Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Sports
All sports related news will be uploaded
ଦିନିକିଆର ପ୍ରଥମ ମ୍ୟାଚରେ ହାରିଲା ଭାରତ
ମେଟ୍ରୋ ଟିଭି ଓଡିଶା,୨୦/୧ : ଦିନିକିଆର ପ୍ରଥମ ଦିନରେ ହାରିଲା ଭାରତ । ଘରୋଇ ଦଳ ଦକ୍ଷିଣ ଆଫ୍ରିକା ୩୧ରନରେ ଭାରତକୁ ପରାସ୍ତ କରିଛି । ୧-୦ରେ ଅଗ୍ରଣୀ ରହିଛି ଦକ୍ଷିଣ ଆଫ୍ରିକା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା ।!-->!-->!-->…
ଅବସର ନେବେ ସାନିଆ ମିର୍ଜା
ମେଟ୍ରୋ ଟିଭି ଓଡିଶା,୧୯/୧: ବୁଧବାର ଅଷ୍ଟ୍ରେଲୀୟ ଓପନ୍ ୨୦୨୨ ରେ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ହାରିଯିବା ପରେ ଭାରତର ଟେନିସ୍ ଖେଳାଳି ସାନିଆ ମିର୍ଜା ତାଙ୍କର ଅବସର ଯୋଜନା ଘୋଷଣା କରିଛନ୍ତି । ମିର୍ଜା ଏବଂ ତାଙ୍କ ୟୁକ୍ରେନ ପାର୍ଟନର ନାଡିଆଆ କିଚେନୋକ ୪-୬, ୬-୭ (୫) କୁ!-->!-->!-->…
ଆଜିଠୁ ଭାରତ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ
ମେଟ୍ରୋ ଟିଭି ଓଡିଶା,୧୯/୧: ଆଜିଠୁ ଆରମ୍ଭ ହେବ ଭାରତ ଦକ୍ଷିଣ ଆଫ୍ରିକା ଦିନିକିଅଅ ସିରିଜ । ଟେଷ୍ଟରେ କୋହଲିଙ୍କ ଅଧିନାୟକ ପଦରୁ ଇସ୍ତଫା ଓ ସିରିଜ ହାରିବା ପରେ ଟିମ ଇଣ୍ଡଆ ଏବେ ୱାନେଡ ପ୍ରତି ନଜର ରଖିଛି । ଅଧିନାୟକ ପଦ ଛାଡିବା ସହ ବିସିସିଆଇ ସହ ମତ୍ତ ଭେଦକୁ ଦୃଷ୍ଟରେ ରଖି ସେ ମ୍ୟାଚ!-->!-->!-->…
ବୁମରା ହେବେ କି ଟେଷ୍ଟ ଟିମ୍ର ଅଧିନାୟକ
ମେଟ୍ରୋ ଟିଭି ଓଡିଶା,୧୮/୧: ଏବେ ଟେଷ୍ଟ କିକ୍ରେଟର ନୂଆ ଅଧିନାୟକକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିରାଟଙ୍କ ପରେ କିଏ ହେବ ଟେଷ୍ଟ କିକ୍ରେଟର ଅଧିନାୟକ । ଏନେଇ ଦ୍ରୁତଗାମୀ ବୋଲର ଜସପ୍ରୀତ ବୁମରାଙ୍କ ନାଁ ଚର୍ଚ୍ଚା ରେ ଅଛି । ସେ ବି ଏହି ପଦବୀକୁ ଗ୍ରହଣ କରି ଯୋଗ୍ୟ ବିବେଚିତ ହୋଇ!-->!-->!-->…
ଅଧିନାୟକ ପଦ ଛାଡିବା ପରେ ଅନୁଷ୍କାଙ୍କ ଭାବବିହୁଳ ପୋଷ୍ଟ
ମେଟ୍ରୋ ଟିଭି ଓଡିଶା,୧୭/୧: ଭାରତର ଦିନିକିଆ ଏବଂ ଟି -୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଶନିବାର ସନ୍ଧ୍ୟାରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଓ ଇନସ୍ତାଗ୍ରାମ ଜରିଆରେ ଏହି ନିଷ୍ପତ୍ତିକୁ ଜଣାଇଥିଲେ । ତାଙ୍କର ଏଭଳି ନିଷ୍ପତ୍ତିରେ ଫ୍ୟାନ ମାନେ ଚକିତ!-->!-->!-->…
ବିରାଟ ଜଣେ ମହାନ୍ ଖେଳାଳି କହିଲେ , ସୌରଭ ଗାଙ୍ଗୁଲି
