Browsing Category

Sports

All sports related news will be uploaded

ୱିମ୍ବଲଡନ୍‌ରୁ ଆରମ୍ଭ, ଦୁବାଇରେ ଶେଷ

ସାନିଆ ମିର୍ଜାଙ୍କ ଟେନିସ୍‌ କ୍ୟାରିୟର ଶେଷ ହୋଇଛି। ଦୁବାଇ ଓପନ୍‌ରେ ମଙ୍ଗଳବାର ଭେରୋନିକା କୁଦେରମେତୋଭା ଓ ଲିଉଡ୍‌ମିଲା ସାମ୍‌ସୋନୋଭାଙ୍କ ଯୋଡ଼ିଠୁ ୪-୬, ୦-୬ରେ ସାନିଆ ଓ ତାଙ୍କ ସାଥୀ ମାଡିସନ୍‌ କିଜ୍‌ ପରାସ୍ତ ହେବାରୁ ଟେନିସ୍‌ ଯାତ୍ରାର ଅନ୍ତ ଘଟିଛି। ଏହାଭିତରେ ପାଖାପାଖି ୨୦…

ସାନିଆଙ୍କ କ୍ୟାରିୟର ଶେଷ

ନିଜ ଖେଳ ପାଇଁ ଚର୍ଚାରେ ଥିବା ସାନିଆ ମିର୍ଜାଙ୍କ କ୍ୟାରିୟର ଶେଷ ହୋଇଛି । ଗତମାସରେ ନିଜର ଅନ୍ତିମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଖେଳିଥିବା ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ପରାଜୟ ସହ କ୍ୟାରିୟରର ଅନ୍ତ ଘଟାଇଛନ୍ତି। ଡବ୍ଲୁଟିଏ ଦୁବାଇ ଡ୍ୟୁଟି ଫ୍ରି…

ଭାରତ-ଆୟର୍ଲାଣ୍ଡକୁ ହରାଇ ସେମିଫାଇନାଲରେ ପହଁଚିଲା

କେପଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନରେ  ଭାରତ ଓ ଆୟର୍ଲାଣ୍ଡକୁ 5 ରନରେ ହରାଇଦେଇଛି ।   ପ୍ରଥମ ଦୁଇ ମ୍ୟାଚ ଜିତିବା ପରେ ତୃତୀୟ ମୁକାବିଲାରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା ଭାରତ । ଆଜି ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଜିତି ସେମିଫାଇନାଲରେ ପହଁଚିଛି । ଭାରତ ପ୍ରଥମେ ବ୍ୟାଟିଂ କରି 6 ଉଇକେଟ…

ଦ୍ୱିତୀୟ ଟେଷ୍ଟରେ ଭାରତର ଦମଦାର ବିଜୟ

 ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି। ଆଉ ଗୋଟିଏ ମ୍ୟାଚ ଜିତିଲେ ଭାରତ ଟେଷ୍ଟ ଚାମ୍ପିୟନସିପିର ଫାଇନାଲ ମ୍ୟାଚ ଖେଳିବ । ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି ।…

ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଆଜି ଦ୍ୱିତୀୟ ଟେଷ୍ଟ

ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଆଜି ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀର ଫିରୋଜ ଶାହ କୋଟଲାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ନାଗପୁରରେ ଏକତରଫା ବିଜୟ ପରେ ଦିଲ୍ଲୀରେ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ତେବେ ଆହତ ସମସ୍ୟା ଏବଂ ଭାରତୀୟ ସ୍ପିନରଙ୍କୁ ଖେଳିବାର…

ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି

ଭାରତୀୟ ବ୍ୟାଟର୍‌ ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ୩ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ମୁମ୍ବାଇରେ ହୋଇଥିବା ଏହି ନିଲାମରେ ମନ୍ଧାନାଙ୍କୁ କିଣିବା ପାଇଁ ଆର୍‌ସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ…

ଶୁବମନ ଗିଲ୍ ଜାନୁଆରିର ଶ୍ରେଷ୍ଠ ଖେଳାଳି

ଆଇସିସି ପକ୍ଷରୁ ଗତ ଜାନୁଆରି ମାସର ଶ୍ରେଷ୍ଠ କ୍ରିକେଟ ଖେଳାଳି ଘୋଷଣା କରାଯାଇଛି । ଉତ୍ତମ ପ୍ରଦର୍ଶନ ପାଇଁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ଜାନୁଆରି ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି । ସେହିପରି ଇଂଲଣ୍ଡ ୧୯ ବର୍ଷରୁ କମ ମହିଳା ଦଳର ଅଧିନାୟକ ଗ୍ରେସ ସ୍ରିଭେନ୍ସଙ୍କୁ…

ମହିଳା ଟି-୨୦ ବିଶ୍ବକପ୍‌: ରୋମାଂଚକର ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତ

କେପ୍‌ଟାଉନ: ରୋମାଂଚକର ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତ  । ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନକୁ ଭାରତ ୭ ୱିକେଟ୍‌ରେ ପରାସ୍ତ କରିଛି।…

ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ

ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ । ନାଗପୁରରେ ଦିନ ୯ଟା ୩୦ରେ  ପ୍ରଥମ ମ୍ୟାଚ । ନମ୍ବର ୱାନ ଅଷ୍ଟ୍ରେଲିଆ ଓ ନମ୍ବର ୨ ଭାରତ ଭିତରେ କଡା ମୁକାବିଲା ସମ୍ଭାବନା । ଏହି ସିରିଜରେ ଉଭୟ ଦେଶର ଖେଳାଳି ନିଜ ନାଁରେ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି…

ବର୍ଡର-ଗାଭାସ୍କର ଟ୍ରଫି ଆସନ୍ତାକାଲିଠୁ

ନାଗପୁର:  ବର୍ଡର-ଗାଭାସ୍କର ଟ୍ରଫି ଆସନ୍ତାକାଲି ଖେଳାଯିବ ।  ଏହି ଟେଷ୍ଟରେ ଭାରତ ଜିତିବାକୁ ଚାହିଁବ । କାରଣ ଭାରତ ହାରିଲେ ଟେଷ୍ଟ ଚାମ୍ପିଆନସିପ୍ ର ଫାଇନାଲକୁ ଯାଇପାରିବ ନାହିଁ । ଏବେ ଦ୍ବିତୀୟ ନମ୍ବରରେ ଅଷ୍ଟ୍ରେଲିଆ ପଛକୁ ରହିଛି ଭାରତ ।  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର…