Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
Politics
All politics-related news information will be uploaded here in daily besis
ଏଆଇସିସି ପକ୍ଷରୁ କଂଗ୍ରେସର ଦୁଇ ବିରଷ୍ଠ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍
କଂଗ୍ରେସର ଦୁଇ ବିରଷ୍ଠ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ରାଜ୍ୟ କଂଗ୍ରେସ ନେତୃତ୍ବ ବିରୋଧରେ କହିଥିବାରୁ ଏହି ନୋଟିସ ଜାରି କରାଯାଇଛି । ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ନୋଟିସ୍ ହୋଇଛି ।…
ମନ୍ତ୍ରୀ ହେବେ କି ଦୀପାଳି? ତିନି ମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚା
ଭୁବନେଶ୍ବର: କିଏ ହେବେ ନୂଆ ମନ୍ତ୍ରୀ? ଦୀପାଳି ଦାସ ମନ୍ତ୍ରୀ ହେବେ କି? ନା ଆଉ କେଉଁ ନୂଆ ମୁହଁ ଦେଖିବାକୁ ମିଳିବ । ଏସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ସ୍ଥିର କରିବେ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ । ଆଗାମୀ ସାଧାରଣ…
ଝାରସୁଗୁଡାରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ: ଧର୍ମେନ୍ଦ୍ର
ଝାରସୁଗୁଡ଼ା: ଯେଉଁମାନେ ସମ୍ବଲପୁରରେ ହିଂସା କରାଇଲେ ସେହିମାନେ ଆଜି ଚହୁଁଛନ୍ତି ଝାରସୁଗୁଡାରେ ହିଂସା କରିବା ପାଇଁ । ରାଜ୍ୟରେ ଆଇନର ଶାସନ ଚାଲିନାହିଁ । ଅରାଜକତା ଚାଲିଛି । ଝାରସୁଗୁଡାକୁ ଶ୍ରୀହୀନ କରାଇବା ପାଇଁ ଏ ଲଢେଇ ଶେଷ ପର୍ଯ୍ୟନ୍ତ ହେବ, ଓଡ଼ିଶାର ଅସ୍ମିତା ପାଇଁ ହେବ, ଓଡ଼ିଶାର…
ଟଙ୍କଧରଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଲେ ଧର୍ମେନ୍ଦ୍ର, ଦୀପାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅପରାହ୍ନରେ କରିବେ ପ୍ରଚାର
ଝାରସୁଗୁଡ଼ା: ଝାରସୁଗୁଡ଼ା ପାଇଁ ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ । ଆସନ୍ତା କାଲି ପ୍ରଚାର ସରୁଛି । 10 ରେ ଭୋଟ ଗ୍ରହଣ ହେବ । କୋଲାବିରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାର ସଭା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଟଙ୍କଧରଙ୍କ ପାଇଁ ଭୋଟ ମାଗିବା ସହ ନରେନ୍ଦ୍ର…
ମାନହାନି ମକଦ୍ଦମା ରୁଜୁ କଲେ ସବରକରଙ୍କ ନାତି
ମୁମ୍ବାଇ : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ନିନ୍ଦା କରିବା ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ସମସ୍ୟା ଆଣିପାରେ । ତାଙ୍କୁ ଉପହାସ କରିବା ବାରମ୍ବାର ବିବାଦୀୟ ବୟାନ ଦେବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଇଁ ଏବେ ମହଙ୍ଗା ପଡ଼ିଛି। ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ…
ଏବର୍ଷ ପାୱାର୍ କଟ୍ ହେବନାହିଁ: ଶକ୍ତି ମନ୍ତ୍ରୀ
ଜାପାନରୁ ଫେରି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ବଡ଼ ଘୋଷଣା କରିଛନ୍ତି । ଏବର୍ଷ ପାଓ୍ବାର କଟ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ଅସହ୍ୟ ତାତି ଆରମ୍ଭ ହୋଇଥିବା ବେଳେ ମନ୍ତ୍ରୀଙ୍କ ଘୋଷଣା କେତେ ସତ ହେଉଛି ତାହାକୁ ନେଇ ଚର୍ଚା ହେଉଛି । ବର୍ଷ ବର୍ଷ ଧରି ଆଗରୁ ପାଓ୍ବାର କଟ…
ପାଇଲଟ୍ଙ୍କ ଅନଶନ, କଂଗ୍ରେସରେ ଫାଟ
ଜୟପୁର : ରାଜସ୍ଥାନ କଂଗ୍ରେସ ପାଇଁ ଖରାପ ଖବର । ବରିଷ୍ଠ ନେତା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବେ ନିଜ ଦଳ, ସରକାରକୁ ଟାର୍ଗେଟ କରୁଛନ୍ତି । ଗତକାଲି ଅନଶନରେ ବସିବା ପରେ ଏବେ ଦଳ ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ଆରମ୍ଭ…
ନିଜ ଲୋକଙ୍କ ଉପରେ ବୋମା ପକାଇଲା ସେନା: ଶହେ ମୃତ
ମିଆଁମାରରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଁଚିଛି । ନିଜ ଲୋକଙ୍କ ଉପରେ ବିମାନ ଦ୍ବାରା ବୋମା ପକାଇବାରୁ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି । ମିଆଁମାର୍ର ସାମରିକ ସରକାର ଏବେ ବିରୋଧ କରୁଥିବା ନିଜ ଦେଶର ଲୋକଙ୍କ ଉପରେ ଅତ୍ୟାଚାର କରୁଛି । ଏନେଇ ଜାତିସଂଘରେ ଉଦବେଗ ପ୍ରକାଶ ପାଇଛି ।…
ପ୍ରବାସୀ ଓଡ଼ିଆମାନଙ୍କ ସମସ୍ୟା ବୁଝିବ ଓଡ଼ିଶା ପରିବାର ନିର୍ଦେଶାଳୟ
ଭୁବନେଶ୍ବର: ସମଗ୍ର ଓଡ଼ିଆ ଜାତିଙ୍କୁ ଏକତ୍ରିତ କରିବା,ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ରାଜ୍ୟ ସରକାର ଚାହିଁଛନ୍ତି । ବିଶ୍ଵରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ଏକଜୁଟ କରିବା ର ନୂଆ ପ୍ରେରଣା ନେଇ ଏକ ନିର୍ଦେଶାଳୟ ଖୋଲା ଯାଉଛି। ବିଶ୍ୱରେ ଓଡ଼ିଆ ଜାତିର ନୂଆ ଉନ୍ମେଷ ସୃଷ୍ଟି କରିବା…
ବିଧାନସଭାରେ ଉଠିଲା ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦ
ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ବିରୋଧୀମାନେ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଗୃହରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବା ଯୋଗୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ବିରୋଧୀ ଦଳ…