ମେଟ୍ରୋ ଟିଭି ଓଡିଶା,୧୬/୧: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଶନିବାର ସେ ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଥିଲେ । ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବିରାଟ ଏବଂ ବିସିସିଆଇ ମଧ୍ୟରେ ଲଗାତାର ବିବାଦ!-->!-->!-->…
ଟେଷ୍ଟ କ୍ରିକେଟ୍ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି
ମେଟ୍ରୋ ଟିଭି ଓଡିଶା,୧୫/୧: ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍ ହାରିବାର ପରଦିନ ଅର୍ଥାତ୍ ଆଜି ଟେଷ୍ଟ କ୍ରିକେଟ୍ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି । ଏକଥା ସେ ଟ୍ଵିଟର ଜରିଆରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ।ପୂର୍ବରୁ ଉଭୟ ଟି୨୦ ଏବଂ ଦିନିକିଆ ଟିମ୍ର ଅଧିନାୟକ ପଦ ଛାଡ଼ିଥିଲେ!-->!-->!-->…
ଅଧୁରା ରହିଲା ଟିମ୍ ଇଣ୍ଡିଆରେ ସ୍ୱପ୍ନ,ଦକ୍ଷିଣ ଆଫ୍ରିକା ହାତରେ ସିରିଜ
ମେଟ୍ରୋ ଟିଭି ଓଡିଶା,୧୫/୧: ଟିମ୍ ଇଣ୍ଡିଆର ସ୍ୱପ୍ନ ଅଧୁରା ରହିଯାଇଛି । ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ହାରିଛି ଭାରତ । କେପଟାଉନ୍ ଟେଷ୍ଟର ଚତୁର୍ଥ ଦିନରେ ୭ ୱିକେଟରେ ହାରିଛି ଭାରତ । ଏଥିସହିତ ୨-୧ରେ ଦକ୍ଷିଣ ଆଫ୍ରିକା ହାତକୁ ସମର୍ପି ଦେଇଛି ସରିଜ ବିଜୟ ମୁକୁଟ ।ଘଟଣାବହୁଳ!-->!-->!-->…
ଟେଷ୍ଟ ସିରିଜ ଜିତିବା ପାଇଁ ଭାରତକୁ ଆବଶ୍ୟକ ରହିଛି ୮ୱିକେଟ୍
ମେଟ୍ରୋ ଟିଭି ଓଡିଶା,୧୪/୧: ରୋମାଞ୍ଚକର ରହିଛି କେପ୍ଟାଉନ ଟେଷ୍ଟ ମ୍ୟାଚ । ଏବେ ଘରୋଇ ଦଳ କବଜରେ ରହିଛି ମ୍ୟାଚ । ରିଷଭ ପନ୍ତଙ୍କ ଶତକ ପରେ ବିଦକ୍ଷିଣ ଆଫ୍ରିକା ଆଗରେ ଅଛି । ୨୧୨ ରନ୍ ପିଛା କରୁଥିବା ଦକ୍ଷିଣଆଫ୍ରିକା ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ୍ କରିଛି । ସିରିଜ ଜିତିବା ପାଇଁ ଦକ୍ଷିଣ!-->…
ଦକ୍ଷିଣ ଆଫ୍ରିକା କିମ୍ବା ଶ୍ରୀଲଙ୍କାରେ ହୋଇପାରେ ୨୦୨୨ ଆଇପିଏଲ
ମେଟ୍ରୋ ଟିଭି ଓଡିଶା,୧୪/୧: ଆଇପିଏଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷର ଆଇପିଏଲ ଏକ ରୋମାଞ୍ଚାଭରା ହେବ ବୋଲି ସୂଚନା ମିଳୁଛି । କୁହାଯାଉଛି ଯେ ଚଳିତଥର ଭାରତ କିମ୍ବା ୟୁଏଇ ନୁହେଁ, ବରଂ ଏକ ନୂଆ ଦେଶରେ ଅନୁଷ୍ଠିତ ହେବ। ସୂଚନା ମୁତାବକ, ୨୦୨୨ ମସିହାରେ ଦକ୍ଷିଣ ଆଫ୍ରିକାରେ!-->…