Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Sports
All sports related news will be uploaded
କୁସ୍ତି ଯୋଦ୍ଧାଙ୍କ ପାଇଁ ମୁହଁ ଖୋଲିଛି ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ
ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧାଙ୍କ ଧାରଣା ହେବା ପରଠାରୁ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ୟୁନାଇଟେଡ ଓ୍ବାର୍ଲ୍ଡ ରେସଲିଂ । କୁସ୍ତି ଯୋଦ୍ଧା କରିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଅପିଲ କରିଛି । ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ସିଂଙ୍କ…
ଚେନ୍ନାଇକୁ ଆଇପିଏଲ୍ ଟ୍ରଫି
ଚେନ୍ନାଇ ୫ ୱିକେଟ୍ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍ରେ ପରାସ୍ତ କରି ଟ୍ରଫି ହାସଲ କରିଛି। ବର୍ଷା ବାଧାପ୍ରାପ୍ତ ଚେନ୍ନାଇ ପାଇଁ ଲକ୍ଷ୍ୟ ୧୫ ଓଭରରେ ୧୭୧ ରନ୍ ଥିଲା, ଶେଷରେ ଏହି ଲକ୍ଷ୍ୟ ହାସଲ କରି ଚେନ୍ନାଇ ଆଇପିଏଲ ଚାମ୍ପିଆନ ହୋଇଛି ।
ଋତୁରାଜ ଗାଏକ୍ବାଡ ଓ ଡେଭନ…
ବର୍ଷାରେ ଧୋଇଗଲା ଚେନ୍ନାଇ-ଗୁଜରାଟ୍ ଫାଇନାଲ୍, ଆଜି ୭:୩୦ରେ ଟାଇଟଲ୍ ପାଇଁ ହେବ ମୁକାବିଲା
ଅହମ୍ମଦାବାଦ: ବର୍ଷା ପାଇଁ ବାତିଲ ହୋଇଥିବା ଆଇପିଏଲ ଫାଇନାଲ ମ୍ୟାଚ ଆଜି ପୁଣି ଖେଳାଯିବ । ଗୁଜରାଟ ଏବଂ ଚେନ୍ନାଇ ମଧ୍ୟରେ ହେବାକୁଥିବା ଆଇପିଏଲ୍ ୧୬ତମ ସିଜିନର ଫାଇନାଲ୍ ମ୍ୟାଚ୍ ବର୍ଷା କାରଣରୁ ଗତକାଲି ହୋଇପାରି ନାହିଁ । ଫାଇନାଲ୍ ମୁକାବିଲାକୁ ବର୍ଷା ଧୋଇଦେଇଛି । ରବିବାର ଅହମ୍ମଦାବାଦରେ…
ଫାଇନାଲରେ ଗୁଜରାଟ ସହ ଚେନ୍ନାଇର ଲଢ଼େଇ
ଅହମଦାବାଦ: ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଲା ଗୁଜରାଟ ଟାଇଟନ୍ସ । ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ଆଗରେ ହାର ମାନିଲା ମୁମ୍ବାଇ । ମୁମ୍ବାଇକୁ ଦ୍ୱିତୀୟ କ୍ୱାଲିଫାୟରରେ ୬୨ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଆସନ୍ତାକାଲି…
ମୁହାଁମୁହିଁ ହେବେ ଗୁଜରାଟ ଓ ମୁମ୍ବାଇ
ଅହମଦାବାଦ: ଦ୍ବିତୀୟ ଦଳ ଭାବେ କିଏ ଯିବ ଫାଇନାଲ । ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଆଜି ମ୍ୟାଚରେ ବିଜୟଲାଭ କରି ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବେ ଦୁଇ ଦଳ । ଏହି ହାଇଭୋଲଟେଜ୍ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର…
ମୁମ୍ବାଇ-ଗୁଜରାଟ ଆଜି ଲଢ଼େଇ
ଅହମଦାବାଦ: ଆଜି ମୁମ୍ବାଇ ଇଣ୍ଡିଆନ୍ସ କ୍ବାଲିଫାୟର-୨ରେ ଗୁଜରାଟ ଟାଇଟନ୍ସ ସହ ଲଢ଼େଇ କରିବ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ରାତି ସାଢେ ୭ଟାରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଯିଏ ଜିତିବ ସେହି ଦଳ ଫାଇନାଲ ଖେଳିବ। ଏଥିପୂର୍ବରୁ ଉଭୟ ଦଳ ପରସ୍ପର ସହ ଦୁଇ ଥର ଭେଟାଭେଟି…
ମୁମ୍ବାଇଠାରୁ ଲକ୍ଷ୍ନୌ ୮୧ ରନ୍ରେ ପରାସ୍ତ ହୋଇ ବିଦାୟ ନେଲା
ଚେନ୍ନାଇ: ମୁମ୍ବାଇଠାରୁ ପରାସ୍ତ ହେଲା ଲକ୍ଷ୍ନୌ । ୮୧ ରନ୍ରେ ପରାସ୍ତ ହୋଇ ବିଦାୟ ନେଲା ଲକ୍ଷ୍ନୈା । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୩ ଓଭର ସୁଦ୍ଧା ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ମୁମ୍ବାଇର ଯୁବ ଦ୍ରୁତ ବୋଲର ଆକାଶ…
ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଫାଇନାଲରେ ଚେନ୍ନାଇ ସୁପର୍ କିଙ୍ଗ୍ସ
ପ୍ରଥମ ଦଳ ଭାବେ ଫାଇନାଲକୁ ଯାଇଛି ଚେନ୍ନାଇ । ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରିଛି ଚେନ୍ନାଇ ସୁପର୍ କିଙ୍ଗ୍ସ । ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ କଲେ ହେବ ଚାମ୍ପିଅନ । ମାହିଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ୧୭୨ ରନ୍ କରି ନେଇଥିଲା। ଜବାବରେ ହାର୍ଦିକ…
ପ୍ରଥମ କ୍ୱାଲିଫାୟର : ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଗୁଜରାଟ ଟାଇଟନ୍ସ
ଚେନ୍ନାଇ: ଆଜି ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ଟକ୍କର ଚାଲିଛି ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ । ପ୍ରଥମେ ବ୍ୟାଟିଂ କରୁଛି ଚେନ୍ନାଇ । ଏହି ମ୍ୟାଚରେ ବିଜୟ ଲାଭ କରି ସିଧାସଳଖ ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟା କରିବେ ଦୁଇ ଦଳ । 4 ଓଭରରେ କୈାଣସି ଉଇକେଟ…
ନୀରଜ ଚୋପ୍ରା ବିଶ୍ୱର ସର୍ବଶ୍ରେଷ୍ଠ ଜାଭେଲିନ ଫିଙ୍ଗାଳି ହେଲେ
ଭାରତର ଷ୍ଟାର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ବିଶ୍ୱର ନମ୍ବର ୱାନ୍ ଜାଭେଲିନ ଫିଙ୍ଗାଳି ହୋଇ ଇତିହାସ ରଚିଛନ୍ତି । ବିଶ୍ୱ ଏଥଲେଟିକ୍ସ ଦ୍ୱାରା ଜାରି କରାଯାଇଥିବା ତାଜା ରାଙ୍କିଂରେ ନୀରଜ ଚୋପ୍ରା ପୁରୁଷ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ନମ୍ବର ୱାନ ଖେଳାଳି ହୋଇଛନ୍ତି । ଅଲିମ୍ପିକ…