Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
Politics
All politics-related news information will be uploaded here in daily besis
ଆଇପିଏସ କୁଟ୍ଟେଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର
ଆଇପିଏସ ଡିଏସ କୁଟ୍ଟେଙ୍କୁ ରାଜ୍ୟ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ମିଳିଛି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର।ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ…
ପପୁ ଯାଦବ କଂଗ୍ରେସକୁ କାହିଁକି ସତର୍କ କରାଇଲେ?
ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ରାଜନୈତିକ ଦଳ ଏ ସମ୍ପର୍କରେ ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡିଆ ଆଲାଇନ୍ସ ବିହାରରେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲା ଏବଂ ଏନଡିଏ ଏହାର ବିଜୟ ବଜାୟ ରଖିଥିଲା।…
ୟୁପିରେ କିଛି ଠିକ୍ ନାହିଁ
ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପିର ଖରାପ ପ୍ରଦର୍ଶନ ନେଇ ଦଳୀୟ କାର୍ଯ୍ୟକାରିଣୀ ବୈଠକ ଜାରି ରହିଛି। ବୈଠକରେ ବିଜେପିର ପରାଜୟ, କାରଣ ଦର୍ଶାଯାଇଛି। ବୈଠକରେ ଯୋଗଦେବାକୁ ଆସିଥିବା ଦଳର ଅଧିକାରୀମାନେ କହିଛନ୍ତି ୟୁପିରେ କିଛି ଠିକ୍ ନାହିଁ। କର୍ମୀଙ୍କ ମନୋବଳ ଭାଙ୍ଗି ଯାଇଛି,…
ଅଯୋଧ୍ୟା ପରେ ବଦ୍ରିନାଥ ଆସନରୁ ହାରିଲା ଭାଜପା
ଅଯୋଧ୍ୟା ଆସନ ହରାଇ ଚର୍ଚ୍ଚାରେ ଥିବା ଭାରତୀୟ ଜନତା ପାର୍ଟି ଆଉ ଗୋଟିଏ ଧାର୍ମିକ ସ୍ଥଳ ଆସନ ହରାଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଭାଜପା ଉତ୍ତରାଖଣ୍ଡରେ ହୋଇଥିବା ଉପ-ନିର୍ବାଚନରେ ବଦ୍ରିନାଥ ଆସନ ହରାଇଛି । ମଙ୍ଗଲୋର ସିଟ୍ ଉପରେ ଭାଜପାର କେବେ ବି କବ୍ଜା ନଥିବା ବେଳେ ବଦ୍ରିନାଥ…
୭ଟି ରାଜ୍ୟରେ ଉପନିର୍ବାଚନ ଗଣନା ଜାରି
ଜୁଲାଇ ୧୦ରେ ୭ଟି ରାଜ୍ୟ ଯଥା ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ୧୩ଟି ଆସନ ପାଇଁ ଆଜି ନିର୍ବାଚନ ଫଳାଫଳ ଘୋଷଣା ହେବ । ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣତି…
କଂଗ୍ରେସରେ ବିଲୟ ହେବ ବିଆରଏସ୍
ତେଲଙ୍ଗାନା କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦାନମ ନାଗେନ୍ଦ୍ର ଭାରତ ରାଷ୍ଟ୍ର ସମିତି (ବିଆରଏସ) ଦଳ ବିଷୟରେ ଏକ ବଡ଼ ତଥ୍ୟ ଦେଇଛନ୍ତି। ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ସହିତ ବିଆରଏସ ଖୁବ ଶୀଘ୍ର ମିଶ୍ରଣ ହେବ ବୋଲି ନାଗେନ୍ଦ୍ର କହିଛନ୍ତି। ସେ ଦାବି କରିଛନ୍ତି ଯେ କେ ଚନ୍ଦ୍ରଶେଖର…
ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ଘୋଷଣା କଲେ କେନ୍ଦ୍ର ସରକାର
ଜୁନ୍ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ଘୋଷଣା କଲେ କେନ୍ଦ୍ର ସରକାର । ଏନେଇ ବିଧିବଦ୍ଧ ଭାବେ ନୋଟିଫିକେସନ୍ ଜାରି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି । ତେବେ ୧୯୭୫ ମସିହା ଏହି ସମାନ ତାରିଖରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ…
ଲୋକସଭା ନିର୍ବାଚନ ପରେ ପ୍ରଥମ ଉପନିର୍ବାଚନ
୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ଭୋଟ୍ ଗଣତି ଆସନ୍ତା ୧୩ ତାରିଖରେ ହେବ। ୨୦୨୪ ଲୋକସଭା ନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ। ଅନେକ ବରିଷ୍ଠ ଏବଂ ନବାଗତଙ୍କର ଏହି ଉପନିର୍ବାଚନ ଭାଗ୍ୟଫଳ ନିର୍ଦ୍ଧାରଣ କରିବ। ଏଥିସହ ଲୋକସଭା ନିର୍ବାଚନ…
୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନ ରେ ଥିବା ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ପାଇଁ, ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ପାଇଁ କରଫୋସ ଫଣ୍ଡ ୨୦୦ କୋଟି…
ଆଜି ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଜି ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ନୂଆ ସରକାର ଅନେକ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା କିପରି ପୂରଣ କରୁଛି ତାହା ଦେଖିବାକୁ ଲୋକଙ୍କ ଅପେକ୍ଷା ରହିଛି । ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଲୋକସେବା ଭବନରେ ବୈଠକ…