Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Special
ବଲିଉଡ ଗୀତରେ ଭାରତୀୟ ନୈାସେନାର ଅଭ୍ୟାସ
ମେଟ୍ରୋ ଟିଭି ଓଡିଶା,୨୪/୧ : ଆଗକୁ ଆସୁଛି ଜାନୁୟାରୀ ୨୬ ଅର୍ଥାତ ଗଣତନ୍ତ୍ର ଦିବସ । ଏଥିପାଇଁ ଚଳଚଞ୍ଚଳ ପ୍ରତ୍ୟେକ ସ୍ୁଲ ,କଲେଜ ଅର୍ଥାତ ବିଭିନ୍ନ ଅନୁଷ୍ଠାନ । କାରଣ ୭୩ତମ ଦିବସକୁ ବେଶ ଧୂମଧାମରେ ପାଳନ କରାଯିବ । ଏଥିପାଇଁ ଚାଲିଛି ସବୁଠି ଜୋରଦାର ପ୍ରସ୍ତୁତି । କରୋନା କଟକଣା ଭିତରେ!-->!-->!-->…
ଧ୍ୱଜାବତରଣ ଉତ୍ସବରେ ଶୁଣାଯିବ ନାହିଁ ଆବାଇଡ୍ ୱିଥ୍ ମି:ହଟାଗଲା ମହାତ୍ମାଗାନ୍ଧୀଙ୍କ ପ୍ରିୟ ଭଜନ
ମେଟ୍ରୋ ଟିଭି ଓଡିଶା,୨୩/୧ : ଏଥର ଧ୍ୱଜାବତରଣ ଉତ୍ସବରେ ଶୁଣିବାକୁ ମିଳିବନି ମହାତ୍ମା ଗାନ୍ଧିଙ୍କ ପ୍ରିୟ ଭଜନ । ମହାତ୍ମାଗାନ୍ଧିଙ୍କ ପ୍ରିୟ ଭଜନ ଆବାଇଡ ୱିଥ ମି କୁ ବିଟିଙ୍ଗ ଦ ରିଟ୍ରିଟ ପାଇଁ ୨୬ ଟି ଧୁନ୍ର ଏକ ତାଲିକା ପ୍ରସ୍ତୂତ କରାଯାଇଛି । ମହାତ୍ମାଗାନ୍ଧିଙ୍କ ମୃତ୍ୟୁ!-->!-->!-->…
ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
ମେଟ୍ରୋ ଟିଭି ଓଡିଶା,୨୩/୧ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ଦେଶର ମହାନ୍ ସୁପୁତ୍ର ନେତାଜୀଙ୍କ ପରାକ୍ରମ ଆଗରେ ମଥାନଥ କରୁଛି ଦେଶ । ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ଗ୍ରାନାଇଟ୍!-->!-->!-->…
ମହିଳାଙ୍କ ରାଗରୁ ୮ଲକ୍ଷର କ୍ଷତି
ମେଟ୍ରୋ ଟିଭି ଓଡିଶା,୨୦/୧ : କ୍ରୋଧରୁ କ୍ଷତି ଏହା ଅନେକ ସମୟରେ କୁହାଯାଇଛି । କ୍ରୋଧ ଆସିଲେ ମଣିଷ ତାର ହିତାହତ ଜ୍ଞାନ ହରାଇବସେ ଓ ଏମିତି କିଛି କରିବସେ ଯାଗାକୁ ପରେ ଭାବିଲେ ଦୁଃଖି ହୁଏ । ଏହିପରି ଜଣେ ମହିଳା ରଗିକି କିଛି ବିଚିତ୍ର କାମ କରିଛନ୍ତି । ଚୀନର ଜଣେ ଯୁବତୀଙ୍କ କ୍ରୋଧ!-->!-->!-->…
ଭାରତୀୟଙ୍କୁ ଚୀନର ଅପହରଣ:ଉଦବେଗ୍ ପ୍ରକାଶ କଲା ବୈଦେଶିକ ବିଭାଗ
ମେଟ୍ରୋ ଟିଭି ଓଡିଶା,୨୦/୧ : ଭାରତ-ଚୀନ ମଧ୍ୟରେ ସୀମା ବିବାଦ ନେଇ ଉତ୍ତେଜନା ଲାଗିରହିଛି । ଗତବର୍ଷଠାରୁ ଗଲୱାନ ଘାଟିର ସଂଘର୍ଷ ଉଭୟ ଦେଶ ପାଇଁ ଶତୃତା ପରିବେଶ ସୃଷ୍ଟି କରିଛି । ସୀମାନ୍ତରେ ଥିବା ଗ୍ରାମବାସୀ ମାନେ ନିଜ ଜମି ବା ଜାଣି ନପାରି ସୀମା ଅତିକ୍ରମ କଲେ ଡ୍ରାଗନ ସୈନ୍ୟ!-->!-->!-->…
