Browsing Category

Politics

All politics-related news information will be uploaded here in daily besis

ବିଜେପିରୁ ଆସିଲା ବଡ଼ ଖବର: ରାଜ୍ୟସଭା ଯିବେ ମନମୋହନ ସାମଲ!

ଓଡ଼ିଶା ରାଜନୀତିରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପି ଶୀର୍ଷ ନେତୃତ୍ୱ ତାଙ୍କ ନାମ ଉପରେ ମୋହର ମାରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟରେ ବିଜେପିର…

ବିଶୃଙ୍ଖଳା ଏବଂ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦଳରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ

ବିଜେଡି ଦଳରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ । ବିଶୃଙ୍ଖଳା ଏବଂ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହୋଇଥିବା ଜଣାପଡିଛି । ବହିଷ୍କାର ପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, ” ବିଜେଡି ଫଣ୍ଡ ସ୍କାମ ଆଡକୁ ଈଶାରା କଲେ କ୍ଷୁବ୍ଧ ପ୍ରଭାତ । ବିଜେଡି ପାଇଁ ବହୁ ପରିଶ୍ରମ ହୋଇଛି ବୋଲି ପ୍ରଭାତ…

ରାଜ୍ୟସଭା ଟିକେଟ ପାଇବା ପରେ ପ୍ରତିକ୍ରିୟା ରଖିଲେ ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଖଙ୍କୁ କୃତଜ୍ଞତା ଜଣାଇବା ସହ ମୋତେ ମିଳିଥିବା ଗୁରୁ ଦାୟିତ୍ୱ ସମ୍ପାଦାନ କରିବି ବୋଲି କହିଛନ୍ତି। ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳର ସୁପ୍ରିମୋ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି ,ଡାକ୍ତର ଦତ୍ତେଶ୍ବର ହୋତା ଏବଂ  ସଂତୃପ୍ତ ମିଶ୍ରଙ୍କୁ  ମିଳିଲା ଟିକେଟ୍‌

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ ।  ୨ ଜଣଙ୍କ ନାଁ ଘୋଷଣା କଲା ବିଜେଡି ଡାକ୍ତର ଦତ୍ତେଶ୍ବର ହୋତା ଏବଂ  ସଂତୃପ୍ତ ମିଶ୍ରଙ୍କୁ  ମିଳିଲା ଟିକେଟ୍‌ ।  ଏହି ଦୁଇ ଜଣଙ୍କ ନାଁରେ ଲାଗିଲା  ମୋହର ।  ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ୍‌  କହିଲେ ନବୀନ ।  ସଂତୃପ୍ତ ଆମ ଦଳର ପ୍ରର୍ଥୀ କହିଲେ…

ଆଜି ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା

ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା । ଅପରାହ୍ନ ୫ଟାରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟସଭା ନିର୍ବାଚନକୁ ନେଇ ବୈଠକରେ ହେବ ମାନସ ମନ୍ଥନ ।ଖବର ଅନୁଯାୟୀ, ରାଜ୍ୟସଭା…

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି​​​​​​​ ,ମାର୍ଚ୍ଚ ୧୬ ତାରିଖରେ ହେବ ନିର୍ବାଚନ

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି​​​​​​​ ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ,…

ଦେଶ ଜାଣେ କଂଗ୍ରେସ ପୁର୍ବରୁ ନଗ୍ନ ,ତେବେ ଆପଣମାନେ ଆପଣଙ୍କ ପୋଷାକ କଣ ପାଇଁ ବାହାର କରୁଥିଲେ ?’ – ମୋଦୀ

ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ଭାରତୀୟ ଯୁବ କଂଗ୍ରେସର ସାର୍ଟଲେସ୍ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି । କଂଗ୍ରେସକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘କଂଗ୍ରେସ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ନିଜର…

ନାବାଳିକା ଗଣଦୁଷ୍କର୍ମ ଘଟଣାର ବିରୋଧ କରି ୨୪ ରେ ରାଜରାସ୍ତା ଓହ୍ଲାଇବା ନେଇ ସୂଚନା ଦେଇଛି ବିଜେଡ଼ି

କେନ୍ଦ୍ରାପଡ଼ା ରାଜକନିକା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି। ଏହା ସହ ଏଭଳି ଘଟଣାର ବିରୋଧ କରି ଆସନ୍ତା ୨୪ ତାରିଖରେ ବିଜୁ ମହିଳା ଜନତା ଦଳ ରାଜରାସ୍ତା ଓହ୍ଲାଇବା ନେଇ ସୂଚନା ଦେଇଛି। କେବଳ ଭୁବନେଶ୍ୱରରେ ନୁହେଁ ବରଂ ସାରା ରାଜ୍ୟରେ ଏହି ସଂଘର୍ଷ ଚାଲିବ ବୋଲି…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ,ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି । ତେବେ ଦଳ ଛାଡିବାର ସେ ଏକ ରୋଚକ କାରଣ ଦର୍ଶାଇଛନ୍ତି । ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି । କହରଖିଛୁକି, ଗତ…

ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ପରିଷଦର ଏହି ସଦସ୍ୟମାନଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲରେ ଶେଷ ହେବାକୁ ଯାଉଥିବାରୁ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।…