Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Sports
All sports related news will be uploaded
ଅଗଷ୍ଟ ୨୯ରୁ ଆରମ୍ଭ ହେବ ପ୍ରୋ କବାଡ଼ି ଲିଗ୍
ପ୍ରୋ କବାଡ଼ି ଲିଗ୍ (ପିକେଏଲ୍)ର ୧୨ଶ ସଂସ୍କରଣ ଅଗଷ୍ଟ ୨୯ରୁ ଆରମ୍ଭ ହେବ। ଫ୍ରାଞ୍ଚାଇଜି ଭିତ୍ତିକ ପ୍ରୋ କବାଡ଼ି ଲିଗ୍ର ଗତ ୧୧ଟି ସଂସ୍କରଣରେ ୮ଟି ପୃଥକ୍ ଦଳ ଚମ୍ପିଆନ୍ ହୋଇଛନ୍ତି। ସଫଳତମ ଦଳ ଭାବେ ପାଟନା ପାଇରେଟ୍ସ କ୍ରମାଗତ ୩ ଥର ଚମ୍ପିଆନ୍ ହୋଇଛି। ଗତବର୍ଷ ହରିୟାଣା ଷ୍ଟିଲର୍ସ…
ଲର୍ଡସ ଟେଷ୍ଟ , ଟସ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୪-୨୫ର ତୃତୀୟ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଦୁଇ ଦେଶ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ଲର୍ଡସରେ…
ଦୁଷ୍କର୍ମ ଅଭିଯୋଗରେ ଫସିଲେ ଭାରତୀୟ କ୍ରିକେଟର ୟାସ ଦୟଲା
ଦୁଷ୍କର୍ମ ଅଭିଯୋଗରେ ଫସିଛନ୍ତି ଭାରତୀୟ କ୍ରିକେଟର ୟାସ ଦୟଲା। ଆରସିବି(ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ)ର ଦ୍ରୁତ ବୋଲର ୟାଶଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରେମିକା। ଅଭିଯୋଗ ଆଧାରରେ ୟାଶଙ୍କ ନାମରେ ମାମଲା ରୁଜୁ ହୋଇଛି।ସୂଚନା ଅନୁସାରେ, ୨୭ ବର୍ଷୀୟ ୟାଶଙ୍କ ସହିତ ଗାଜିଆବାଦର…
ବର୍ମିଂହାମ ଟେଷ୍ଟରେ ଭାରତ ୩୩୬ ରନରେ ବିଜୟୀ
ବର୍ମିଂହାମ ଟେଷ୍ଟରେ ଭାରତ ୩୩୬ ରନରେ ବିଜୟୀ ହୋଇଛି । ୬୦୮ ରନ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ୨୭୧ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଜେମି ସ୍ମିଥ ସର୍ବାଧକ ୮୮ ରନ କରିଥିଲେ । ସେହିପରି ବ୍ରାଇଡନ କାର୍ସେ ୩୮ ରନ, ବେନ ଷ୍ଟୋକ୍ସ ୩୩ ରନ କରିଥିଲେ…
ବର୍ମିଂହାମ ଟେଷ୍ଟ : ଭାରତ 180 ରନରେ ଆଗୁଆ
ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୦୭ ରନ କରି ଅଲଆଉଟ ହୋଇଯାଇଛି । ଏହା ଫଳରେ ଭାରତ ପ୍ରଥମ ଇନିଂସରେ ୧୮୦ ରନରେ ଆଗୁଆ ରହିଛି । ଇଂଲଣ୍ଡ ଦଳ ପକ୍ଷରୁ ୬ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିବାବେଳେ କେବଳ ଦୁଇଜଣ ବ୍ୟାଟ୍ସମ୍ୟାନ- ହ୍ୟାରୀ ବ୍ରୁକ ଓ ଜେମି ସ୍ମିଥ ସାହସର ସହ…
ବର୍ମିଂହାମ ଟେଷ୍ଟ – ୨ୟ ଦିନରେ ଭାରତ ୫୮୭ ରନରେ ଅଲଆଉଟ
