Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Sports
All sports related news will be uploaded
ପୁଷ୍ପା ଗୀତର ହୁକ୍ ଷ୍ଟେପରେ ଜେଜେ ମାଁଙ୍କ ସହ ଡାନ୍ସ କଲେ ହାର୍ଦ୍ଧିକ ପାଣ୍ଡ୍ୟା
ମେଟ୍ରୋ ଟିଭି ଓଡିଶା,୨୭/୧ : ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଧମାଲ କରିଚାଲିଛି । ଏହି ଫିଲ୍ମର ଗୀତ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମର ଡାଇଲଗରେ ଆକ୍ଟିଂ କରି ସୋସିଆଲ ମିଡିଆରେ ଏବେ ବହୁ ଜଣ ଫେମସ୍ ହେଉଛନ୍ତି । ଏମିତି ବଡ଼ ବଡ଼ ଷ୍ଟାର ଓ କ୍ରିକେଟର ମଧ୍ୟ ପୁଷ୍ପା ଫିଲ୍ମର!-->!-->!-->…
ୱେଷ୍ଟଣ୍ଡିଜ୍ ବିପକ୍ଷରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା
ମେଟ୍ରୋ ଟିଭି ଓଡିଶା,୨୭/୧ : ୱେଷ୍ଟଣ୍ଡିଜ୍ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା । ଟି-୨୦ ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ କ୍ୟାପଟେନ୍ ଟି-୨୦ ଓ ଦିନିକିଆ ଖେଳିବ ଟିମ୍ ଇଣ୍ଡିଆ । ଟି-୨୦ରେ କେଏଲ ରାହୁଲ, ଇଶାନ କିଷାନ, ବିରାଟ କୋହଲି, ଶ୍ରେୟସ!-->!-->!-->…
ବାପା ହେଲେ ଯୁବରାଜ ସିଂହ: ଶିଶୁ ପୁତ୍ରକୁ ଜନ୍ମଦେଇ ଖୁସି ଖବର ଦେଲେ ପତ୍ନୀ ହେଜେଲ
ମେଟ୍ରୋ ଟିଭି ଓଡିଶା,୨୬/୧ : ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଯୁବରାଜଙ୍କ ପତ୍ନୀ ହେଜେଲ କିଚ୍ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଗତକାଲି ଯୁବିଙ୍କ ଘରକୁ ଆସିଛି ନୂଆ ଅତିଥି । ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ଯୁବରାଜ । ସେ!-->…
କରୋନା ପଜିଟିଭ ହେଲେ ଗୌତମ ଗମ୍ଭୀର
ମେଟ୍ରୋ ଟିଭି ଓଡିଶା,୨୫/୧ : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କରୋନା । ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହାସହ ସେ ଅପିଲ କରି କହିଛନ୍ତି ଯେଉଁମାନେ ତାଙ୍କ ସହିତ ଯୋଗାଯୋଗରେ ଆସିଛନ୍ତି ।
pc credit-twitter
ସେମାନେ!-->!-->!-->!-->!-->!-->!-->!-->!-->…
ସିରିଜ ଜିତିବା ପରେ ସାଉଥ ଆଫ୍ରିକାର ବିଜୟ ଉତ୍ସବ:ଜୟ ଶ୍ରୀରାମ ଲେଖି ଫଟୋ ସେୟାର କଲା ଟିମ୍
ମେଟ୍ରୋ ଟିଭି ଓଡିଶା,୨୫/୧ : ଟେଷ୍ଟ ସିରିଜ୍କୁ ୨-୧ରେ ଜିତିବା ପରେ ଦକ୍ଷିଣ ଆଫ୍ରିକା ସିରିଜ୍କୁ କବଜା କରିନେଇଛି । ଡିନ୍ ଏଲଗରଙ୍କ ନେତୃତ୍ୱାଧୀନରେ ସାଉଥ ଆଫ୍ରିକା ତାର ଦମଦାର ବିଜୟ ହାସଲ କରିଛି ଓ ଦିନିକିଆ ସିରିଜ୍ରେ ତେମ୍ବା ବାଭୁମାଙ୍କ ଦଳ ଭାରତକୁ ୩-୦ରେ ହରାଇଛି। ବିଜୟ ପରେ!-->!-->!-->…
