Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Sports
All sports related news will be uploaded
ଗୋଆରେ ଖେଳାଯିବ ଚଳିତବର୍ଷର ଫିଡେ ଚେସ୍ ବିଶ୍ବକପ୍
ଚଳିତବର୍ଷର ଫିଡେ ଚେସ୍ ବିଶ୍ବକପ୍ ଗୋଆରେ ଖେଳାଯିବ। ଏହି ବିଶ୍ବକପ୍ ଅକ୍ଟୋବର ୩୦ରୁ ନଭେମ୍ବର ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୫ ଥର ବିଶ୍ବ ଚମ୍ପିଆନ୍ ମ୍ୟାଗ୍ନସ କାର୍ଲସେନ୍ ଏହି ବିଶ୍ବକପ୍ ଖେଳିବା ସମ୍ଭାବନା କମ୍। ବିଶ୍ବକପ୍ରେ ମୋଟ ୨୦୬ ଜଣ ଖେଳିବେ। ସେମାନଙ୍କ ମଧ୍ୟରୁ ପ୍ରଥମ ୫୦ ଜଣ…
ଆଇପିଏଲକୁ ଅଲବିଦା କହିଲେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ
ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ସ୍ପିନର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଆଉ IPLରେ ଖେଳୁଥିବା ନଜର ଆସିବେ ନାହିଁ । ତେବେ ସେ ଅନ୍ୟାନ୍ୟ ଟି-20 ଫ୍ରାଞ୍ଚାଇଜ୍ ଲିଗ୍ରେ ନିଜ…
ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
ଜାମ୍ମୁକାଶ୍ମୀର ଶ୍ରୀନଗରସ୍ଥିତ ଡାଲ୍ ହ୍ରଦରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଖେଲୋ ଇଣ୍ଡିଆ ଜଳକ୍ରୀଡା ମହୋତ୍ସବରେ ମଧ୍ୟପ୍ରଦେଶ, ଓଡ଼ିଶା ଏବଂ କେରଳ ଶ୍ରେଷ୍ଠ ତିନୋଟି ରାଜ୍ୟ ଭାବରେ ଉଭା ହୋଇଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ…
କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା
କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା। ଟେଷ୍ଟ କ୍ରିକେଟରେ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରୁଥିବା ପୂଜାରା ନିଜ ଅବସର ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ସେ ସନ୍ନ୍ୟାସ ନେଇଥିବା କହିଛନ୍ତି।…
ଦୁଲୀପ୍ ଟ୍ରଫିରେ ଖେଳିବେନି ଗିଲ
ଟିମ୍ ଇଣ୍ଡିଆର ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ଏହି କାରଣରୁ ସେ ୨୮ ଅଗଷ୍ଟରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସେଲେନ୍ସ (COE)ରେ ଅନୁଷ୍ଠିତ ହେବାକୁ ଥିବା ଦୁଲୀପ୍ ଟ୍ରଫିରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ…
ଗିଲ୍ ଦଳକୁ ଫେରିଲେ
ଶୁବମନ୍ ଗିଲ୍ ଏସିଆ କପ୍ ପାଇଁ ଭାରତୀୟ ଟି୨୦ ଦଳକୁ ଫେରିଛନ୍ତି। ଟେଷ୍ଟ୍ ଦଳର ଏହି ଯୁବ ଅଧିନାୟକଙ୍କୁ ଟି୨୦ ଫର୍ମାଟ୍ର ଉପଅଧିନାୟକ ପଦ ମିଳିଛି। ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ ଟି୨୦ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି।
ସୂର୍ଯ୍ୟ କୁମାର ୟାଦବଙ୍କ…
ସେପ୍ଟେମ୍ବର ୧୪ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ
ଏସିଆ କପ୍ ୨୦୨୫ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ସେପ୍ଟେମ୍ବର ୧୪ରେ ଏହି ଦୁଇ ଦେଶ ମଧ୍ୟରେ ହେବ ମହା ମୁକାବିଲା। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଅଶାନ୍ତିକୁ ଦେଖି ଉଭୟ ଦେଶ ଏବେ କେବଳ ଏସିଆ କପ୍ କିମ୍ବା ଆଇସିସି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବେ। ତେଣୁ ପ୍ରଶଂସକମାନେ ଏହି…
ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ
ପୂର୍ବତନ କ୍ରିକେଟ୍ କିଂବଦନ୍ତି ତଥା ଅଷ୍ଟ୍ରେଲିଆ କ୍ରିକେଟ୍ର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ବବ୍ ସିମ୍ପସନଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ୧୯୫୭ରୁ ୧୯୭୮ ମଧ୍ୟରେ ୬୨ ଟେଷ୍ଟ୍ ଖେଳି ୪୮୬୯ ରନ୍ କରିବା ସହ ୭୧ ୱିକେଟ୍ କରାୟତ୍ତ କରିଥିଲେ ସେ। ମାତ୍ର ୧୬ବର୍ଷ…
ଖୁବ୍ ଶୀଘ୍ର ବରିଷ୍ଠ କ୍ରିକେଟରଙ୍କ ଦରମା କାଟିବ ବୋର୍ଡ଼ , ଜାଣନ୍ତୁ କାହିଁକି
ପାକିସ୍ତାନ କ୍ରିକେଟ୍ ଦଳ ଆଜିକାଲି ପଡ଼ିଆରେ ନିମ୍ନ ମନର ପ୍ରଦର୍ଶନ ଦେଖାଉଛି । ପାକିସ୍ତାନ ଦଳ କେତେବେଳେ ବାଂଲାଦେଶଠାରୁ ହାରୁଛି ତ କେତେବେଳେ ୱେଷ୍ଟଇଣ୍ଡିଜ୍ ଭଳି ନିମ୍ନ ର଼୍ୟାଙ୍କିଂ ଦଳଠାରୁ ପଛରେ ପଡିଯାଉଛି | ଏହି କ୍ରମ ନିରନ୍ତର ଜାରି ରହିଛି। ଫଳସ୍ୱରୂପ ପାକିସ୍ତାନ କ୍ରିକେଟ୍ ବୋର୍ଡ…
ଭାରତର ମହାନ ଦ୍ରୁତ ବୋଲର ଜାହିର ଖାନ ଏଲ୍ଏସ୍ଜି ଛାଡ଼ିବା ନେଇ ଚର୍ଚ୍ଚା
ଭାରତର ମହାନ ଦ୍ରୁତ ବୋଲର ଜାହିର ଖାନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍ଏସ୍ଜି) ଛାଡ଼ିବା ନେଇ ଚର୍ଚ୍ଚା ଚାଲିଛି। ତାଙ୍କ ବଦଳରେ ଏଲ୍ଏସ୍ଜି ଦଳ ଲାଗି ନୂଆ ପରାମର୍ଶଦାତା ନିଯୁକ୍ତି କରିବା ଯୋଜାନରେ ଥିବା ସୂଚନା ମିଳୁଛି। ଏଲ୍ଏସ୍ଜି ଗତ ସଂସ୍କରଣରେ ୧୪ ମ୍ୟାଚ୍ ଖେଳି ୬ ବିଜୟ ସହ…