ବର୍ମିଂହାମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟର ୨ୟ ଦିନରେ ଭାରତ ୫୮୭ ରନରେ ଅଲଆଉଟ ହୋଇଯାଇଛି । ଭାରତର ପ୍ରଥମ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଶୁବମନ ଗିଲଙ୍କ ଦ୍ବିଶତକ । ସେ ୨୬୯ କରିଥିଲେ । ଶୁଭମନ ଗିଲ୍ ଗତ କାଲି ଅର୍ଥାତ ମ୍ୟାଚର ପ୍ରଥମ ଦିନରେ ନିଜର ଶତକ ପୂରଣ କରିଥିଲେ । ତେବେ ଆଜି…
ଚଳିତ ବର୍ଷ ନଭେମ୍ବରରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଅନୁଷ୍ଠିତ ହେବ
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଚଳିତ ବର୍ଷ ନଭେମ୍ବରରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାରରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି, ଯେଉଁମାନେ ୨୦ଟି ବିଭାଗରେ ପ୍ରତିଯୋଗିତା କରିବେ। ଯୁବ ବ୍ୟାପାର ଏବଂ…
ଗୋଲ୍ଡେନ୍ ସ୍ପାଇକ୍ ମିଟ୍ ର ମୁକୁଟ ପିନ୍ଧିଲେ ଜାଭଲିନ୍ ଥ୍ରୋ ସୁପରଷ୍ଟାର୍ ନୀରଜ ଚୋପ୍ରା
ଭାରତୀୟ ଜାଭଲିନ୍ ଥ୍ରୋ ସୁପରଷ୍ଟାର୍ ନୀରଜ ଚୋପ୍ରା ମଙ୍ଗଳବାର ଗୋଲ୍ଡେନ୍ ସ୍ପାଇକ୍ ମିଟ୍ ପଦାର୍ପଣରେ ବିଜେତା ହୋଇଛନ୍ତି। ଚେକ୍ଗଣରାଜ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ଜିତି ସେ ଲଗାତାର ଦୁଇଟି ଶୀର୍ଷସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି। ଚଳିତ…
ଭାରତକୁ ୫ ଓ୍ବିକେଟରେ ହରାଇ ଇଂଲଣ୍ଠ
ହେଡିଙ୍ଗଲେ ଟେଷ୍ଟରେ ଇଂଲଣ୍ଡ ଭାରତକୁ ୫ ଓ୍ବିକେଟରେ ହରାଇ ଦେଇଛି । ଏହା ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଇଂଲଣ୍ଡ । ଏହି ମ୍ୟାଚରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୭୧ ରନର ଲକ୍ଷ୍ୟ ରଖିଥିଲା ଭାରତ । ଏହି ଲକ୍ଷ୍ୟକୁ ଇଂଲଣ୍ଡ ୫ ଓ୍ବିକେଟ ହରାଇ ହାସଲ…
ହେଡିଙ୍ଗଲେ ଟେଷ୍ଟ, ଜୟସୱାଲ, ଗିଲ୍ଙ୍କ ଶତକ; ଭାରତ ୩/୩୫୯
ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ତେନ୍ଦୁଲକର-ଆଣ୍ଡରସନନ ଟ୍ରଫିର ପ୍ରଥମ ମ୍ୟାଚ ଲିଡ୍ସର ହେଡିଂଲିରେ ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଥମ୍ ଦିନରେ ଯଶସ୍ବୀ ଜୟସୱାଲ ୧୦୧ ଓ ଅଧିନାୟକ ଶୁଭମନ ଗିଲ୍ଙ୍କ ଅପରାଜିତ ୧୨୭ ରନ ବଳରେ ଭାରତ ବଡ ସ୍କୋର ଅଭିମୁଖେ ଅଗ୍ରସର…