Browsing Category

Politics

All politics-related news information will be uploaded here in daily besis

ଧର୍ମେନ୍ଦ୍ରଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ: ଲୋକସଭା ନିର୍ବାଚନ ଲଢ଼ିବେ

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ । ଏଥର ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ସମେତ ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। କିନ୍ତୁ ବିଜେପି ଏମାନଙ୍କୁ ପୁଣିଥରେ ରାଜ୍ୟସଭାକୁ ମନୋନୀତି କରି ନାହିଁ। ରାଜ୍ୟସଭା ରେସରୁ ୭…

ଆନ୍ଦୋଳନ ଡାକରା ଦେଲା କୃଷକ ସଙ୍ଗଠନ

ନୂଆଦିଲ୍ଲୀ:  ଏମଏସପି ସମେତ ବିଭିନ୍ନ ଦାବିରେ ଅଟଳ ଚାଷୀ ଆଜି ସାରା ଦେଶରେ କରିବେ ଆନ୍ଦୋଳନ। ଗତକାଲି ୩ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ନିତ୍ଯାନନ୍ଦ ରାୟ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ନେତାଙ୍କ ଆଲୋଚନା ପରେ ସମାଧାନର ସୂତ୍ର ବାହାରି ପାରିନଥିଲା। ବିଭିନ୍ନ କୃଷିପ୍ରଧାନ ରାଜ୍ୟରେ…

ଖୋର୍ଦ୍ଧାଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ‘ଆମ ବସ୍‌ଷ୍ଟାଣ୍ଡ’ ଯୋଜନାରେ ବସଷ୍ଟାଣ୍ଡ ଲୋକାର୍ପିତ କଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧାଠାରେ ଇଡ୍‌କୋ ଦ୍ୱାରା ନିର୍ମାଣ କରାଯାଇଥିବା ନୂତନ ଫୁଡ୍‌ପାର୍କକୁ ମୁଖ୍ୟମନ୍ତ୍ରୀ ଗୁରୁବାର ଉଦ୍‌ଘାଟନ କରିଥିବା ବେଳେ କାଳିବେଟି ନିକଟରେ ନୂତନ ଶିଳ୍ପ ପାର୍କର…

ବିଧାୟକଙ୍କ ଘରେ ଇଡି !

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ାଉ ହୋଇଥିବା ନେଇ ସୂଚନା ମିଳିଛି। ଇଡି ପକ୍ଷରୁ ଭଦ୍ରକ ସହର ୪ ସ୍ଥାନରେ ଚଢ଼ାଉ ଜାରି ରହିଛି। ତେବେ ପ୍ରଫୁଲ୍ଲଙ୍କ ମୋଟ ୧୦ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡିଛି। ୨୦ କୋଟି ଜମି କେଳେଙ୍କାରୀ…

ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ସମର୍ଥନ କଲା ବିଜେଡି

ଆଜି ଓଡ଼ିଶା ଓ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ତେବେ ଓଡ଼ିଶାର ରାଜ୍ୟସଭା ଆସନ ପାଇଁ ବିଜେପି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଛି । ଆସନ୍ତା ଏପ୍ରିଲ ମାସରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ଖାଲି ହେଉଥିବାରୁ ଏହା…

ରାଜ୍ୟସଭା ନିର୍ବାଚନ ପାଇଁ ୨ ଜଣ ପ୍ରାର୍ଥୀ ନାଁ ଘୋଷଣା କଲା ବିଜେଡି

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିିଜୁ ଜନତା ଦଳ । ଦଳର ଅଭିଜ୍ଞ ନେତା ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି ଦଳ ।ଓଡିଶାରୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ…

ଆସ୍ଥାଭୋଟ୍‌ ଛକାପଞ୍ଝା

ବିହାରର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବେଶ୍‌ ସରଗରମ ରହିଛି। ଆସନ୍ତାକାଲି ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର ଫ୍ଲୋର୍‌ ଟେଷ୍ଟ୍‌ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଆସ୍ଥାଭୋଟ୍‌ ପୂର୍ବରୁ ବିଜେପି, ଜେଡିୟୁ, ଆର୍‌ଜେଡି ଓ…

ପାକିସ୍ତାନରେ କିଏ କରିବେ ସରକାର?

ଇସଲାମବାଦ:  ପାକିସ୍ତାନ ରାଜନୀତି କୁ ନେଇ ଆମେରିକା ଭାରତ ନଜର ରଖିଛନ୍ତି । ଏହାରି ଭିତରେ ନୱାଜ ସରିଫ ଓ ପିପିପି ନେତା ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ ସରକାର ଗଠନ ଲାଗି ଚାଲିଛି ଆଲୋଚନା। ସେପଟେ  ନିର୍ବାଚନରେ  ଇମ୍ରାନ ଖାଁ ଙ୍କ ଦଳ  ସଂଖ୍ୟା ଗରିଷ୍ଠତା ହାସଲ ନେଇ ଦାବି କରି ଆଜି…

ଆସନ୍ତାକାଲି ଆସ୍ଥା ଭୋଟ: ନିଜ ବାସଭବନରେ ବିଧାୟକଙ୍କୁ ନଜରବନ୍ଦୀ କଲେ ତେଜସ୍ୱୀ

ପାଟନା: ବିହାର ରାଜନୀତି ସରଗରମ ହୋଇଥିବା ବେଳେ  ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି ବିହାରରେ ଆସ୍ଥା ଭୋଟ୍ । ପାଟନାସ୍ଥିତ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବାସ ଭବନକୁ ଆରଜେଡି ବିଧାୟକ ଏବଂ ବାମପନ୍ଥୀ ବିଧାୟକମାନେ ଯାଉଛନ୍ତି । ସମସ୍ତ ବିଧାୟକଙ୍କୁ ବିଧାୟକମାନଙ୍କୁ…

ସମ୍ବଲପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପହଁଚି ମାଆ ସମଲେଶ୍ବରୀଙ୍କୁ ଦର୍ଶନ କଲେ

ସମ୍ବଲପୁର:ସମ୍ବଲପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପହଁଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଭୋରୁ ମାଆ ସମଲେଶ୍ବରୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପରେ ମହାନଦୀ ହାଫ-ମାରାଥନର ଶୁଭାରମ୍ଭ କରିଛନ୍ତି । ସେଠାରୁ…