Browsing Category

Politics

All politics-related news information will be uploaded here in daily besis

ଅପପୃଷ୍ଟି ରୋକିବ ସରକାର

୨୦୨୪-୨୫ ଆର୍ଥିକ ବର୍ଷରେ ୯୮ ହଜାର ୬୨୦ ସଂଖ୍ୟକ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି । ଅପପୃଷ୍ଟି ରୋକିବାକୁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା’, ବିଧାନସଭାରେ ଲିଖିତ ଉତ୍ତର ରଖି କହିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନୱାଡି…

ପଦ୍ମ ଧରିଲେ ଚମ୍ପାଇ ସୋରେନ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ବିଜେପିରେ ସାମିଲ ହୋଇଛନ୍ତି। ଶୁକ୍ରବାର ରାଞ୍ଚିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ଝାଡ଼ଖଣ୍ଡ ବିଜେପି ସଭାପତି…

ବିଜେଡି ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ

ବିଜେପି ସରକାର ବିଜେଡି ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।     ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି,  ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ। ସରକାର ଚଳିତ…

 ଛାତ୍ରସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

ଆଜି ବିଜୁ ଛାତ୍ରଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ। ଛାତ୍ରସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ର ସଂସଦ ନିର୍ବାଚନ ନେଇ ହୋଇପାରେ ଆଲୋଚନା।

କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅପମାନ 

ଯାଜପୁର ଧର୍ମଶାଳାରେ କଳ୍ପତରୁ ଦାସ ଷ୍ଟାଡିୟମରେ କିଛି ଦିନ ତଳେ ବିଜେପିର କାର୍ଯ୍ୟକାରିଣୀ ହୋଇଥିଲା। ସେଦିନ ସ୍ଵର୍ଗତଃ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିର ମୁହଁକୁ ଗେରୁଆବସ୍ତ୍ରରେ ଢାଙ୍କି ଦିଆଯାଇଥିଲା। ତାପରେ ବିଜେପି କାର୍ଯ୍ୟକାରିଣୀ ହୋଇଥିଲା।ଏହାପରେ ସରପଞ୍ଚମାନେ ବିଡ଼ିଓଙ୍କୁ ଦେଖା…

ମହାରାଷ୍ଟ୍ରରେ ହେବ ବଡ଼ ଖେଳ

ଶିବସେନା ନେତା ଉଦ୍ଧବ ଠାକୁରଙ୍କ ବଙ୍ଗଳା ମାତୋଶ୍ରୀ ଠାରେ ମହାବିକାଶ ଅଗାଡି(ଏମ୍‌ଭିଏ) ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକରେ ଉଦ୍ଧବ ଠାକରେ, ଶରଦ ପାୱାର ଏବଂ ନାନା ପାଟୋଲଙ୍କ ସମେତ ଏମ୍‌ଭିଏର ବିଶିଷ୍ଟ ନେତାମାନେ ଯୋଗଦେବେ। ଯଦିଓ କୁହାଯାଉଛି ଯେ ରାଜ୍ୟର ସାମ୍ପ୍ରତିକ…

ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ

ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ଗତ ୨୧ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ। ବିଜେପି ପ୍ରାର୍ଥୀ ମମତା ମହାନ୍ତ ନାମାଙ୍କନ ଦାଖଲ କରିବା ପରେ ଜଗନ୍ନାଥ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ।…

ତାଲିକା ପ୍ରକାଶ କରି କିଛି ସମୟ ପରେ ପ୍ରତ୍ୟାହାର କରିନେଲା ଭାଜପା

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ଏକ ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି। ପୂର୍ବାହ୍ନରେ ବିଜେପି ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିବା…

 ଶଙ୍ଖ ଭବନରେ ବିଜେଡ଼ି ବିଧାୟକ ନେବେ ପ୍ରଶିକ୍ଷଣ

ଶଙ୍ଖ ଭବନରେ ତାଲିମ୍ ନେବେ ବିଜେଡ଼ି ବିଧାୟକ । ବିଧାନସଭାରେ ଅୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କରିଥିଲା ବିଜେଡି ।ସକାଳ ୧୦ଟାରୁ ଆରମ୍ଭ ହେବ ବିଧାୟକ ପ୍ରଶିକ୍ଷଣ ଶିବିର । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ ।ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା…

ସୁଭଦ୍ରା ଯୋଜନାକୁ ନେଇ ଜୋର୍ ଧରିଲା ରାଜନୀତି

'ସୁଭଦ୍ରା' ଯୋଜନାର ରୂପରେଖକୁ ନେଇ ସରଗରମ ରାଜନୀତି । ଧୂଆଁବାଣ ଓ ଭୋଟବ୍ୟାଙ୍କ ପଲିଟିକ୍ସ କହି ବିରୋଧୀଙ୍କ କଟାକ୍ଷ । ସୁଭଦ୍ରା ଯୋଜନାର ରୂପରେଖ ସାମ୍ନାକୁ ଆସୁ ଆସୁ, ଘେରିଲେଣି ବିରୋଧୀ। ବିରୋଧୀ ଦଳ ନେତା  । ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ…