Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Sports
All sports related news will be uploaded
ଏସିଆ କପ ୨୦୨୨ ଦୁବାଇରେ ହୋଇପାରେ
ଏସିଆ କପର ଚଳିତ ସଂସ୍କରଣ ଶ୍ରୀଲଙ୍କାରୁ ବାହାରେ ଖେଳାଯିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । ତେବେ ଏହାକୁ ଦୁବାଇ ସ୍ଥାନାନ୍ତର କରିବାକୁ ଯୋଜନା ହେଉଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହାକୁ ଆୟୋଜନ କରୁଥିବାବେଳେ କେବଳ ଦୁବାଇର ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ ।
ଦୁଇଟି ଦଳ ମଧ୍ୟରେ!-->!-->!-->…
୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ସିରିଜ୍ ଜିତିଲା ଭାରତ
୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ସିରିଜ୍ ଜିତିଛି ଭାରତ। ପନ୍ତଙ୍କ ଦମଦାର ଶତକ ବଳରେ ସିରିଜକୁ ୨-୧ରେ ଜିତି ନେଇଛି ରୋହିତ ବାହିନୀ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର ୬୦ ରନ କରିଥିବା ବେଳେ ଜାସନ ରୟ ୪୧ ରନ!-->…
ସିଙ୍ଗାପୁର ଓପନ୍ସ ଜିତିଲେ ପିଭି ସିନ୍ଧୁ
ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସରେ ବିଜୟ ହାସଲ କରିଛନ୍ତି ସିନ୍ଧୁ । ଫାଇନାଲରେ ଚୀନ ଖେଳାଳି ୱଙ୍ଗ ଝିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ରେ ହରାଇଛନ୍ତି । ବର୍ଷକ ଭିତରେ ଏହା ହେଉଛି ସିନ୍ଧୁଙ୍କର ତୃତୀୟ ସଫଳତା । ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ତଥା!-->…
ଦ୍ଵିତୀୟ ଦିନିକିଆରେ ଭାରତ ପରାସ୍ତ
ଦ୍ଵିତୀୟ ଦିନିକିଆରେ ଭାରତ ପରାସ୍ତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପର ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା ଭାରତ । 247 ରନର ପିଛା କରି ଭାରତ 146 ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ଶିଖର ଧାଓ୍ବନ 9 ରନ୍ କରିଥିଲେ । ବିରାଟ କୋହଲି 16 ରନ କରିଥିବା ବେଳେ!-->…
୨ୟ ଦିନିକିଆ ଆଜି : ସିରିଜ ବିଜୟ ରୋହିତଙ୍କ ଇଚ୍ଛା
ଲର୍ଡସ ଗ୍ରାଉଣ୍ଡରେ ଆଜି ରୋହିତ ବାହନୀ ଭେଟିବ ଇଂଲଣ୍ଡ ଟିମକୁ । ୨ୟ ଦିନିକିଆ ଖେଳିବା ପାଇଁ ପୁରାଦମରେ ପଡିଆକୁ ଓହ୍ଲାଇବେ ରୋହିତ ବାହିନୀ । ଆଜି ଜିତିଲେ ସିରିଜ ବିଜୟୀ ହେବ ଭାରତ । ଦୃଢ଼ ମନୋବଳରେ ଥିବା ଭାରତୀୟ ଦଳ ର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଆଜିର ମ୍ୟାଚ ବିଜୟ ପାଇଁ!-->…
ବୁମ୍ରା ବିଶ୍ବର ୧ନଂ ଦିନିକିଆ ବୋଲର
ବୁମ୍ରା ବିଶ୍ବର ୧ନଂ ଦିନିକିଆ ବୋଲର । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ବୁମ୍ରା ବିଶ୍ବର ୧ ନମ୍ବର ଦିନିକିଆ ବୋଲରର ମାନ୍ୟତା ପାଇଛନ୍ତି। ଆଇସିସି ପକ୍ଷରୁ ଦିନିକିଆ ବୋଲିଂ ମାନ୍ୟତାରେ ଯଶପ୍ରିତ ବୁମ୍ରା ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୁମରା!-->…
୧୦ ୱିକେଟ୍ ବିଜୟୀ ହେଲା ଭାରତ
ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟ୍ରେ ପରାସ୍ତ କରିଛି । ବୁମ୍ରାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୬/୧୯) କାରଣରୁ କେନିଂଟନ୍ ଓଭାଲରେ ଇଂଲଣ୍ଡ ମାତ୍ର ୨୫.୨ ଓଭରରେ ୧୧୦ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ରୋହିତ ଶର୍ମାଙ୍କ ଅପରାଜିତ ୭୬ ରନ୍, ୫୮ ବଲ୍, ୬ ଚୌକା, ୫!-->…
ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୯ ରନ୍ରେ ଜିତିଲା ଭାରତ
ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୯ ରନ୍ରେ ଜିତି ନେଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନୂଆ ଯୋଡ଼ି ଅଧିନାୟକ ରୋହିତ ଶର୍ମା (୩୧) ଓ ଋଷଭ ପନ୍ତ (୨୬)ଙ୍କୁ ନେଇ ପାଳି ଆରମ୍ଭ କରିଥିଲା। ଉଭୟ!-->…
ପନ୍ତ ଟେଷ୍ଟରେ ପଞ୍ଚମ ସ୍ଥାନକୁ ଡେଇଁଲେ
ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାର ସମାପ୍ତି ପରେ ୱିକେଟ୍ରକ୍ଷକ ଋଷଭ ପନ୍ତଙ୍କୁ ମିଳିଛି ବଡ଼ ସଫଳତା । ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ର ପ୍ରଥମ ପାଳିରେ ୧୪୬ ଏବଂ ଦ୍ବିତୀୟ ପାଳିରେ ୫୭ ରନ୍ କରିଥିବା ପନ୍ତ୍ ବୁଧବାର ପ୍ରକାଶିତ ବ୍ୟାଟର୍ଙ୍କ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଲମ୍ଫ!-->…
ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍ କଲା ଇଂଲଣ୍ଡ
ଭାରତ କୁ ହରାଇଲା ଇଂଲଣ୍ଡ । ଏଜବେଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ ଇଂଲଣ୍ଡ । ୭ ଓ୍ବିକେଟରେ ଭାରତକୁ ପରାଜୟ କରିଛି । ୫ ଟିକିଆ ଟେଷ୍ଟ ୨-୨ରେ ବରାବର୍ ହୋଇଛି ।
Eng vs Ind Test
ଦ୍ବିତୀୟ ଇନିଂସରେ ବିଜୟ!-->!-->!-->!-->!-->…