Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Politics
All politics-related news information will be uploaded here in daily besis
ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
ଚଳିତ ବର୍ଷ ମୋଦିଜୀଙ୍କ ୭୫ ତମ ଜନ୍ମଦିବକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ବୃକ୍ଷଚାରା ରୋପଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଜେପି, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜନ କରାଯିବ।…
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟଦାନରୁ ବିରତ ରହିବ । ବିଜେଡି ସମଦୂରତା ରକ୍ଷାକରିବ । ଏହା କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଆସନ୍ତା ୯ ସେପ୍ଟେମ୍ବରରେ ଦେଶର ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗନେବ ନାହିଁ। ବିଜେଡି କାହାକୁ ଭୋଟ ଦେବ, ତା’ ଉପରେ ସମସ୍ତଙ୍କ ନଜର…
ପରଲୋରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣପଡ଼ିଛି। ହାର୍ଟ ଏବଂ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। ଡୋଲକିଆ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ…
ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
ନବୀନ ଆଉ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ । କହିଲେ ଆମେ ଯାହାକୁ ଅନ୍ଧଭାବେ ଭଲ ପାଇ ଶାସନ କରିବାକୁ କ୍ଷମତା ଦେଲୁ ସେ ରାଜ୍ୟ ପାଇଁ କରିଲେ କଣ । ନବୀନ ବାବୁ 24 ବର୍ଷ ଶାସନ କଲେ । ଓଡ଼ିଶା ପାଇଲା କଣ । ଆମେ ଅନ୍ୟକୁ ଦୋଷ ଦେବା ଜାଣୁ । ପ୍ରକୃତ ଦୋଷୀ ଆଉ ଜଣେ । ଆଉ…
ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
ବିଜେଡି କାହାକୁ ଦେବ ଭୋଟ । ସ୍ପଷ୍ଟ କଲେନି ନବୀନ । ଦିଲ୍ଲୀରେ ଏନେଇ କରିବେ ଘୋଷଣା । ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସାରା ଦେଶରେ ରାଜନୈତିକ ଗତିବିଧି ଜୋରଦାର ହୋଇଛି। ଓଡ଼ିଶାରେ ମଧ୍ୟ ରାଜନୀତି ସରଗରମ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…
ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ । ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଥିବାବେଳେ, ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ ଦିଲ୍ଲୀ ବାହାରିଛନ୍ତି । ତେବେ ଆଗକୁ ଉପରାଷ୍ଟ୍ରପତି…
ନବୀନ କାହାକୁ ସମର୍ଥନ କରିବେ ?
ଆସନ୍ତା ୯ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ନବୀନ କାହାକୁ ସମର୍ଥନ କରିବେ ଘୋଷଣା କରିନାହାଁନ୍ତି । ନିର୍ବାଚନରେ ବିଜେଡି ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନା ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବ ସେନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନି। ଦଳ ସଭାପତି କିଛି…
ଋଷ୍ ଆଉ ଭାରତ ମଧ୍ୟରେ ବଢୁଥିବା ସମ୍ପର୍କକୁ ମୁଁ ସମ୍ମାନ ଜଣାଉଛି
ଏସିଓ ସମ୍ମିଳନୀରେ ମୋଦୀ, ପୁଟିନ୍ଙ୍କୁ ନିକତର ଦେଖି ସହ୍ୟ କରିପାରୁନାହାଁନ୍ତି ଶେହବାଜ୍ । ସରିଫଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏବଂ ହାତ ମିଳାଇବା ପାଇଁ ପୁଟିନ୍ଙ୍କ ପଛରେ ଦୌଡ଼ୁଥିବାର ଦେଖାଯାଇଥିଲା । ଏହି ଘଟଣାଟି ଗ୍ରୁପ ଫଟୋ ସୁଟ୍ …
ପଞ୍ଚାଏତ ନିର୍ବାଚନ ପୂର୍ବରୁ ଏନଏସି ଘୋଷଣା ବିଜେପିକୁ କେତେ ଫାଇଦା ଦେବ ?
ରାଜ୍ୟରେ ନୂଆ ଏନଏସି ଘୋଷଣା ହୋଇଛି । ଏହାକୁ ନେଇ କେଉଁଠି ଖୁସି ତ କେଉଁଠି ଦୁଃଖ । କେଉଁଠି ବିରୋଧ ପ୍ରଦର୍ଶନ ଚାଲିଛି । ଓଡ଼ିଶାରେ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ୧୬ଟି ନୂଆ ଏନଏସି (NAC) ଏବଂ ୭ଟି ନୂଆ ମ୍ୟୁନିସିପାଲିଟିର ଘୋଷଣା ହୋଇଛି । କିଛି…
ନିଜ ଝିଅକୁ କାହିଁକି ଦଳରୁ ବାହାର କଲେ କେସିଆର୍
କେ. କବିତା କାହିଁକି ଦଳରୁ ତଡ଼ା ଖାଇଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ, କାଲେଶ୍ୱରମ୍ ଲିଫ୍ଟ୍ ଇରିଗେସନ୍ ପ୍ରୋଜେକ୍ଟ ରେ ଅନିୟମିତତା ସମ୍ବନ୍ଧରେ ତାଙ୍କ କାକାଙ୍କ ପୁଅ ଟି. ହରିଶ୍ ରାଓ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଜେ. ସନ୍ତୋଷ୍ କୁମାରଙ୍କ ବିରୋଧରେ…