Trending
- ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି
- ଆଜି ଠୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
- ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି
- ହାତୀ ପୁଣି ଥରେ ମନମୋହନ ସାମଲଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଛି,ନିର୍ବିବାଦୀୟ ଭାବରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି
- ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
Browsing Category
Politics
All politics-related news information will be uploaded here in daily besis
କାହାର ହେବ ହରିଆଣା ?
ହରିୟାଣା ବିଧାନସଭା ଆସନ ପାଇଁ ହେବାକୁ ଥିବା ଭୋଟ ଗ୍ରହଣର ଅପେକ୍ଷାର ଅନ୍ତ ହୋଇଛି। ଶନିବାର ସକାଳୁ ସମସ୍ତ ୯୦ ଟି ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇ ଯାଇଛି। ଏହି ନିର୍ବାଚନରେ ୨ କୋଟିରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।ଭାଜପା ନେତା କୁଲଦୀପ ବିଷ୍ଣୁ ତାଙ୍କ ପରିବାର ସହିତ…
ନିଜ ନିର୍ବାଚନ ମଣ୍ଡଳୀରେ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼
କେଶିଙ୍ଗା: କଳାହାଣ୍ଡି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼ ହୋଇଛି ।
https://www.youtube.com/watch?v=ZI-xkDf4Mc8
ତାଙ୍କର ପୂର୍ବତନ ସମର୍ଥକ ଥିବା କିଛି ଯୁବକ ଅଣ୍ଡାମାଡ଼ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ଗୋଳମୁଣ୍ଡା କଲେଜର ଏକାଡେମୀକ…
ଯାଜପୁରରେ ଉପନିର୍ବାଚନ କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି
''ମୋ ଇସ୍ତଫା ଓ ଉପନିର୍ବାଚନ ଗୁଜବ । ଯାଜପୁରରେ ଉପନିର୍ବାଚନ କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଏହା ସତ ନୁହେଁ। ଯାହା ସବୁ ଗଣମାଧ୍ୟମରେ ଆଲୋଚନା ହେଉଛି, ତାହା କ’ଣ ସତ କି? ମୋତେ ଯିଏ ଟିକେଟ ଦେଇଛନ୍ତି, ଯାହାଙ୍କ ପାଇଁ ଆଜି ଏ ଜାଗାରେ ପହଞ୍ଚିଛି, ତାଙ୍କ ପାଖରୁ ଏହି ସମ୍ପର୍କରେ…
ମହାରାଷ୍ଟ୍ରରେ ଦାଦା ପୁତୁରା ବିବାଦ
ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅଜିତ ପାୱାରଙ୍କୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ‘ଘଡ଼ି’ ଚିହ୍ନ ବ୍ୟବହାର କରିବାରୁ ରୋକିବା ପାଇଁ ଦଳର ପ୍ରତିଷ୍ଠାତା ଶରଦ ପାୱାର ସୁପ୍ରିମକୋର୍ଟରେ ଏକ ନୂତନ ପିଟିସନ୍ ଦାଖଲ କରିଛନ୍ତି। ଶରଦ ପାୱାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି…
ମହାରାଷ୍ଟ୍ରରେ ରାଜନୀତି
ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ଜାରି ରହିଛି। ନିର୍ବାଚନ ଆୟୋଗ ମଧ୍ୟ କହିଛନ୍ତି ଯେ, ଖୁବଶିଘ୍ର ନିର୍ବାଚନର ତାରିଖର ଘୋଷଣା କରାଯିବ। ନିର୍ବାଚନ ପୂର୍ବରୁ ମହାୟୁତି ଏବଂ ଅଘାଡି ମେଣ୍ଟରେ ସିଟ ସେୟାରିଂକୁ ନେଇ ବୈଠକ ଜାରି ରହିଛି। ଏହାରି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ…
“ବର୍ତ୍ତମାନ ସ୍ୱଚ୍ଛତା ସମୃଦ୍ଧିର ଏକ ନୂଆ ମାର୍ଗ ପାଲଟିଛି”: ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅକ୍ଟୋବର ୨ ତାରିଖ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ ଅମୃତ…
ଗତ ୧୦ ବର୍ଷ ଧରି ସ୍ୱଚ୍ଛତା ଅଭିଯାନକୁ ମୋଦିଜୀ ଗୁରୁତ୍ୱ ଦେଇ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି
ଆଜି ସାରା ଦେଶ ଗାନ୍ଧିଜୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ଶାସ୍ୱତ ଓ ପ୍ରାସଙ୍ଗିକ ହୋଇ ରହିବା ସହିତ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ସାଜିଛି । ଗାନ୍ଧିଜୀ ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସୁଥିଲେ ଏବଂ ଏହାକୁ ଯଶସ୍ୱୀ…
ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି : ବିଜେପି
ଭୁବନେଶ୍ବର: ସେମାନେ ମହିଳାଙ୍କୁ ୫ ଟଙ୍କା ଦେଇନଥିଲେ ବିଜେପି କୋଟିଏରୁ ଅଧିକ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ କାର୍ଯ୍ୟ ଆରମ୍ଭ କରିଛି । ଏକଥା କହିଛି ବିଜେପି । କାରଣ ପଦଯାତ୍ରାରେ ବିଜେପି ସରକାରକୁ ନିଶାନା କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମିଛ କହି ବିଜେପି…
ଭାଜପା ଉପରେ ବର୍ଷିଲେ ନବୀନ
ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି।ତେବେ ପଦଯାତ୍ରା ଆରମ୍ଭରୁ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମିଛ କହି ଭାଜପା କ୍ଷମତାକୁ ଆସିଛି। ପଦ ଯାତ୍ରାରେ ଭାଜପା…
ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ : ୪୦ଟି ଆସନରେ ଭୋଟିଂ
ଆଜି ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ । ୪୦ଟି ଆସନରେ ଭୋଟିଂ ହେଉଛି । ମଇଦାନରେ ଅଛନ୍ତି ୪୪୯ ପ୍ରାର୍ଥୀ । ଏହା ଆଗରୁ ସେପଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିଲା। ଏଥିରେ ମତଦାନ ହାର ଥିଲା ୫୯ ପ୍ରତିଶତ। ସେହିପରି ସେପଟେମ୍ଵର ୨୫ରେ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟରେ…