Browsing Category

Politics

All politics-related news information will be uploaded here in daily besis

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି​​​​​​​ ,ମାର୍ଚ୍ଚ ୧୬ ତାରିଖରେ ହେବ ନିର୍ବାଚନ

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି​​​​​​​ ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ,…

ଦେଶ ଜାଣେ କଂଗ୍ରେସ ପୁର୍ବରୁ ନଗ୍ନ ,ତେବେ ଆପଣମାନେ ଆପଣଙ୍କ ପୋଷାକ କଣ ପାଇଁ ବାହାର କରୁଥିଲେ ?’ – ମୋଦୀ

ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ଭାରତୀୟ ଯୁବ କଂଗ୍ରେସର ସାର୍ଟଲେସ୍ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି । କଂଗ୍ରେସକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘କଂଗ୍ରେସ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ନିଜର…

ନାବାଳିକା ଗଣଦୁଷ୍କର୍ମ ଘଟଣାର ବିରୋଧ କରି ୨୪ ରେ ରାଜରାସ୍ତା ଓହ୍ଲାଇବା ନେଇ ସୂଚନା ଦେଇଛି ବିଜେଡ଼ି

କେନ୍ଦ୍ରାପଡ଼ା ରାଜକନିକା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି। ଏହା ସହ ଏଭଳି ଘଟଣାର ବିରୋଧ କରି ଆସନ୍ତା ୨୪ ତାରିଖରେ ବିଜୁ ମହିଳା ଜନତା ଦଳ ରାଜରାସ୍ତା ଓହ୍ଲାଇବା ନେଇ ସୂଚନା ଦେଇଛି। କେବଳ ଭୁବନେଶ୍ୱରରେ ନୁହେଁ ବରଂ ସାରା ରାଜ୍ୟରେ ଏହି ସଂଘର୍ଷ ଚାଲିବ ବୋଲି…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ,ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି । ତେବେ ଦଳ ଛାଡିବାର ସେ ଏକ ରୋଚକ କାରଣ ଦର୍ଶାଇଛନ୍ତି । ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି । କହରଖିଛୁକି, ଗତ…

ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ପରିଷଦର ଏହି ସଦସ୍ୟମାନଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲରେ ଶେଷ ହେବାକୁ ଯାଉଥିବାରୁ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍ । ୧୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିକ୍ରମ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଭିସିରେ ଅନୁପସ୍ଥିତ ଥିବା ଯୋଗୁଁ ମଙ୍ଗଳବାର ହୋଇପାରିଲାନି ଚାର୍ଜ ଫ୍ରେମ୍ । ବିକ୍ରମ ଜେଲର ମେଡିକାଲରେ ଚିକିତ୍ସିତ ହେଉଥିବା ଯୋଗୁଁ ଭିସିରେ…

ବିଜେଡିରୁ ନିଲମ୍ବନ ନେଇ ମୁହଁ ଖୋଲିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼

ବିଜେଡିରୁ ନିଲମ୍ବନ ନେଇ ମୁହଁ ଖୋଲିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ । ସେ କହିଛନ୍ତି ମୁଁ ନବୀନ ପଟ୍ଟନାୟକ କି ପାଣ୍ଡିଆନଙ୍କ ବିରୋଧରେ କିଛି କହିନାହିଁ । କାହିଁକି ସେମାନଙ୍କର ରାଗ ଜାଣିନାହିଁ । ଜିଲ୍ଲା ବିକାଶ କଥା କହିବାରୁ ମୋତେ ନିଲମ୍ବନ କରିଛନ୍ତି । ବିଜେଡିରୁ ବାହାରି ମୁଁ ଦୁଃଖୀ…

ପରଲୋକରେ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ

ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ରାସେଶ୍ବରୀ ପାଣିଗ୍ରାହୀଙ୍କ  ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଘରେ ପରଲୋକ ହୋଇଯାଇଛି। ୭୯ ବର୍ଷ ବୟସରେ ପରଲୋକ। ସୂଚନା ଯୋଗ ଯେ,…

କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଏବଂ ବରିଷ୍ଠ ନେତା ଭୂପେନ କୁମାର ବୋରାହ

ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ କଂଗ୍ରେସକୁ ଝଟକା ଲାଗିଛି। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଏବଂ ବରିଷ୍ଠ ନେତା ଭୂପେନ କୁମାର ବୋରାହ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ୩୨ ବର୍ଷର ଲମ୍ବା ରାଜନୈତିକ ଯାତ୍ରା ପରେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ବୋରାହ…

ସରିଛି ଭୋଟ୍ ଚାଲିଛି ଗଣତି, ଚୂଡାନ୍ତ ଫଳାଫଳ ଆସିନି , କିନ୍ତୁ ବାଂଲାଦେଶରେ ବିଏନପି ସରକାର ଗଠନ ଏକ ପ୍ରକାର ସ୍ପଷ୍ଟ…

ସରିଛି ଭୋଟ୍ । ଚାଲିଛି ଗଣତି । ଚୂଡାନ୍ତ ଫଳାଫଳ ଆସିନି । କିନ୍ତୁ ବାଂଲାଦେଶରେ ବିଏନପି ସରକାର ଗଠନ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି । ଦଳ ଏବେସୁଦ୍ଧା ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇଛି । ଅନ୍ୟ ଦିଗରେ ଜମାତ-ଏ-ଇସଲାମି ୬୮ ସିଟ୍ ହାତେଇବାରେ ସକ୍ଷମ ହୋଇଛି । ବିଏନପି ନେତା ତାରିକ…