ମଝି ଆକାଶରେ ମୁହାଁମୁହିଁ ହୋଇଥାନ୍ତେ ଦୁଇଟି ବିମାନ
ମେଟ୍ରୋ ଟିଭି ଓଡିଶା,୨୦/୧ : ବେଙ୍ଗାଲୁର ବିମାନ ବନ୍ଦରରୁ ଉଡାନ ଭରିଥିବା ୨ଟି ଇଣ୍ଡିଗୋ ବିମାନ ମଝି ଆକାଶରେ ମୁହାଁ ମୁହିଁ ହୋଇଥାନ୍ତେ । ରାଡାର ନିୟନ୍ତ୍ରକ ଆସୁଥିବା ବିପଦକୁ ଦେଖି ସଂଶୋଧନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିମାନ ଚଳାଚଳ ହୋଇଥିଲା । ଆଶ୍ଚର୍ଯ୍ୟର କଥା ଦୁଇଟି!-->!-->!-->…
ରହସ୍ୟମୟ ବ୍ରିଜ, ଯେଉଁଠି ଆତ୍ମହତ୍ୟା କରନ୍ତି କୁକୁର
ମେଟ୍ରୋ ଟିଭି ଓଡିଶା,୧୯/୧: ଦୁନିଆ ଅଭୁଦ ଓ ରହସ୍ୟରେ ପରିପୂର୍ଣ୍ଣ । ଆମ ଏଇ ଦୁନିଆରେ ଏଭଳି କିଛି ବିଚିତ୍ର ଦେଖିବାକୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଏହି ବିଚିତ୍ର ଦୁନିଆର ଅଭୁଦ ରହସ୍ୟ ବିଷୟରେ ଜ।ଣିଲେ ଆଚମ୍ବିତ ହୋଇଯିବୋ କେବଳ ମଣିଷ ଯିଏ କି ବିଭିନ୍ନ କାରଣ ଯୋଗୁ!-->!-->!-->…
ବତକ ମାଙ୍କଡର ନିଆରା ପ୍ରେମ
ମେଟ୍ରୋ ଟିଭି ଓଡିଶା,୧୮/୧: କେବଳ ମଣିଷ ମଣିଷ ଭିତରେ ସେହ୍ନ ଶ୍ରଦ୍ଧା ସିମୀତ ନାହିଁ । ବିଭିନ୍ନ ପଶୁ ପକ୍ଷୀ ମଧ୍ୟରେ ସେମାନଙ୍କର ବନ୍ଧୁତା ଦେଖିଲେ ମୁଣ୍ଡ ନଇ ଯାଏ । ବତକ ଆଉ ମାଙ୍କଡ ବନ୍ଧୁତା ଓ ପରସ୍ତର ପ୍ରତି ସେହ୍ନ ସଂପର୍କର ଦୃଶ୍ୟ ଅତି ମନଲୋଭା । ଏହି ବନ୍ଧୁତା ସେମାନେ ପ୍ରତି ଦିନ!-->…
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ଫେରାଇଦେଲେ ଅଭିଷେକଙ୍କ ପତ୍ନୀ
ମେଟ୍ରୋ ଟିଭି ଓଡିଶା,୧୭/୧: ବହୁ ଚର୍ଚ୍ଚିତ ଅଭିଷେକ ମହାପାତ୍ର ଙ୍କ ମୃତ୍ୟୁ ପରେ ତାଙ୍କ ସହଧର୍ମିଣୀ ଚିକିତ୍ସା ପାଇଁ ପାଇଥିବା ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ଫେରାଇଲେ ପତ୍ନୀ ମୌସୁମୀ ମହାନ୍ତି । ଏହି ଉପଲକ୍ଷେ ଆଜି ମୃତ ଅଭିଷେକ ମହାପାତ୍ର ଙ୍କ ସହଧର୍ମିଣୀ,!-->!-->!-->…
ସରକାରଙ୍କୁ ସବୁ ସମ୍ପତ୍ତି ଦାନ କଲେ ଡାକ୍ତର
ମେଟ୍ରୋ ଟିଭି ଓଡିଶା,୧୭/୧: ହିମାଚଳର ବୃଦ୍ଧା ଏବେ ଚର୍ଚ୍ଚାରେ ସେ ନିଜ ସବୁ ସମ୍ପତ୍ତି ସରକାରଙ୍କୁ ଦାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବୃଦ୍ଧା ଜଣକ ନିଜର ୫କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ କରି ଦେଇଛନ୍ତି । ଗତବର୍ଷ ସେ ନିଜ ସ୍ତ୍ରୀକୁ ହରାଇଥିଲେ । ତାଙ୍କ ସ୍ତ୍ରୀର ଶେଷ!-->!-->!-->…