ରାଷ୍ଟ୍ରଗାନ ସମୟରେ ଚୁଇଙ୍ଗମ ଚୋବାଇ ବିବାଦ ଘେରରେ ବିରାଟ କୋହଲି
ମେଟ୍ରୋ ଟିଭି ଓଡିଶା,୨୪/୧ : ପୁଣି ବିବାଦ ଘେରରେ ବିରାଟ । କିଛି ଦିନ ପୂର୍ବେ ଅଧିନାୟକ ପଦରୁ ଈସ୍ତଫା ଦେବାରେ ତାଙ୍କୁ ବିବାଦର ସାମ୍ନା କରିବାକୁ ପଡିଥିଲା ପୁଣି ଏହି ପରି ହୋଇଛି । ରାଷ୍ଟ୍ରଗାନ ସମୟରେ ଚୁଇଙ୍ଗମ ଚେବାଇବାକୁ ନେଇ ବିବାଦ ଘେରରେ ଫସିଛନ୍ତି । ଗତକାଲି ଅର୍ଥାତ୍ ରବିବାର ଦିନ!-->…
ଭାଇରାଲ ହେଲା ବିରାଟ-ଅନୁଷ୍କାଙ୍କ ଝିଅ ଭାମିକାର ଫଟୋ
IMAGE CREDIT-TIMES OF INDIA
ମେଟ୍ରୋ ଟିଭି ଓଡିଶା,୨୪/୧ : ବିରାଟ ଅନୁଷ୍କାଙ୍କ ଝିଅ ଭାମିକାର ପ୍ରଥମ ଚିତ୍ର ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ବିରାଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଗତ ରବିବାର ଦିନ କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ!-->!-->!-->!-->!-->…
ସିରିଜ୍ ପୋଛିନେଲା ଘରୋଇ ଦଳ
ମେଟ୍ରୋ ଟିଭି ଓଡିଶା,୨୪/୧ : ଶେଷ ପର୍ଯ୍ୟନ୍ତ ସଂଘର୍ଷ ପରେ ବି ସିରିଜ ହାରିଲା ଭାରତ । ବ୍ୟାଟିଂରେ କ୍ରମାଗତ ବିଫଳତା କାରଣରୁ ଦିନିକିଅଅର ଶେଷ ଦିନରେ ହାରିଲା ଟିମ୍ ଇଣ୍ଡିଆ । ୪ରନ୍ରେ ପରାଜିତ ହୋଇଛି ଭାରତ । ଏଥିସହ ଘରୋଇ ଦଳ ପୂରା ସିରିଜକୁ ପୋଛିନେଇଛି । ୩-୦ରେ ସିରିଜ ଜିତିଛି!-->!-->!-->…
ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ
ମେଟ୍ରୋ ଟିଭି ଓଡିଶା,୨୩/୧ : ଆଗକୁ ଅଛି ଆଇପିଏଲ । କରୋନାର କଟକଣା ଲାଗି ଏ ବର୍ଷ ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ । ଏନେଇ ସୂଚନା ପ୍ରଦାନ କରିଛି ବିସିସିଆଇ । ଚଳିତବର୍ଷର ଆଇପିଏଲ ମ୍ୟାଚ ୨୦୨୨ରେ ଖେଳାଯିବ । ବିନା ଦର୍ଶକରେ ହେବ ଏହି ମ୍ୟାଚ ।
image credit-jagran josh
!-->!-->!-->!-->!-->!-->!-->…
ଦିନିକିଆରେ ଭାରତର ପରାଜୟ ସହ ସିରିଜ୍ ହାତଛଡା
ମେଟ୍ରୋ ଟିଭି ଓଡିଶା,୨୨/୧ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ଆଶା ବି ହରାଇଛି ଭାରତ । ଦିନିକିଆରେ ହୋଇଥିବା ୨ୟ ମ୍ୟାଚରେ ୭ୱିକେଟରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଫଳରେ ଟେଷ୍ଟ ସିରିଜ୍ ୨-୧ରେ ହାରିବା ସହ ୩ ଟିକିଆ ଦିନିକିଆ ସିରିଜ୍କୁ ୦-୨ରେ!-->!-->!-->…