Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Politics
All politics-related news information will be uploaded here in daily besis
ନିର୍ବାଚନ ପ୍ରଚାରରେ ସାମିଲ ହେଲେ ବିଦେଶୀ ବୋହୂ
ମେଟ୍ରୋ ଟିଭି ଓଡିଶା,୧୧/୨ : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରତିଦ୍ୱନ୍ଦ୍ୱି ପ୍ରାର୍ଥୀମାନଙ୍କର ଅଭିନବ ଉପାୟରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । କିଏ ଦୀର୍ଘଦିନ ଧରି ପଞ୍ଚାୟତରେ ରହିଥିବା ଅନେକ ସମସ୍ୟାର!-->!-->!-->…
କେନ୍ଦ୍ରାପଡାରେ ନିର୍ବାଚନୀ ପ୍ରଚାର ଜୋରଦାର
ମେଟ୍ରୋ ଟିଭି ଓଡିଶା,୧୧/୨ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ୨୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ବିଜେଡି ର ଜିଲ୍ଲା ପରିଷଦ ପ୍ରାଥି ଅପୁ ପରିଡା ନିଜର ଦଳୀୟ ସମର୍ଥନ ମାନଙ୍କୁ ଧରି ଜମ୍ଭୁ ଫେରିଘାଟ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା କରି ଥିଲେ ।
ଶକ୍ତି ପ୍ରଦର୍ଶନ କଳା!-->!-->!-->!-->!-->…
ଦି ଗ୍ରେଟ୍ ଖଲି ବିଜେପିରେ
ମେଟ୍ରୋ ଟିଭି ଓଡିଶା,୧୦/୨ : ବାହୁବଳୀ ଖଲିଙ୍କୁ ଭଲା କିଏ ନଜାଣନ୍ତି? ସେ ଘରେ ଘରେ ପରିଚିତ THE GREAT KHALI ନାଁରେ । WWE ରେ ଭାରତ ପକ୍ଷରୁ ଖେଳି ସାରା ବିଶ୍ୱରେ ନିଜର ଦବ୍ ଦବା ଜାହିର କରିଥାନ୍ତି । ବର୍ତମାନ ସେହି ରେସଲର୍ ଦି ଗ୍ରେଟ୍ ଖଲି ପଦ୍ମ ଧରିଛନ୍ତି । WWE ରେସଲର୍ ଖଲି!-->!-->!-->…
ନିର୍ବାଚନ ଲଢୁଛନ୍ତି ଦିବ୍ୟାଙ୍ଗ ପ୍ରତାପ ଚନ୍ଦ୍ର
ମେଟ୍ରୋ ଟିଭି ଓଡିଶା,୯/୨ : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଗାଁ ଦାଣ୍ଡ ପ୍ରଚାର ସରଗରମ ଦେଖିବାକୁ ମିଳୁଛି । ବିଭିନ୍ନ ଦଳ ର ସମର୍ଥନ, ସରପଞ୍ଚ ଓ ନୋମିନି ପ୍ରାଥୀ ଘର କୁ ଘର ଯାଇଁ ଭୋଟ ମାଗୁଛନ୍ତି । ଆମେ କହଚୁ ନୂଆଗଡ ପଂଚାୟତ କଥା , ତିନି ସରପଞ୍ଚ ପାର୍ଥୀ!-->!-->!-->…
ଭଦ୍ରକରେ ଭୁଷୁଡିଲା ବିଜେପି ସଂଗଠନ ,ଦଳ ଛାଡିଲେ ଶତାଧିକ ନେତା ଓ କର୍ମୀ
ମେଟ୍ରୋ ଟିଭି ଓଡିଶା,୫/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକ ବିଜେପି କୁ ଲାଗିଛି ବଡ ଝଟକା । କିଛିଦିନ ପୂର୍ବରୁ ଦଳରେ ପ୍ରମୁଖା ନେତା ଓ କର୍ମୀଙ୍କୁ ଅଣଦେଖା କରିବା ତଥା ନିର୍ବାଚନରେ କୌଣସି ଦାୟିତ୍ଵ ନଦେବା ଅଭିଯୋଗ କରି ବିଜେପିରୁ ଇସ୍ତଫା ଦେଇଥିବା ନେତା ଓ କର୍ମୀ ଆଜି!-->…
