Browsing Category

Politics

All politics-related news information will be uploaded here in daily besis

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ

“ନିଷ୍କ୍ରିୟ ଶାସନ ବ୍ୟବସ୍ଥା, ବେକାରୀ ସମସ୍ୟା ଓ ଦାରିଦ୍ର‌୍ୟ, ଭ୍ରଷ୍ଟାଚାର ଓ ଦୁର୍ନିତୀ, ନିମ୍ନ ମାନର ସେବା, ଓଡିଆ ଅସ୍ମିତା ଓ ଅଣ ଓଡିଆଙ୍କ ଆଧିପତ୍ୟ, ନିର୍ବାଚନ ପୂର୍ବରୁ ଅନ୍ଧାରି ବିଜେ” ଏହି ୬ଟି ପ୍ରସଙ୍ଗ ଉପରେ ଭାରତୀୟ ଜନତା ପାର୍ଟି ସ୍ୱର ଉଠାଇବା ପରେ ବିଜେଡି ଛାନିଆ ହୋଇଯାଇଛି ।…

ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ

ମେ ୧୩କୁ ଦେଶରେ ୪ର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ୯୬ ଟି ଆସନ ପାଇଁ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ, ୩୧…

ବିଜେପିରେ ଯୋଗ ଦେଲେ ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ତ୍ରିଲୋଚନ ତରାଇ

ବିଜୁ ଜନତା ଦଳ ସରକାର ଦୀର୍ଘ ୨୫ବର୍ଷ ଶାସନରେ ରହିବି ଓଡ଼ିଶାକୁ ଗରିବୀରୁ ବାହାରକୁ ଆଣିପାରିଲାନି । ସାରା ଓଡିଶାରେ ବିଜେଡି ସରକାର ଉପରେ ଲାକଙ୍କ ପ୍ରବଳ ଆକ୍ରୋଶ ରହିଛି । ଲୋକ କହୁଛନ୍ତି “ଆଉ କେତେ ଦିନ ସହିବ ଓଡ଼ିଶା” । ନବୀନ ଓଡ଼ିଶା ସରକାର ଅଣଓଡ଼ିଆ ଦ୍ୱାରା ପରିଚାଳିତ ହେଉଛି । ବିଜେଡି…

‘କନ୍ଧମାଳକୁ ବିଜେଡି, କଂଗ୍ରେସ ଅଣଦେଖା କରିଛନ୍ତି’ –

କନ୍ଧମାଳ ସଙ୍କଳ୍ପ ସମାବେଶରେ ଉଭୟ ଶାସକ ବିଜେଡି ଓ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ‘କନ୍ଧମାଳକୁ ଓଡିଶାର କାଶ୍ମୀର କୁହାଯାଏ । ଏହା ରାଜ୍ୟ ପର୍ଯ୍ୟଟନର ଏକ ମୁଖ୍ୟ ଆଧାର । କିନ୍ତୁ ଏହାର ବିକାଶ ପାଇଁ ରାଜ୍ୟ ସରକାର ଉଦାସୀନ । ହେଲେ ବିଜେପି ଏହାକୁ…

ନବୀନ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି, ସ୍ୱପ୍ନ ଜାଣିନାହାଁନ୍ତି – ମୋଦୀ

ବଲାଙ୍ଗୀରରେ ବିଜେଡି ସରକାରକୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ନବୀନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ତୀର ମାରିବା ସହିତ, ଏଥର ନବୀନ ପ୍ରଚାର କରିବାକୁ ଆସିଲେ ତାଙ୍କୁ କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ବିନା କାଗଜ ଧରି…

ମାରାଥନ୍ ପ୍ରଚାରରେ ମୋଦୀ

ଆଜି ଓଡ଼ିଶାର ନିର୍ବାଚନ ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରୁ ବାହାରି ୩ଟି ଜିଲ୍ଲାରେ ଜନସମାବେଶ କରିବା ସହ ବିଜେପି ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଫୁଲବାଣୀ, ବରଗଡ଼ ଏବଂ ବଲାଙ୍ଗୀରରେ ଆଜି କମ୍ପିବ ପ୍ରଚାର ମଇଦାନ । ସମସ୍ତ ଜିଲ୍ଲାରେ ଜନସମାବେଶ କରି…

ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ

ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି ମୋଦି।ସେ କହିଛନ୍ତି, ଓଡିଶାରେ ବିପୁଳ ସମର୍ଥନ ମିଳୁଛି। ପୂର୍ବରୁ ଓଡ଼ିଶାରେ ଏପରି ଜନ ସମାଗମ ଓ ଉତ୍ସାହ ଦେଖି ନ ଥିଲି।…

ବିଜେଡିକୁ ଭାଙ୍ଗିବାକୁ ଚାହୁଁଛି ବିଜେପି – ଭି. କେ ପାଣ୍ଡିଆନ

ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ଭି. କେ ପାଣ୍ଡିଆନ । ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ୍‌ କହିଛନ୍ତି ବିଜେଡିକୁ ଭାଙ୍ଗିବାକୁ ଚାହୁଁଛି ବିଜେପି । ବିଜେପିର ଟାର୍ଗେଟରେ ରହିଛି ୪୦ ରୁ୫୦ ଆସନ । ବିଜେପି ବିଜେଡିକୁ ଭାଙ୍ଗି ସରକାର କରିବାକୁ ଚାହୁଁଛନ୍ତି ବିଜେପି ନେତା।…

୨୧ରୁ ୨୧ ଆସନ ଜିତିବ ବିଜେପି- ରାଜନାଥ ସିଂ

ରାୟଗଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି,  ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି । ପୂର୍ବରୁ ପଚାରୁଥିଲୁ କେତେ ଆସନରେ ଜିତିବୁ, ଲୋକ ୭ରୁ ୮ ଆସନ ବୋଲି କହୁଥିଲେ । କିନ୍ତୁ ଏବେ ବିଜେପି…

ବାଲେଶ୍ୱର ଲୋକସଭା ଆସନ ପାଇଁ ସ୍ୱାଧୀନ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଖାରବେଳ ସ୍ୱାଇଁ

ଶେଷରେ ବାଲେଶ୍ୱର ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଖାରବେଳ ସ୍ୱାଇଁ । ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସେ ଦାବି କରିଛନ୍ତି ଯେ ୪ ହଜାର ଭୋଟରେ ସେ ବିଜୟୀ ହେବେ । ଖାରବେଳ ସ୍ୱାଇଁ ବିଜେପିରୁ ଟିକେଟ୍ ପାଇଁ ଦାବି…