Trending
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
- ୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା, ଭତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Politics
All politics-related news information will be uploaded here in daily besis
୨୦୨୨ ଭୋଟର ତାଲିକା ପ୍ରକାଶିତ
ମେଟ୍ରୋ ଟିଭି ଓଡିଶା,୬/୧: ୨୦୨୨ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇିଛି ।ଏହି ତାଲିକାନୁସାରେ ରାଜ୍ୟରେ ମୋଟ ୩କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ,ଓ ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩ହଜାର ୨୫ଜଣ!-->!-->!-->!-->!-->…
ଓଡିଆ ପୁଅ ହେଲେ ଲଦାଖର ପ୍ରଥମ ଉପରାଜ୍ୟପାଳ
ମେଟ୍ରୋ ଟିଭି ଓଡିଶା,୬/୧: କେନ୍ଦ୍ରରେ ପୁଣି ଓଡିଆ ପୁଅଙ୍କୁ ଗୁରୁତ୍ୱ ଦିଆଯାଇଛି । ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଲଦାଖର ପ୍ରଥମ ଉପରାଜ୍ୟପାଳ ହୋଇଛନ୍ତି । ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ର ଯିଏକି ୨୦୧୪ରେ ଓଡିଶା ପୋଲିସରୁ ହଟିବା ପରେ ବିଜେପିରେ ଯୋଗ ଦେଇଥିଲେ । ସେ!-->!-->!-->…
ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ କଟାକ୍ଷ କଲେ ମୋଦି,ମୁଁ ଜୀବିତ ଫେରିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ…
ମେଟ୍ରୋ ଟିଭି ଓଡିଶା,୫/୧: ପ୍ରଧାନମନ୍ତ୍ରୀ ମୋଦିଙ୍କର ସୁରକ୍ଷାରେ ଏକ ବଡ ଧରଣର ବିଭ୍ରାଟ ଦେଖିବାକୁ ମିଳିଛି । ବୁଧବାର ପଞ୍ଜାବ ଗସ୍ତରେ ଯାଇଥିବା ମୋଦିଙ୍କୁ ସୁରକ୍ଷା କାରଣରୁ ଅଟକ ରଖାଯାଇଥିଲା । ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ!-->!-->!-->…
କୃଷକଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ମେଟ୍ରୋ ଟିଭି ବ୍ୟୁରୋ,୧/୧: ନୂଆବର୍ଷର ଉପହାର ସୂରୂପ ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କୃଷକଙ୍କ ପାଇଁ କୃଷକ ସମ୍ମାନ ନିଧିର ଦଶମ କିସ୍ତି ଆଜି ଜାରି କରିଛନ୍ତି। ରିପୋର୍ଟ ମୁତାବକ, ଆଜି ଅପରାହ୍ନ ସାଢ଼େ ୧୨ଟାରେ ମୋଦି ଚାଷୀଙ୍କ!-->!-->!-->…
ମୋଦୀଙ୍କ ପାଇଁ ନୂଆ ସୁରକ୍ଷା କାର୍, ମର୍ସିଡିଜ ମେବାଚ୍ ଏସ୍୬୫୦ ଗାର୍ଡ
ମେଟ୍ରୋ ଟିଭି ବ୍ୟୁରୋ, ୨୯/୧୨: ଭାଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବୋଇଂ ୭୭୭ ଏୟାର ଇଣ୍ଡିଆ ୱାନ ପରେ ଏବେ ଆସିଛି ନୂଆ କାର୍ । ଏହି ବିମାନର ମୂଲ୍ୟ ୧୨୦୦ କୋଟି ଟଙ୍କା ଓ ଏହା କ୍ଷେପଣାସ୍ତ୍ର ନିରୋଧୀ ବିମାନ ।ଏହି ଗାଡି ଅତ୍ୟନ୍ତ ସୁରକ୍ଷିତ ଓ!-->!-->!-->…