Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Browsing Category
Special
ସବୁଠୁ ଧନୀ ରାଜନୈତିକ ଦଳ ପାଲଟିଲା ବିଜେପି, ଚାନ୍ଦା ଆକାରରେ ମିଳୁଛି କୋଟି କୋଟି ଟଙ୍କା
ମେଟ୍ରୋଟିଭିଓଡିଶା(୬.୪.୨୦୨୨)
ଦେଶରେ ସବୁଠୁ ଧନୀ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି) । ଚାନ୍ଦା ଆକାରରେ ପ୍ରତିବର୍ଷ ମିଳୁଛି କୋଟି କୋଟି ଟଙ୍କା । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମର (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି ।!-->!-->!-->…
ଧରାପଡିଲା ଆମେରିକାର ଚୋରି
ମେଟ୍ରୋଟିଭିଓଡିଶା (୫.୪.୨୦୨୨)
ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି ଋଷର ଜଣେ ଅଧିକାରୀ । ଅନ୍ୟ ଦେଶମାନଙ୍କ ଆଗରେ ଋଷ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଭିତରେ ଚକ୍ରାନ୍ତ କରୁଛି ଆମେରିକା । ଋଷଠାରୁ ଶସ୍ତାରେ ତେଲ କିଣି ନିଜ ଦେଶର ତେଲ!-->!-->!-->…
ଚାଷୀଙ୍କ ପାଇଁ ଖୁସି ଖବର! ସାର ଉପରେ ଜାରି ରହିବ ସବସିଡି
ଚାଷୀଙ୍କ ପାଇଁ ଖୁସି ଖବର! ସାର ଉପରେ ଜାରି ରହିବ ସବସିଡି
୨୦୨୩ ବେଳକୁ ବଦଳି ଯିବକି ଦୁନିଆ! ମଣିଷଙ୍କ ଶେଷ ଦିନ ଆସୁଛି ବୋଲି କହିଲେ ବାବା ବେଙ୍ଗା
୨୦୨୩ ବେଳକୁ ବଦଳି ଯିବକି ଦୁନିଆ! ମଣିଷଙ୍କ ଶେଷ ଦିନ ଆସୁଛି ବୋଲି କହିଲେ ବାବା ବେଙ୍ଗା
ଓଡ଼ିଶା ସୀମାରେ ଆନ୍ଧ୍ର ଗଠନ କଲା ୧୩ ସ୍ୱତନ୍ତ୍ର ଜିଲ୍ଲା
ମେଟ୍ରୋଟିଭିଓଡିଶା (୪.୪.୨୦୨୨)
ଆନ୍ଧ୍ର ପ୍ରଦେଶର ପାର୍ବତିପୁରମ ଠାରେ ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାର ଆଦିବାସୀ ବହୁଳ କିଛି ଅଂଶକୁ ନେଇ ନୂତନ ଜିଲ୍ଲା ଗଠନ କରାଯାଇ ତାକୁ ମାନ୍ୟମ୍ ଜିଲ୍ଲା ବୋଲି ନାମକରଣ କରାଯାଇଛି । ଆଦିବାସୀ ନାମକରଣ କରାଯାଇ ଆନ୍ଧ୍ର ସରକାର ଗଠନ କରିଥିବା!-->!-->!-->!-->!-->…
ଶ୍ରୀମନ୍ଦିର ରୋଷଘରେ ୪୦ରୁ ଅଧିକ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ
ମେଟ୍ରୋଟିଭିଓଡିଶା(୩.୪.୨୦୨୨):
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଘରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ରୋଷଘରେ ୪୦ଟି ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି । କିଏ ଓ କାହିଁକି ଏହି ଚୁଲାଗୁଡ଼ିକୁ ଭାଙ୍ଗିଲା ସେନେଇ କିଛି ସ୍ପଷ୍ଟ ହୋଇନି । ଏହି ଘଟଣା ପରେ!-->!-->!-->…
ଗୌତମ ଅଦାନୀଙ୍କୁ ବଡ଼ ସଫଳତା; ବିଶ୍ୱର ୧୦ ଧନୀ ତାଲିକାରେ ପାଇଲେ ସ୍ଥାନ
ଗୌତମ ଅଦାନୀଙ୍କୁ ବଡ଼ ସଫଳତା; ବିଶ୍ୱର ୧୦ ଧନୀ ତାଲିକାରେ ପାଇଲେ ସ୍ଥାନ
ଦୃଶ୍ୟମାନ ହେଲା ରମଜାନର ଚାନ୍ଦ, ରବିବାର ପ୍ରଥମ ରୋଜା
ଦୃଶ୍ୟମାନ ହେଲା ରମଜାନର ଚାନ୍ଦ, ରବିବାର ପ୍ରଥମ ରୋଜା