Browsing Category

Politics

All politics-related news information will be uploaded here in daily besis

ଆଜିଠୁ ହେବ ମନୋନୟନପତ୍ର ଯାଞ୍ଚ

ମେଟ୍ରୋ ଟିଭି ଓଡିଶା,୨୨/୧ : ସରିଲା ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ । କାଲି ଶେଷ ଦିନରେ ବହୁ ପ୍ରାର୍ଥୀ ମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କୋଭିଡ କଟକଣା ଭିତରେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବୀ ପାଇଁ ଦାଖଲ କରିଛନ୍ତି

କଂଗ୍ରେସର ଲଡକୀ ଯୋଗ ଦେବେ ବିଜେପିରେ

ମେଟ୍ରୋ ଟିଭି ଓଡିଶା,୧୯/୧: ଉତ୍ତର ପ୍ରଦେଶରେ ପ୍ରତି ଦିନ ରାଜନୀତିରେ ନୂଆ ମୋଡ ଆସୁଛି । ନିର୍ବାଚନ ଯେତିକି ନିକଟତର ହେଉଛି ଦଳ ବଦଳର ଦୃଶ୍ୟ ସେତିକି ଦୃଷ୍ଟିକୁ ଆସୁଛି । ଗତ କିଛି ଦିନ ଧରି ବିଜେପିର ମନ୍ତ୍ରୀ ବିଧାୟକ ସମାଜବାଦୀ ପାଟିରେ ଯୋଗ ଦେଇଛନ୍ତି । ସମାଜବାଦୀ ପାଟିର ମୁଖ୍ୟ

ଭାଜପା ପ୍ରାର୍ଥୀ ତାଲିକାରେ ୨୫ଜଣ ଅପରାଧି

ମେଟ୍ରୋ ଟିଭି ଓଡିଶା,୧୮/୧: ଉତ୍ତର ପ୍ରଦେଶର ଭାଜପା ପକ୍ଷରୁ ପ୍ରଥମ ଦଫାରେ ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ୨୫ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏଭଳିକି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାରୁ ବିରୋଧି

ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ

ମେଟ୍ରୋ ଟିଭି ଓଡିଶା,୧୮/୧: ଭାରତର ସ୍ୱାଧୀନତା ଦିବସ ହେଉ କିମ୍ବା ସାଧାରଣତନ୍ତ୍ର ଦିବସ , ଏହି ସମୟରେ ଆତଙ୍କବାଦୀ ମାନେ କିଛି ବିଶୃଙ୍ଖଳା ସୃଷ୍ଟି କରିବା ଲକ୍ଷ୍ୟରେ ରହିଥାନ୍ତି । ଚଳିତବର୍ଷ ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନ

ମେଟ୍ରୋ ଟିଭି ଓଡିଶା,୧୮/୧: ଆଜି ନାମାଙ୍କନର ଦ୍ୱିତୀୟ ଦିନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲର ଆଜି ଦ୍ୱିତୀୟ ଦିନ।ଆଜି ବି ପଞ୍ଚାୟତ ବ୍ଲକ ଓ ଜିଲ୍ଲାପ।ଳ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରଥମ ଦିନରେ ୮ହଜାର ୭୭୨ ପ୍ରାର୍ଥିପତ୍ର ଦାଖଲ ହୋଇଛି। ସେଥିରେ

ପଞ୍ଜାବ ନିର୍ବାଚନ ଘୁଞ୍ଚିଲା

ମେଟ୍ରୋ ଟିଭି ଓଡିଶା,୧୭/୧: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚିଲା । ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ

ଆଜିଠୁ ନାମାଙ୍କନ ଦାଖଲ

ମେଟ୍ରୋ ଟିଭି ଓଡିଶା,୧୭/୧: ସରଗରମ ହେବ ପଞ୍ଚାୟତ ନିର୍ବାଚନ ପରିବେଶ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗ୍ରାମାଂଚଳ ରାଜନୀତି । ଭୋଟ୍ ପାଇଁ ଆଜିଠୁ ହେବ ନାମାଙ୍କନ ଦାଖଲ । ଏହା ମଧ୍ୟରେ ଚାଲିଛି ଦଳ ଅଦଳ ବଦଳ ପର୍ବ । ଯେଉଁ ଆଶାୟୀ ପ୍ରାର୍ଥୀମାନେ ନିଜ

ଜେଲରୁ ମୁକୁଳିଲେ ପୁଅ , ହେଲେ ଆଜମ ଖାନ ଜେଲରେ

image credit-india Ahead hindi ମେଟ୍ରୋ ଟିଭି ଓଡିଶା,୧୬/୧: ସୀତାପୁର ଜେଲରୁ ମୁକୁଳିଲେ ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ପୁଅ ଅବଦୁଲ୍ଲାହ ଆଜମ। ଶନିବାର ସନ୍ଧ୍ୟାରେ ସେ ଜେଲ୍ରୁ ମୁକୁଳିଛନ୍ତି। ଅବଦୁଲ୍ଲା ଓ ତାଙ୍କ ବାପା ଆଜମ ଖାନ୍ ପ୍ରଥମେ ରାୟପୁର ଜେଲ୍ରେ ଥିଲେ।

ନିଜ ଗଡରୁ ଲଢିବେ ଯୋଗୀ ଆଦିତ୍ୟନାଥ

ମେଟ୍ରୋ ଟିଭି ଓଡିଶା,୧୫/୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫୮ ସିଟ୍ ପାଇଁ ୫୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ସେହିପରି ଦ୍ୱିତୀୟ

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ମେଟ୍ରୋ ଟିଭି ଓଡିଶା,୧୪/୧: ଜାନୁଆରି ୩୧ରୁ ସଂସଦର ବଜେଟ ଅଧିବେଶନ । ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ସଂସଦର ବଜେଟ ଅଧିବେଶନ । ଜାନୁଆରି ୩୧ରୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ମାର୍ଚ୍ଚ ୧୪ରୁ ଏପ୍ରିଲ