ଢିଙ୍କିଆ ଓ ଗଡକୁଜଙ୍ଗ ପଞ୍ଚାୟତରେ ଚାଲିଛି ଜୋରଦାର ପ୍ରଚାର
ମେଟ୍ରୋ ଟିଭି ଓଡିଶା,୪/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସେ ସେତେବେଳେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳେ । ଆମ କହୁଛୁ ଜଗତସିଂହ ପୁରର ଢ଼ିଙ୍କିୟା ଓ ଗଡ଼କୁଜଙ୍ଗ ପଂଚାୟତ କଥା. ସେଠାରେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳୁନି । ଗଡ଼କୁଜଙ୍ଗ ପଞ୍ଚାୟତ!-->…
ନିର୍ବାଚନ ଲଢିବେ ଯୁବ ସମାଜସେବୀ ସିଦ୍ଧାର୍ଥ ପ୍ରସାଦ
ମେଟ୍ରୋ ଟିଭି ଓଡିଶା,୪/୨ : ପ୍ରଚାର ମଇଦାନରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ । ପଞ୍ଚାୟତ ନିର୍ବାଚନ ରେ ଏଥର ଲଢ଼ିବେ ଯୁବ ସମାଜସେବୀ. ଆମେ କହୁଛୁ ଫତେପୁର ପଞ୍ଚାୟତ ପୁଅ ସିଦ୍ଧାର୍ଥ ପ୍ରସାଦ ପ୍ରଧାନ ଙ୍କର କଥା ପେସାରେ ବ୍ୟବସାୟୀ ନିଶା ତାଙ୍କର ସମାଜସେବା । ପଞ୍ଚାୟତ ର ବହୁ ଉର୍ନତି ମୂଳକ!-->…
କେନ୍ଦ୍ରାପଡାରେ ପଞ୍ଚାୟତ ନିର୍ବାଚନ ଜୋରଦାର ,ଭାଗ୍ୟ ନିର୍ଦ୍ଧାରଣ କରିବେ ୪ ହଜାର ୬ ସହ ଭୋଟର
ମେଟ୍ରୋ ଟିଭି ଓଡିଶା,୪/୨ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦଶିପୁର ପଞ୍ଚାୟତରେ ୧୭ଟି ୱାର୍ଡ ଓ ୪,୬୦୦ ଭୋଟର ମାନେ ନିର୍ଦ୍ଧାରଣ କରିବେ ୩ ଜଣ ସରପଞ୍ଚ ପ୍ରାର୍ଥୀ ଙ୍କ ଭାଗ୍ୟ କାହାକୁ ବାଛିବେ ସରପଞ୍ଚ ,କାହା ମୁଣ୍ଡରେ ପିନ୍ଧାଉଛନ୍ତି ସରପଞ୍ଚ ମୁକୁଟ ଏହାକୁ ନେଇ ମେଟ୍ରୋ ଟିଭି ରେ!-->…
ଓଡିଶାକୁ ମୋଦିଙ୍କ ରେଳ ଅନୁଦାନ
ମେଟ୍ରୋ ଟିଭି ଓଡିଶା,୩/୨ : ଓଡ଼ିଶାକୁ ସର୍ବାଧିକ ରେଳ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ୯୭୨୩ କୋଟି ଦେଇଛନ୍ତି । ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ!-->…
ନିଖୋଜ ହେଲେ ସମିତିସଭ୍ୟ ପ୍ରାର୍ଥୀ
ମେଟ୍ରୋ ଟିଭି ଓଡିଶା,୩/୨ : ଦିନକୁ ଦିନ ପଚାଂୟତ ନିର୍ବାଚନ ପାଇଁ ବଢିଚାଲିଛି ଲୋକଙ୍କ ମଧ୍ୟରେ ଆଗ୍ରହ । ଏଭଳି ସ୍ଥଳେ ଢେଙ୍କାନାଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ସୂଚନା ଅନୁସାରେ ନୁଆଗାଁ ପଚାଂୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା!-->…