Trending
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
- ବିଧାନସଭାରେ ବଙ୍ଗାଳି କଟାକ୍ଷ: ‘ଓଡ଼ିଆ ଅସ୍ମିତା’ ପ୍ରଶ୍ନ ଘେରରେ ଗୃହ
- ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ
- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Browsing Category
Politics
All politics-related news information will be uploaded here in daily besis
ଜୟରାମ ରମେଶଙ୍କ ଟ୍ୱିଟକୁ କଂଗ୍ରେସ ନେତାଙ୍କ ନାପସନ୍ଦ
ନୂଆଦିଲ୍ଲୀ: ଗୋରଖପୁରସ୍ଥିତ ‘ଗୀତା ପ୍ରେସ୍’କୁ ବର୍ଷ ୨୦୨୧ର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଚାରକ ମଣ୍ଡଳୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଔପଚାରିକ ଭାବେ ଘୋଷଣା କରାଯାଇଥିଲା।…
ଆଗୁଆ ହେବ ଲୋକସଭା ନିର୍ବାଚନ: ନୀତିଶ
ବିହାର: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଆଗୁଆ ଅର୍ଥାତ୍ ଚଳିତ ବର୍ଷ ହେବ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଭଳି କହି ଚର୍ଚାର ଖୋରାକ ଯୋଗାଇଛନ୍ତି ନୀତିଶ । ଆଉ ଏକ ସପ୍ତାହ ପରେ ପାଟନାରେ ଜୁନ୍ ୨୩ ମୋଦୀ ବିରୋଧୀ ନେତାଙ୍କ ମହାବୈଠକ ହେବାର ଅଛି । ତେବେ…
ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଗିରଫ
ନୂଆଦିଲ୍ଲୀ:ମନି ଲଣ୍ଡରିଂ ମାମଲାରେ ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ଭି. ସେନଥିଲ୍ ବାଲାଜୀଙ୍କୁ ବାନ୍ଧିଲା ଇଡି। କ୍ୟାସ୍ ଫର ଜବ୍ ସ୍କାମରେ ଭି. ସେନଥିଲ୍ଙ୍କୁ ଇଡି ଗତକାଲି ବାନ୍ଧିବା ପରେ ଦେଖିବାକୁ ମିଳିଛି ହାଇ ଡ୍ରାମା। ହଠାତ୍ ଛାତି ଯନ୍ତ୍ରଣା ଅଭିଯୋଗ କରିବା ସହ ମନ୍ତ୍ରୀ ଗାଡ଼ିରେ…
ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ଧାରଣା
ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ । ଦଳର ଅନେକ ବିଧାୟକ ଓ ନେତା ରାଜଭବନ ସାମ୍ନାରେ ଧାରଣା ଦେଇଛନ୍ତି । ଫାଙ୍କା ସିଲିଣ୍ଡର ଧରି ଦଳର ମହିଳା କର୍ମୀ ଓ ନେତ୍ରୀ କେନ୍ଦ୍ର ବିରୋଧରେ ନାରାବାଜି କରିଛନ୍ତି । ଏହାସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ…
ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ
ଭୁବନେଶ୍ୱର: ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ । ମନ୍ତ୍ରିମଣ୍ଡଳରୁ ରୋହିତଙ୍କୁ ବାଦ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ବାର୍ଷିକ ସମୀକ୍ଷାରେ ଉଚ୍ଚଶିକ୍ଷା…
ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ: ମନ୍ତ୍ରୀଙ୍କ ବୟସକୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ
ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ କରିଛନ୍ତି । ବାର୍ଷିକ ସମୀକ୍ଷାରେ…
ବିଜେପିର ମହାଜନସମ୍ପର୍କ କାର୍ଯ୍ୟକ୍ରମରେ ସାମିଲ ହେବେ ଶାହ ଓ ନଡ୍ଡା
ଭୁବନେଶ୍ୱର: ଜୁନ ୧୭ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଛନ୍ତି । ଏହାସହ ୨୨ ତାରିଖରେ ବିଜେପି ସଭାପତି ଜେପି ନଡ୍ଡା ଆସିବାର ଖବର ରହିଛି । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଏହି ଦୁଇ ବରିଷ୍ଠ ନେତା ଆସିବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା…
ବିଜେପି କରିବ ମହା ଜନସମ୍ପର୍କ ଅଭିଯାନ
ନରେନ୍ଦ୍ର ମୋଦୀଙ୍କ ସରକାର ଗଠନର ୯ ବର୍ଷ ପୂର୍ତ୍ତି ଆବସରରେ ବିଜେପି ମାସେବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରିବ । ଏହି କ୍ରମରେ ଓଡ଼ିଶାରେ ୧ କୋଟି ପରିବାରଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରହିଛି । ଓଡ଼ିଶାରେ ୩୭ ହାଜର ୬୦୬ ବୁଥ ପର୍ଯ୍ୟନ୍ତ ପହଞ୍ଚିବ ବିଜେପି । ୯ ବର୍ଷର ସଫଳତା…
ରାଜସ୍ଥାନରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ , ଶହେ ୟୁନିଟ ଫ୍ରି ବିଜୁଳି ଘୋଷଣା
ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ରାଜ୍ୟବାସୀଙ୍କୁ ମାସକୁ ଶହେ ୟୁନିଟ ମାଗଣା ବିଜୁଳି ଘୋଷଣା କରିଛି । ଏହି ଫର୍ମୂଲା ଧରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଜୁନ୍ ୧ରୁ ଘର ପିଛା ଶହେ ୟୁନିଟ୍ ଲେଖା ମାଗଣା ବିଦ୍ୟୁତ୍…
ମଣିପୁରରେ ପହଞ୍ଚି ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଇମ୍ଫାଲ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଣିପୁରରେ ପହଞ୍ଚି ରାଜ୍ୟରେ ଉପୁଜିଥିବା ହିଂସାକୁ ନେଇ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେ ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏବଂ ରାଜ୍ୟର ଅନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ବୈଠକରେ ଅଧ୍ୟକ୍ଷତା କରି…