନର ଟାର୍ଗେଟ…