Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
Politics
All politics-related news information will be uploaded here in daily besis
ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ
ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ । ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ତାଙ୍କ ଘରେ ଚାଲିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । କୌଣସି ବି ମୁହୁର୍ତରେ ବଡ ଘୋଷଣା ହୋଇପାରେ ।ସୂଚନା…
ଓଡିଶା ଆସୁଛନ୍ତି ଅମିତ ଶାହା
ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି ।ସୂଚନା ଅନୁଯାୟୀ, ଦେଶରେ ସାଧାରଣ ନିର୍ବାଚନ ହେବାକୁଥିବାବେଳେ ଓଡିଶାରେ ମେଣ୍ଟ…
ବିଜେଡିର ସ୍ବତନ୍ତ୍ର ୱେବସାଇଟ୍
ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନୂଆ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟ୍କୁ ଉନ୍ମୋଚନ କରିଛନ୍ତି। ଏହି ୱେବ୍ସାଇଟରେ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତୀ ବିକାଶ, ଆଦିବାସୀ କଲ୍ୟାଣ, ଯୁବ ଓ କ୍ରୀଡ଼ା, କୃଷି, ଆଇଟି ଓ…
ଓଡ଼ିଶାର ୨୧ଟି ଆସନରୁ ବିଜେଡି ୧୧ଟି ଓ ବିଜେପି ୧୦ଟିରେ ବିଜୟୀ ହୋଇପାରେ- ଇଣ୍ଡିଆ ଟିଭି-ସିଏନଏକ୍ସର ଓପିନିୟନ ପୋଲ
ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ବିପୁଳ ବିଜୟ ମିଳିପାରେ । ଏନଡିଏକୁ ମୋଟ ୩୭୮ଟି ଆସନ ମିଳିବାର ସମ୍ଭାବନା ରହିଛି । ତା ମଧ୍ୟରୁ କେବଳ ବିଜେପିକୁ ୩୩୫ଟି ଆସନ ମିଳିପାରେ । ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ୯୮ଟି ଆସନ…
ଯୋଗୀ କ୍ୟାବିନେଟର ସଂପ୍ରସାରଣ
ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୁହେଲଦେବ ଭାରତୀୟ ସମାଜ ପାର୍ଟିର ସଭାପତି ଓମ୍ ପ୍ରକାଶ ରାଜଭର, ସାବିବାବାଦର ସୁନୀଲ ଶର୍ମା, ଦାରା ସିଂ ଚୌହାନ…
ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇ ୩ ଗିରଫ
ରାଜ୍ୟସଭାକୁ ନିର୍ବାଚିତ ହେବା ସମୟରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଫରେନସିକ୍ ସାଇନ୍ସ ଲାବୋରେଟୋରୀ (ଏଫ୍ଏସ୍ଏଲ୍)ର ରିପୋର୍ଟ ଓ ସେମାନଙ୍କ ବୟାନ ଆଧାରରେ ଆମେ ୩ ଜଣଙ୍କୁ ଗିରଫ କରିଛୁ । ସେମାନଙ୍କ ବିରୋଧରେ ଆଇନଗତ…
୧୫ ଜୁନ୍ ସୁଦ୍ଧା କାର୍ଯ୍ୟାଳୟ ଖାଲି କରିବାକୁ ଆମ ଆଦମୀ ପାର୍ଟିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ପରିସର ସ୍ଥିତ ଆମ ଆଦମୀ ପାର୍ଟିର ଅଫିସକୁ ନେଇ ସୋମବାର ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଆମ ଆଦମୀ ପାର୍ଟିକୁ ୧୫ ଜୁନ୍ ସୁଦ୍ଧା ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ଜେ ବି…
ମୋକିମଙ୍କ ନିର୍ବାଚନ ଅସିଦ୍ଧ; ହରାଇଲେ ବିଧାୟକ ପଦ
କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ ।ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ପାଇଁ ବାରବାଟୀ-କଟକ ଆସନ ଫାଙ୍କା ରହିଲା। ଆଗାମୀ ଦିନରେ…
ନିର୍ବାଚନ ପାଇଁ ପହଞ୍ଚିଲେ ସିଏପିଏଫ
ନିର୍ବାଚନ ପୂର୍ବରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବରରେ ୭୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ) ପହଞ୍ଚିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ କମ୍ପାନୀ ସିଏପିଏଫ ଆସିଥିଲେ। ଆଜି ଆଉ ୬୦ କମ୍ପାନୀ ଫୋର୍ସ…
ବିଜେଡିର ଘରସଜଡ଼ା
ନିର୍ବାଚନ ପୂର୍ବରୁ ଭୁବନେଶ୍ବରରେ ବିଜେଡି ତା’ର ସାଂଗଠନିକ କାର୍ଯ୍ୟକ୍ରମ ଜୋର୍ଦାର କରିଛି। ଗତ ରବିବାର ଦିନ ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡିର ମହିଳା ସମାବେଶ ହୋଇଥିଲା ବେଳେ ଆଜି ଯୁବ ଛାତ୍ର ସମାବେଶ ହୋଇଥିଲା। ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ହୋଇଥିବା ଏହି…